କଟକ ଲଜ୍ଜା: ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୭ ଜଣଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ରାଜ୍ୟକୁ ଲଜ୍ଜିତ କରିଛି କଟକ କଲେଜ ଛାତ୍ରୀ ଗଣଦୁଷ୍କର୍ମ ଘଟଣା। ଜଣେ କଲେଜ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ତାଙ୍କ ପୁରୁଷ ବନ୍ଧୁ ଓ ତାଙ୍କ ସାଙ୍ଗମାନେ ଉତ୍ତୋଳନ...

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା: ପ୍ରଥମ ଚେଷ୍ଟାରେ ସଫଳ ହେଲେ ଅମ୍ରିତ ଆଚାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ATC6RbJLApk ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଭୁବନେଶ୍ଵରର ଅମ୍ରିତ ଆଚାର୍ଯ୍ୟ। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି ସଫଳତା। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୭୧ ନମ୍ବର...

‘ଅଷ୍ଟ୍ରେଲିଆ ଟୁଡେ’ର ସୋସିଆଲ୍ ମିଡିଆକୁ ବ୍ୟାନ କଲା କାନାଡା: ଏସ୍ ଜୟଶଙ୍କରଙ୍କ ସାମ୍ବାଦିକ ସମ୍ମିଳନୀ ପ୍ରସାରଣ ପରେ କାର୍ଯ୍ୟାନୁଷ୍ଠାନ...

ମିନତି ମିଶ୍ର କାନାଡା ସରକାର ନିଜ ଦେଶରେ 'ଅଷ୍ଟ୍ରେଲିଆ ଟୁଡେ' ଚ୍ୟାନେଲର ସୋସିଆଲ୍ ମିଡିଆ ହ୍ୟାଣ୍ଡେଲର ପ୍ରସାରଣ ବନ୍ଦ କରିବା ସହ ଏହାକୁ ବ୍ଲକ କରି ଦେଇଛନ୍ତି। ଭାରତୀୟ ବିଦେଶ ମନ୍ତ୍ରୀ ଡକ୍ଟର ଏସ୍...

ବାଲେଶ୍ୱର: ଫକୀରମୋହନ ବିଶ୍ଵବିଦ୍ୟାଳୟକୁ ମିଳିଲା ଚଳିତ ବର୍ଷର ପ୍ରକୃତି ମିତ୍ର ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟକୁ ସ୍ଥାନୀୟ ପରିବେଶ ସଂରକ୍ଷଣ ଦିଗରେ ନିରନ୍ତର ପ୍ରୟାସ ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୨୦୨୪ ବର୍ଷ...

ସୁନେଲିତା ଟପ୍ପୋ: ଓଡ଼ିଶା ହକିର ନୂଆ ତାରକା

ସତୀଶ ଶର୍ମା ବିହାରର ରାଜଗିରରେ ନଭେମ୍ବର ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମହିଳା ଏସିୟନ ଚାମ୍ପିୟନ୍ସ ଟ୍ରଫି ହକି। ଏହି ପ୍ରତିଯୋଗିତା ପାଇଁ ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ସୁନେଲିତା ଟପ୍ପୋ ଏକମାତ୍ର...

‘ଦ ସାବରମତୀ ରିପୋର୍ଟ’ – ଭାରତର ଇତିହାସକୁ ଦୋହଲାଇ ଦେଇଥିବା ଏକ ସତ୍ୟ ଘଟଣାକୁ ଦେଖିବେ ଦର୍ଶକ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ପ୍ରତୀକ୍ଷା ପରେ ଆସିବାକୁ ଯାଉଛି ‘ଦ ସାବରମତୀ ରିପୋର୍ଟ’ ଫିଲ୍ମ। ଏବେ ଏହାର ଟ୍ରେଲର ରିଲିଜ ହୋଇଛି। ଏଥିରେ ଭାରତ ଇତିହାସର ଏକ ଚକିତ କଲା ପରି ପ୍ରଭାବଶାଳୀ ଘଟଣାର ଝଲକ...

ଗୋକର୍ଣ୍ଣିକା ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କବି ସମରେନ୍ଦ୍ର ନାଥ ମହାପାତ୍ର ସମ୍ବର୍ଦ୍ଧିତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ଯାଜପୁର ଜିଲ୍ଲା ସାହିତ୍ୟ ସମାଜର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଗୋକର୍ଣ୍ଣିକା ସାହିତ୍ୟ ସମାଜ ଓ ଗାଁ ମଜଲିସ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆୟୋଜିତ...

ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ତିଆରି ପାଇଁ ଅଗ୍ରିମ ଟଙ୍କା ଦେବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଗୃହ ନିର୍ମାଣ ପାଇଁ ଅଗ୍ରିମ ଟଙ୍କା ଦେବେ ରାଜ୍ୟ ସରକାର। ନୂଆ ଜମି କିଣିବା, ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ...

ନୟାଗଡ଼ରେ ଗଛକୁ ପିଛି ଓଲଟିଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୮ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ନୂଆଁ ଗାଁ ଥାନା ଅନ୍ତର୍ଗତ ସୋରଡ଼ା ଛକଠାରେ ଏକ ଯାତ୍ରୀବାହୀ ବସ୍ ଗଛରେ ପିଟି ହୋଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୮ ଜଣ...

ଗ୍ରୀଷ୍ମକାଳୀନ ଛୁଟିକୁ ନେଇ ସୁପ୍ରିମକୋର୍ଟରେ ବଦଳିଲା ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଛୁଟିକୁ ନେଇ ବଡ଼ ପରିବର୍ତ୍ତନ ହୋଇଛି। ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଛୁଟିକୁ ଏବେ ଆଂଶିକ ନ୍ୟାୟାଳୟ କାର୍ଯ୍ୟଦିବସ ନାମରେ ନାମିତ କରାଯାଇଛି। ଏଥିସହିତ ଅବକାଶକାଳୀନ ବିଚାରପତି ଶବ୍ଦକୁ ମଧ୍ୟ ଉଠାଇ ଦେବା...