ଏସିଆ କପ୍ ଫାଇନାଲରେ ଭାରତ-ପାକ୍ ଟକ୍କର
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtube.com/shorts/ENdYed4p7sM?si=Ua4ejVNwRun1Bn7j
ଏସିଆ କପ୍ କ୍ରିକେଟ ଫାଇନାଲରେ ଭାରତ-ପାକିସ୍ତାନ ଟକ୍କର। କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ। ରବିବାର ଏହି ହାଇ ଭୋଲଟେଜ୍ ଫାଇନାଲକୁ...
କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ: ସରକାରୀ ମେଡିକାଲ କଲେଜରେ ବଢ଼ିବ ୧୦ ହଜାର ସିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/N3fDECYxYGE
ଡାକ୍ତରୀ ପାଠ ପଢ଼ିବାକୁ ଆଶା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ସରକାରୀ ମେଡିକାଲ କଲେଜଗୁଡ଼ିକରେ ବଢ଼ିବ ସିଟ୍ ସଂଖ୍ୟା। ଆଗାମୀ ୩ ବର୍ଷ ମଧ୍ୟରେ ସିଟ୍ ସଂଖ୍ୟାରେ ପ୍ରାୟ ୧୦...
ଦିନକ ଆଗରୁ ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିନକ ଆଗରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ୨୫ ତାରିଖରେ ସରିଥାନ୍ତା। ତେବେ ଏହି ସ୍ଵଳ୍ପକାଳୀନ ଅଧିବେଶନ ୬ ଦିନରେ ଶେଷ ହୋଇଛି।
ବିଭିନ୍ନ...
ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/BjALuOR1HAM
ମାଲୟାଲମ ସୁପରଷ୍ଟାର ମୋହନଲାଲଙ୍କୁ ପ୍ରଦାନ କରାଗଲା ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର। ସିନେମା କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ...
ମା’ ହେବେ ବଲିଉଡ ବିଉଟି କ୍ୟାଟ୍ରିନା କୈଫ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/T6YNlC_ckQw
ମା’ ହେବାକୁ ଯାଉଛନ୍ତି ବଲିଉଡ ବିଉଟି କ୍ୟାଟ୍ରିନା କୈଫ। ଘରକୁ ଆସିବ ନୂଆ ସଦସ୍ୟ। ବିବାହର ୪ ବର୍ଷ ପରେ ଏହି ଗୁଡନ୍ୟୁଜ ସେୟାର କରିଛନ୍ତି କ୍ୟାଟ୍ରିନା କୈଫ ଏବଂ ଅଭିନେତା...
ବିଶ୍ୱ ଦକ୍ଷତା କେନ୍ଦ୍ରର ଷଷ୍ଠ ସମାବର୍ତ୍ତନ ଉତ୍ସବ: ଅତ୍ୟାଧୁନିକ ତାଲିମ ନେଇ ବାହାରିଲେ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱ ଦକ୍ଷତା କେନ୍ଦ୍ରରେ 'ଇଣ୍ଡଷ୍ଟ୍ରିଆଲ୍ ଅଟୋମେସନ୍’ ଏବଂ ‘ସ୍ମାର୍ଟ ମ୍ୟାନୁଫ୍ୟାକ୍ଚରିଂ’ରେ ଦୁଇଟି ନୂତନ ଉତ୍କର୍ଷ କେନ୍ଦ୍ରର ଉଦଘାଟିତ
ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରର ଷଷ୍ଠ ସମାବର୍ତ୍ତନ ଉତ୍ସବ...
ଲାଗୁହେଲା ନୂଆ ଜିଏସଟି: କ’ଣ ଶସ୍ତା, କ’ଣ ମହଙ୍ଗା?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/-zBS6udFouI
ଲାଗୁହେଲା ନୂଆ ଜିଏସଟି। ଶସ୍ତା ହେଲା ଅଧିକାଂଶ ଦୈନନ୍ଦିନ ବ୍ୟବହାର ସାମଗ୍ରୀ। ଏଥିରେ ମୁଖ୍ୟତଃ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଟିକସ ସ୍ଲାବ ରହିଛି। ଖାଦ୍ୟ ସାମଗ୍ରୀ, ଔଷଧ, ସାବୁନ,...
ସ୍ଵାଭାବିକ ହୋଇପାରୁନି ବିଧାନସଭା ଗୃହ କାର୍ଯ୍ୟ: ଆଜି ବି ମୁଲତବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଵାଭାବିକ ହୋଇପାରୁନି ବିଧାନସଭା ଗୃହ କାର୍ଯ୍ୟ। ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି।
ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ପଞ୍ଚମ ଦିନରେ ମଧ୍ୟ ସ୍ଵାଭାବିକ ଭାବେ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ।...
ଭୁବନେଶ୍ଵର କ୍ଲବର ନୂଆ ସଭାପତି ପ୍ରଦୀପ କୁମାର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/zNywlGTD3EY
ଭୁବନେଶ୍ଵର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଅସିତ ତ୍ରିପାଠୀଙ୍କୁ ହରାଇ ସେ ବିଜୟୀ ହୋଇଛନ୍ତି। ସଭାପତି ପଦ ପାଇଁ...
ଭୁବନେଶ୍ୱର: ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ଭୁବନେଶ୍ୱରସ୍ଥିତ ଦୂରଦର୍ଶନ କେନ୍ଦ୍ର ପରିସରରେ ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇଏମପିସିସି ଓଡ଼ିଶାରେ କାର୍ଯ୍ୟରତ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ...





















