ବାଲେଶ୍ଵର: ‘ଭଲ କବିତାର ଖୋଜ୍’ ପକ୍ଷରୁ ଅନୁଷ୍ଠିତ ହେଲା ଭାନୁଜୀ ରାଓ ସନ୍ଧ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଭଲ କବିତାର ଖୋଜ୍’ ପକ୍ଷରୁ ବାଲେଶ୍ଵର ଜିଲ୍ଲା ଏସିପିଏଲ୍ ସଭାଗୃହରେ କବି ଭାନୁଜୀ ରାଓଙ୍କ ଶତବାର୍ଷିକୀ ଅବସରରେ ଅନୁଷ୍ଠିତ ହୋଇଯାଇଛି ଭାନୁଜୀ ରାଓ ସନ୍ଧ୍ୟା। ‘ଭଲ...

ଓଡ଼ିଶାରେ ଅଛି ପୃଥିବୀର ସବୁଠାରୁ ଲମ୍ବା ମାଟିବନ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/5EZKJnYxVJo ପୃଥିବୀର ସବୁଠାରୁ ଲମ୍ବା ମାଟିବନ୍ଧ ଓଡ଼ିଶାରେ ରହିଛି। ଏହା କେବଳ ବନ୍ୟା ନିୟନ୍ତ୍ରଣ କରୁନାହିଁ, ବରଂ କୋଟି କୋଟି ଲୋକଙ୍କୁ ପାଣି ଏବଂ ବିଦ୍ୟୁତ ଯୋଗାଉଛି। ଏହା ହେଉଛି ସମ୍ବଲପୁରରେ ମହାନଦୀ...

ଶପଥ ନେଲେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଭବନରେ ଭାରତର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ସିପି ରାଧାକ୍ରିଷ୍ଣନ। ନୂଆ ଉପରାଷ୍ଟ୍ରପତିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ...

ବାଲେଶ୍ୱର: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା ବସ୍ତା ଓ ରେମୁଣା ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ନେଇ ଦୁଇଦିନିଆ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ହେଲମେଟ ନପିନ୍ଧିବା ମହଙ୍ଗା ପଡ଼ୁଛି: ୩ ବର୍ଷରେ ୫ ହଜାର ଜୀବନ ଯାଇଛି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ତଥା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାକୁ ଲାଗିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ସଡ଼କ ସୁରକ୍ଷା ନିୟମର ଉଲ୍ଲଂଘନ ତଥା ହେଲମେଟ ପିନ୍ଧିବାରେ ଅବହେଳା...

ସେପ୍ଟେମ୍ବର ୧୬ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା, ବିଭିନ୍ନ ଜିଲ୍ଲାକୁ ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷା ଭିଜିବ ଓଡ଼ିଶା। ସେପ୍ଟେମ୍ବର ୧୬ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ...

ଏସିଆ କପ୍ କ୍ରିକେଟରେ ଭାରତ-ୟୁଏଇ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Tb5Xkzhm3q8 ୟୁଏଇରେ ଆରମ୍ଭ ହୋଇଛି ଏସିଆ କପ୍ କ୍ରିକେଟ ୨୦୨୫। ଏଥିରେ ବୁଧବାରଠାରୁ ଅଭିଯାନ କରିବାକୁ ଯାଉଛି ଭାରତ। ଦୁବାଇରେ ଆୟୋଜକ ୟୁଏଇ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବାକୁ ପଡ଼ିଆକୁ ଓହ୍ଲାଇବ...

ସୁନା ଦର ଲକ୍ଷେ ପାର୍: ଗୋଟିଏ ଦିନରେ ବଢ଼ିଲା ୧୨ ଶହ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/kcuyVjiVdyI ହୁ ହୁ ହୋଇ ବଢ଼ୁଛି ସୁନା ଦର। ସୁନା ମୂଲ୍ୟ ଲକ୍ଷେ ଟଙ୍କା ଟପିଛି। ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧ ଲକ୍ଷ ଏକ ହଜାର ପାର...

ଓଡ଼ିଶା ଇଭି ପଲିସି ୨୦୨୫: ଇଲେକ୍ଟ୍ରିକ ଗାଡ଼ି ପାଇଁ ବଡ଼ ପ୍ରୋତ୍ସାହନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/wXE9rpNwWE0 ଓଡ଼ିଶା ଇଲେକ୍ଟ୍ରିକ ଭେଇକିଲ ପଲିସି-୨୦୨୫ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆସିଲା ଚିଠା ପ୍ରସ୍ତାବ। ଏହି ବିଲ୍ ଅନୁସାରେ ରାଜ୍ୟରେ ୨୦୩୬ ମସିହା ସୁଦ୍ଧା ୭୦ ପ୍ରତିଶତ...

ଆସନ୍ତାକାଲି ବନକଲାଗି ନୀତି: ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ବନକଲାଗି ନୀତି ପାଇଁ ଶ୍ରୀମନ୍ଦିରରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧରଣ ଦର୍ଶନ। ଆଶ୍ଵିନ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହଙ୍କ ବିଶେଷ ନୀତି ଅନୁଷ୍ଠିତ ହେବାକୁ...