ଆଜି ନବରାତ୍ରିର ଅଷ୍ଟମ ଦିନ: ମହାଗୌରୀ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ନବରାତ୍ରିର ଅଷ୍ଟମ ଦିନ। ଆଜିର ଦିନରେ ଦେବୀ ମହାଗୌରୀଙ୍କ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ...

ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶିଷ୍ଟ ଶିଳ୍ପପତି ତଥା ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ପରଲୋକ ଘଟିଛି। ବୁଧବାର ରାତିରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ...

ଏଥର ଦୁର୍ଗାପୂଜା: ସହିଦ ନଗରର ଆକର୍ଷଣ ଚାନ୍ଦିମେଢ଼

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=7JrCixLNNsg ଶାରଦୀୟ ଦୁର୍ଗା ପୂଜା ପାଇଁ ସଜେଇ ହେଉଛି ଭୁବନେଶ୍ଵର। ମା’ଙ୍କ ସ୍ୱାଗତ ପାଇଁ ଉତ୍ସବମୁଖର ସାରା ସହର। ଆକର୍ଷଣୀୟ ତୋରଣ ସାଙ୍ଗକୁ ଏଥରର ବିଶେଷ ଆକର୍ଷଣ ପାଲଟିବ ସହିଦ ନଗରର ଚାନ୍ଦିମେଢ଼। ସହିଦ...

“ମତେ ଲାଗୁଛି, ମୋ ସ୍ତ୍ରୀ ଏବେ ବି ବଞ୍ଚିଛି”

ଓଡ଼ିଶାଲାଇଭ୍ ବ୍ୟୁରୋ (ବ୍ରହ୍ମପୁରରୁ ସୁନିଲ ପଟ୍ଟନାୟକ): ଦାମ୍ପତ୍ୟ ପ୍ରେମର ଅତୁଟ ବନ୍ଧନ। ଶରୀର ସିନା ପଞ୍ଚଭୂତରେ ଲୀନ ହୋଇଯାଏ, ହେଲେ ବିଚ୍ଛେଦ ହୁଏନି ସମ୍ପର୍କର ନିବିଡ଼ତା। ଆମ ସମାଜରେ ପତ୍ନୀଙ୍କ ବିୟୋଗରେ ଅନେକ ସ୍ଵାମୀ ତାଙ୍କ...

ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି: ୨୦୨୮ ଡିସେମ୍ବର ଯାଏଁ ମିଳିବ ମାଗଣା ଚାଉଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି। ଆହୁରି ୪ ବର୍ଷ ଯାଏଁ ହିତାଧିକାରୀଙ୍କୁ ମିଳିବ ମାଗଣା ଚାଉଳ। ଏନେଇ ବୁଧବାର କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ...

କଟକ ଦଶହରାରେ ଚାନ୍ଦିମେଢ଼ର ଇତିହାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଐତିହ୍ୟ ସହର କଟକରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶହରା ଏବଂ ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ। ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ...

୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ: ଦ୍ଵିତୀୟ ଦିନ ଓଡ଼ିଶାକୁ ୨୪ଟି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୩୫ତମ ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପର ଦ୍ଵିତୀୟ ଦିନରେ ଓଡ଼ିଶାକୁ ୨୪ଟି ପଦକ ମିଳିଛି। ସେଥିମଧ୍ୟରୁ ୧୦ଟି ସ୍ଵର୍ଣ୍ଣ, ୬ଟି ରୌପ୍ୟ ଏବଂ ୮ଟି ବ୍ରୋଞ୍ଜ...

ପୂର୍ବତନ ବିଧାୟକ ଧନେଶ୍ଵର ମାଝୀଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ବିଧାୟକ ତଥା ରାଜ୍ୟସଭା ସାଂସଦ ଧନେଶ୍ଵର ମାଝୀଙ୍କର ବୁଧବାର ଦିନ ପରଲୋକ ହୋଇଛି। କେସିଙ୍ଗା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ...

ଆସିଲା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସିଲା ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ବୁଧବାର ଦିନ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଆସିଛି। ଦ୍ଵିତୀୟ ପର୍ଯ୍ୟାୟରେ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ...

ହରିୟାଣାରେ ନିର୍ବାଚନ ଜିତିଲେ ଭାରତର ସବୁଠାରୁ ଧନୀ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ହରିୟାଣା ବିଧାନସଭା ନିର୍ବାଚନରେ ହାଟ୍ରିକ୍ ବିଜୟ ଲାଭ କରି ବିଜେପି ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ରାଜ୍ୟରେ କଂଗ୍ରେସ ବଡ଼ ବିପର୍ଯ୍ୟୟର ସାମ୍ନା କରିଛି। ତେବେ ହରିୟାଣାରେ ଭାରତର...