ଡିଜିଟାଲ୍ ପ୍ଲାଟଫର୍ମରେ ଓଡ଼ିଆ ଭାଷାର ସଠିକ୍ ବ୍ୟବହାର ନେଇ ରାଜ୍ୟ ସରକାର ଓ ଗୁଗୁଲ୍ ଇଣ୍ଡିଆ ମଧ୍ୟରେ ଆଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନେକ ଡିଜିଟାଲ୍ ପ୍ଲାଟଫର୍ମ ତଥା ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଭାଷାରେ ସଠିକ ଏବଂ ନିର୍ଭୁଲ ତଥ୍ୟ ପାଇପାରିବା ସମ୍ଭବପର ହୋଇପାରୁନାହିଁ। ଏହା ଦ୍ଵାରା ଓଡ଼ିଆ ୟୁଜର୍ସମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।...
ଓଡ଼ିଶା ପୋଲିସରେ ୧୩୬୦ଟି କନଷ୍ଟେବଳ ପଦବୀ ପାଇଁ ଆବେଦନ ଜାରି: ଅକ୍ଟୋବର ୩୦ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପୋଲିସରେ ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ବିଭିନ୍ନ ବିଭାଗରେ ଖାଲିଥିବା ୧୩୬୦ଟି କନଷ୍ଟେବଳ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଚୟନ ପକ୍ଷରୁ ବିଜ୍ଞପ୍ତି...
ରାଜଧାନୀ ଭୁବନେଶ୍ୱରରେ ରାବଣ ପୋଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=SaRim_Gv0xI
ବିଜୟା ଦଶମୀରେ ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହୋଇଥିଲା ରାବଣପୋଡ଼ି ଉତ୍ସବ। ଏହି ଅବସରରେ ଆକର୍ଷଣୀୟ ଆତସବାଜିର ଝଲକ୍ ଦେଖିବାକୁ ମିଳିଲା।
ରାବଣ ପୋଡ଼ି ପାଇଁ କମ୍ପିଥିଲା ବରମୁଣ୍ଡା ପଡ଼ିଆ। ରାବଣ...
କଟକ ଖାନନଗରରେ ଆକର୍ଷଣ ଥିଲା ବୈଷ୍ଣୋ ମାତା ମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=HSSkW22swRs
ଏଥର ଦଶହରା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା କଟକ ସହର। ପ୍ରତିବର୍ଷ ଭଳି ଚଳିତ ବର୍ଷ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ କମିଟି ପକ୍ଷରୁ ନୂଆ ଥିମରେ ତିଆରି ହୋଇଥିଲା ବୃନ୍ଦାବନର ବୈଷ୍ଣୋ ଦେବୀ...
କେମିତି ହୋଇଥିଲା ବିଶ୍ଵର ପ୍ରଥମ ପରମାଣୁ ବୋମାର ପରୀକ୍ଷଣ?
ମିନତି ମିଶ୍ର
ସାରା ବିଶ୍ୱକୁ ଘାରିଛି ଯୁଦ୍ଧ ଭୟ। ରୁଷ-ୟୁକ୍ରେନ ଯୁଦ୍ଧ ଏଯାଏଁ ଶେଷ ହୋଇ ନଥିବାବେଳେ ମଧ୍ୟପ୍ରାଚ୍ୟରେ ଆଉ ଏକ ବଡ଼ ଯୁଦ୍ଧ ମୁଣ୍ଡ ଟେକିବାରେ ଲାଗିଛି। ଏବେ ଯୁଦ୍ଧରେ ଅନେକ ସମୟରେ...
“ଯେଉଁମାନଙ୍କୁ ଅଣନିଶ୍ଵାସୀ ଲାଗୁଛି, ସେମାନେ ବିଜେଡି ଛାଡ଼ିଦେବା ଉଚିତ”
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ୁଛି ବିଜେଡି କନ୍ଦଳ। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୀମା ଟପିବାକୁ ଲାଗିଛି। ଆଜି ଏମିତି କିଛି ଦେଖିବାକୁ ମିଳିଛି। ବରିଷ୍ଠ ନେତା...
ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବେ ୩ ଜଣ ବିଶିଷ୍ଟ ଅର୍ଥନୀତିଜ୍ଞ
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷ ୨୦୨୪ ପାଇଁ ଅର୍ଥନୀତି କ୍ଷେତ୍ରରେ ନୋବଲ ପୁରସ୍କାର ଘୋଷଣା କରାଯାଇଛି। ଏଥର ୩ ଜଣ ବିଶିଷ୍ଟ ଅର୍ଥନୀତିଜ୍ଞ ଡାରେନ୍ ଏସମୋଗ୍ଲୁ, ସାଇମନ ଜନସନ୍ ଏବଂ ଜେମ୍ସ ଏ.ରବିନସନଙ୍କୁ ମିଳିତ ଭାବେ...
ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। ଏହି ଅବସରରେ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ଆଶ୍ୱୀନ ମାସ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ନୀତି...
ଏଥର ଦୁର୍ଗାପୂଜା ଆକର୍ଷଣ: ରାଉରକେଲା ସେକ୍ଟର ୨୦ରେ ବିଜୁବାବୁଙ୍କ ଡାକୋଟା ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=9JQf1g8F8l4
ଦୁର୍ଗାପୂଜା ପାଇଁ ଉତ୍ସବମୁଖର ରାଉରକେଲା ସହର। ଷ୍ଟିଲ ସିଟି ରାଉରକେଲାରେ ଜମୁଛି ଦୁର୍ଗାପୂଜା ମାହୋଲ। ସେକ୍ଟର ୨୦ ରାଇଜିଂ ପଡ଼ିଆରେ ପାଳନ ହେଉଥିବା ପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ବିଜୁବାବୁଙ୍କ ଡାକୋଟା...
ଓଡ଼ିଶାରେ ‘ରେରା’ ଆଇନରେ ହେବ ପରିବର୍ତ୍ତନ – ରାଜସ୍ଵ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ‘ରେରା’ ଆଇନରେ ହେବ ପରିବର୍ତ୍ତନ। ଏହି ଆଇନକୁ ଆହୁରି ସରଳ କରାଯିବ। ଏବେ ଲୋକେ ସେମାନଙ୍କ ଜମିର କିଛି ଅଂଶ ମଧ୍ୟ ବିକି ପାରିବେ। ରାଜସ୍ୱ ବିଭାଗ ସହ ଆଲୋଚନା...





















