ଏଥର ଦୁର୍ଗାପୂଜା: କଟକ ବୟାଳିଶି ମଉଜା ପିତ୍ତଳ ମେଢ଼
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=MP2Vp7-EKQw
ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର। କଟକରେ ଜମୁଛି ପୂଜାର ମାହୋଲ। ସୁନା ଚାନ୍ଦି ଭିତରେ ଆକର୍ଷଣ ପାଲଟିଛି ପିତ୍ତଳ ମେଢ଼।
କଟକ ୪୨ ମୌଜା ଦୁର୍ଗାପୂଜା କମିଟି ପକ୍ଷରୁ ଚଳିତବର୍ଷ ପ୍ରଥମ...
ଓଡ଼ିଶାରୁ ବିଦାୟ ନେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଓଡ଼ିଶାରୁ ବିଦାୟ ନେଉଛି। ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସବୁ ଜିଲ୍ଲାରୁ ମୌସୁମୀ...
ଏଥର ଦୁର୍ଗାପୂଜା: କଟକ ତୁଳସୀପୁରରେ ଝଟକୁଛି ଚାନ୍ଦିମେଢ଼
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=Yl7hkv1D5Dg
ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର। କଟକରେ ଜମୁଛି ପୂଜାର ମାହୋଲ। କଟକ ଦଶହରାର ଏକ ନିଆରା ଆକର୍ଷଣ ହେଉଛି ଚାନ୍ଦିମେଢ଼। ଚଳିତବର୍ଷ କଟକ ସହରର ମୋଟ ୩୪ଟି ମଣ୍ଡପରେ ଚାନ୍ଦିମେଢ଼...
ଆମେରିକାର ଫ୍ଲୋରିଡାରେ ଦୁର୍ଗାପୂଜା ପାଳିଲେ ପ୍ରବାସୀ ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ପକ୍ଷରୁ ଆମେରିକାରେ ଧୁମଧାମର ସହ ପାଳିତ ହୋଇଯାଇଛି ଦୁର୍ଗାପୂଜା। ଆମେରିକାର ଦକ୍ଷିଣପୂର୍ବରେ ଥିବା ଫ୍ଲୋରିଡା ରାଜ୍ୟର ଟାମ୍ପା ସହରରେ ମା’ଙ୍କ ଆରାଧନା କରିଛନ୍ତି ପ୍ରବାସୀ ଓଡ଼ିଆ।
ଅକ୍ଟୋବର...
ଆଜି ମା’ ଦୁର୍ଗାଙ୍କ ଭସାଣ ଯାତ୍ରା: ଭୁବନେଶ୍ୱର ଓ କଟକରେ ଟ୍ରାଫିକ କଟକଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଧରା ପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା। ଭକ୍ତଙ୍କୁ ଦର୍ଶନ ଦେବା ପରେ ବିଦାୟ ନେବେ ଦୁର୍ଗତୀନାଶିନୀ। ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ଭସାଣ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱର ଓ...
ବାଲେଶ୍ୱର ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ବାଡ଼ି ଖେଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା ବିଧି ବେଶ ପୁରାତନ। ସହରର ବାରବାଟୀ ଅଞ୍ଚଳର ମଣ୍ଡଳ ପରିବାର, କର ପରିବାର, ଦେବ ପରିବାର ଓ ମଦନମୋହନ ଦାସ ପରିବାର ମିଳିତ ଭାବେ ଏହି...
କାନିରେ କନକ ଅଞ୍ଜୁଳି ବାନ୍ଧି ଏଠି ମା’ଙ୍କୁ ଦିଆଯାଏ ମେଲାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ଦୁର୍ଗାପୂଜାରେ ଦେଖିବାକୁ ମିଳେ ଏକ ଅନନ୍ୟ ପରମ୍ପରା। ଝିଅକୁ ଯେପରି ଶାଶୂଘରକୁ ବିଦାୟ ଦେଲାବେଳେ ତା କାନିରେ କନକ ଅଞ୍ଜୁଳି ବନ୍ଧାଯାଏ ସେହିପରି ମା’ଦୁର୍ଗାଙ୍କୁ...
କଟକ ଦଶହରାରେ ସାହି ମୁରବିମାନଙ୍କ ଭୂମିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାହି ମୁରବିଙ୍କ ନେତୃତ୍ୱରେ ଆଗକୁ ବଢୁଛି କଟକ ସହରର ଭାଇଚାରା।
(କଟକରୁ ଜୟ ମହାନ୍ତି): ନଦୀ ପଠାରେ କାଶତଣ୍ଡୀ ଦେଖିଲେ ଭାରି ଖୁସି ହୋଇଯାନ୍ତି କଟକିଆ। ଏହି ଖୁସି ପଛର ମୁଖ୍ୟ କାରଣ...
ଆଜି ପବିତ୍ର ଦଶହରା: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳିତ ହେଉଛି ଦଶହରା ପର୍ବ। ମଙ୍ଗଳବାର ଦଶହରା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କର ସୁନାବେଶ। ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ...
ଆଜି ପବିତ୍ର ବିଜୟାଦଶମୀ: ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଆଜି ଦିନର ରହିଛି ବିଶେଷ ମହତ୍ୱ। ବିଜୟାଦଶମୀ ଅବସରରେ ମନ୍ତ୍ର ଉଚ୍ଚାରଣ...





















