ଭୁବନେଶ୍ୱରରେ ଅକ୍ଟୋବର ୧୧ ଓ ୧୨ରେ ଅନୁଷ୍ଠିତ ହେବ ‘ଫିନଭିଜନ ଓଡ଼ିଶା-୨୦୨୫’ ଜାତୀୟ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ‘ମାରୁତି ମିଡିଆ’ ପକ୍ଷରୁ ଅକ୍ଟୋବର ୧୧ ଓ ୧୨ ତାରିଖ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ୟୁସିସିଆଇଏଲ ପରିସରରେ ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ‘ଫିନଭିଜନ ଓଡ଼ିଶା-୨୦୨୫’...
୨ ବର୍ଷରୁ କମ୍ ଶିଶୁଙ୍କୁ କଫ ସିରପ ମନା: ଜାରି ହେଲା ମାର୍ଗଦଶିକା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/W_wdUhNCqf8
ଦୁଇ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଦିଆଯିବ ନାହିଁ କଫ ସିରପ। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ସମସ୍ତ...
କବି ଅମରେନ୍ଦ୍ର ମାଧବ ଦାଶ ପାଇବେ ‘ବସନ୍ତ ମୁଦୁଲି କବିତା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): କବି ଅମରେନ୍ଦ୍ର ମାଧବ ଦାଶ ପାଇବେ ଚଳିତ ବର୍ଷର ‘ବସନ୍ତ ମୁଦୁଲି କବିତା ପୁରସ୍କାର'। ଆସନ୍ତା ନଭେମ୍ବର ୨ ତାରିଖରେ ଭୁବନେଶ୍ଵରଠାରେ ଅନୁଷ୍ଠିତ ହେବାକୁ ଥିବା...
ଅକ୍ଟୋବର ୨୬ରୁ ଭାରତରୁ ଚୀନକୁ ସିଧାସଳଖ ବିମାନ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ଅପେକ୍ଷା ପରେ ଭାରତ ଏବଂ ଚୀନର ସମ୍ପର୍କରେ ନୂଆ ଉଡ଼ାଣ ଭରିବାକୁ ଯାଉଛି। ପାଞ୍ଚ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ସିଧାସଳଖ ବିମାନ...
ଆଜି ପବିତ୍ର ବିଜୟାଦଶମୀ: ଧରାପୃଷ୍ଠରେ ମା’ ଜଗତଜନନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଆଜି ଦିନର ରହିଛି ବିଶେଷ ମହତ୍ୱ ରହିଛି। ବିଜୟାଦଶମୀ ଅବସରରେ ମନ୍ତ୍ର...
ସ୍ଥଗିତ ହେଲା ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଥଗିତ ହେଲା ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା। ଲିଖିତ ପରୀକ୍ଷା ସ୍ଥଗିତ ହେବା ନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ପକ୍ଷରୁ ସୂଚନା ଜାରି କରାଯାଇଛି। ଶୀଘ୍ର ପରବର୍ତ୍ତୀ ପରୀକ୍ଷା...
ଫିକା ପଡ଼ିବ ପୂଜା ପରିବେଶ: ଅକ୍ଟୋବର ୪ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ପୂଜା ମାହୋଲ ଫିକା ପଡ଼ିବାର ସମ୍ଭାବନା ରହିଛି। କାରଣ ଆସନ୍ତା ଅକ୍ଟୋବର ୪ ତାରିଖ ଯାଏଁ ଓଡ଼ିଶାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି...
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ସ୍ୱରୂପିଣୀ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/cG6Yd4URst8
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୩ରେ ଦ୍ଵିତୀୟ ପ୍ରୟାସରେ ସଫଳ ହୋଇଛନ୍ତି ସ୍ୱରୂପିଣୀ ପଟ୍ଟନାୟକ। କଠିନ ପରିଶ୍ରମ ବଳରେ ରାଙ୍କ ୧୨ ରଖି ଏହି ସଫଳତା ହାସଲ କରିଛନ୍ତି କଟକର ସ୍ୱରୂପିଣୀ।...
ଭାରତୀୟ ବାୟୁସେନାରୁ ଅବସର ନେଲା ଲଢୁଆ ବିମାନ ମିଗ୍-୨୧
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtube.com/shorts/Mc7uLBoTTqM?si=wJc-mfKZwLZhOmXU
ଦୀର୍ଘ ୬୨ ବର୍ଷର ସେବା ପରେ ଭାରତୀୟ ବାୟୁସେନାରୁ ଅବସର ନେଲା ଲଢୁଆ ବିମାନ ମିଗ୍-୨୧। ଚଣ୍ଡିଗଡ଼ ଏୟାରବେସରେ ଏହି ବିମାନକୁ ଆନୁଷ୍ଠାନିକ ବିଦାୟ ଦିଆଯାଇଛି। ଏହି ବିଦାୟ କାର୍ଯ୍ୟକ୍ରମରେ ଶେଷ...
ପ୍ରକାଶ ପାଇଲା ଓସିଏସ୍ ପରୀକ୍ଷା-୨୦୨୩ ରେଜଲ୍ଟ: ପ୍ରିୟାଂଶୁ ପାଲ ଟପ୍ପର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ ରେଜଲ୍ଟ। ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ପ୍ରିୟାଂଶୁ ପାଲ। ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସସି) କାର୍ଯ୍ୟାଳୟ ପକ୍ଷରୁ ପରୀକ୍ଷା ଫଳାଫଳ...




















