ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ଆଶ୍ଵିନ ଶୁକ୍ଳ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ...

ପାଣ୍ଡିଆନ ବାବୁ ଥିବା ଯାଏଁ ଓଡ଼ିଶାରେ ବିଜେଡି ଆସିବ ନାହିଁ – ପ୍ରସନ୍ନ ପାଟଶାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ପାଣ୍ଡିଆନ ବାବୁଙ୍କ ପାଇଁ ଓଡ଼ିଶାରେ ବିଜେଡି ହାରିଗଲା। ଏତେ ବର୍ଷର ଲୋକପ୍ରିୟ ସରକାର ଚାଲିଗଲା। ସେ ଦଳରେ ଥିବା ଯାଏଁ ଓଡ଼ିଶାରେ ବିଜେଡି ଆସିବ ନାହିଁ”, ମଙ୍ଗଳବାର ଦିନ ଏମିତି କିଛି...

ଭାରତର ଡାଟା ଭାରତୀୟ ଡାଟା ସେଣ୍ଟରରେ ରହିବା ଦରକାର – ଆକାଶ ଅମ୍ବାନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ତିନିଦିନିଆ ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀ ଭାରତର...

ବାବା ସିଦ୍ଦିକିଙ୍କ ହତ୍ୟା ପରେ ମାୟା ନଗରୀରେ ଆତଙ୍କ, ସଙ୍କଟରେ ସଲମାନ ଖାନଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ମାୟା ନଗରୀରେ ଖେଳି ଯାଇଛି ଆତଙ୍କ। ଏବେ ସଙ୍କଟରେ ବଲିଉଡର ଭାଇଜାନ...

ଆସନ୍ତାକାଲିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍, ବେଙ୍ଗାଳୁରୁରେ ମୁହାଁମୁହିଁ ହେବେ ଦୁଇ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍। ଏଥିପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ। ବେଙ୍ଗାଳୁରୁର ଏମ. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ସିରିଜ୍ ପାଇଁ ଭାରତୀୟ...

ଘୋଷଣା ହେଲା ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ। ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଝାଡ଼ଖଣ୍ଡରେ ନଭେମ୍ବର ୧୩ ଓ ୨୦ତାରିଖରେ ଦୁଇଟି...

ଡକ୍ଟର ଏପିଜେ ଅବଦୁଲ କଲାମ – ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୯୩ତମ ଜନ୍ମ ବାର୍ଷିକୀ। ଡକ୍ଟର ଏପିଜେ ଅବଦୁଲ କଲାମ ଭାରତର ଜଣେ ଏମିତି ବ୍ୟକ୍ତିତ୍ୱ ଯାହାଙ୍କୁ ପୂରା ବିଶ୍ୱ ମିସାଇଲ ମ୍ୟାନ ଭାବେ ଜାଣେ।...

ସିବିଏସଇର ନୂଆ ନିୟମ: ୭୫ ପ୍ରତିଶତରୁ ଉପସ୍ଥାନ କମିଲେ ଦେଇ ହେବନି ବୋର୍ଡ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ର ନୂଆ ନିୟମ, ଏଣିକି ଉପସ୍ଥାନ ୭୫ ପ୍ରତିଶତରୁ କମିଲେ ବୋର୍ଡ ପରୀକ୍ଷା ଦେଇପାରିବେ ନାହିଁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ବୋର୍ଡ ପରୀକ୍ଷା...

ଜାଣନ୍ତୁ କାହିଁକି ବିଗୁଡୁଛି ଭାରତ-କାନାଡା ସମ୍ପର୍କ?

ମିନତି ମିଶ୍ର ବିଗୁଡୁଛି ଭାରତ-କାନାଡା ସମ୍ପର୍କ। ଖାଲିସ୍ତାନ ସମର୍ଥକ ହରିଦୀପ ସିଂହ ନିଜ୍ଜର ହତ୍ୟା ମାମଲାକୁ ନେଇ ଦୁଇ ଦେଶ ମଧ୍ୟରେ ପୁଣି କୂଟନୈତିକ ତିକ୍ତତା ଦେଖାଦେଇଛି। କାନାଡା ସରକାର ଏହି ହତ୍ୟା ଘଟଣାରେ...

ଭୁବନେଶ୍ୱର ସେଦିନ ଓ ଆଜି 

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=6h7ttuoVG1g ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ...