ପଦାର୍ଥ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ମେଡିସିନ ପରେ ୨୦୨୫ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ କମିଟି ପକ୍ଷରୁ ଚୟନ କରାଯାଇଛି।
ସେମାନେ...
କଟକରୁ ହଟିଲା କର୍ଫ୍ୟୁ, ମୁତୟନ ରହିବେ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ସହରରୁ ହଟିଲା କର୍ଫ୍ୟୁ। କିନ୍ତୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପୋଲିସ ମୁତୟନ ରହିବେ। ମଙ୍ଗଳବାର ରାତି ୭ଟା ଯାଏଁ ଇଣ୍ଟରନେଟ ଏବଂ ସୋସିଆଲ ମେଡିଆ ଉପରେ କଟକଣା ଜାରି ରହିବ। ଏନେଇ...
ବାଜିଲା ବିଗୁଲ: ନଭେମ୍ବର ୧୧ରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍। ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ହେବ। ଉପନିର୍ବାଚନ ପାଇଁ ଅକ୍ଟୋବର ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।...
ମେଡିସିନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୫ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର। ଶରୀର ବିଜ୍ଞାନ ଓ ମେଡିସିନ କ୍ଷେତ୍ରରେ ଶ୍ରେଷ୍ଠ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ...
ଭୁବନେଶ୍ୱରରେ ଅକ୍ଟୋବର ୧୧ ଓ ୧୨ରେ ଅନୁଷ୍ଠିତ ହେବ ‘ଫିନଭିଜନ ଓଡ଼ିଶା-୨୦୨୫’ ଜାତୀୟ ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ‘ମାରୁତି ମିଡିଆ’ ପକ୍ଷରୁ ଅକ୍ଟୋବର ୧୧ ଓ ୧୨ ତାରିଖ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ୟୁସିସିଆଇଏଲ ପରିସରରେ ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ‘ଫିନଭିଜନ ଓଡ଼ିଶା-୨୦୨୫’...
୨ ବର୍ଷରୁ କମ୍ ଶିଶୁଙ୍କୁ କଫ ସିରପ ମନା: ଜାରି ହେଲା ମାର୍ଗଦଶିକା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/W_wdUhNCqf8
ଦୁଇ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଦିଆଯିବ ନାହିଁ କଫ ସିରପ। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ମାର୍ଗଦର୍ଶିକାକୁ ପାଳନ କରିବା ପାଇଁ ସମସ୍ତ...
କବି ଅମରେନ୍ଦ୍ର ମାଧବ ଦାଶ ପାଇବେ ‘ବସନ୍ତ ମୁଦୁଲି କବିତା ପୁରସ୍କାର’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): କବି ଅମରେନ୍ଦ୍ର ମାଧବ ଦାଶ ପାଇବେ ଚଳିତ ବର୍ଷର ‘ବସନ୍ତ ମୁଦୁଲି କବିତା ପୁରସ୍କାର'। ଆସନ୍ତା ନଭେମ୍ବର ୨ ତାରିଖରେ ଭୁବନେଶ୍ଵରଠାରେ ଅନୁଷ୍ଠିତ ହେବାକୁ ଥିବା...
ଅକ୍ଟୋବର ୨୬ରୁ ଭାରତରୁ ଚୀନକୁ ସିଧାସଳଖ ବିମାନ ସେବା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ଦିନର ଅପେକ୍ଷା ପରେ ଭାରତ ଏବଂ ଚୀନର ସମ୍ପର୍କରେ ନୂଆ ଉଡ଼ାଣ ଭରିବାକୁ ଯାଉଛି। ପାଞ୍ଚ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ସିଧାସଳଖ ବିମାନ...
ଆଜି ପବିତ୍ର ବିଜୟାଦଶମୀ: ଧରାପୃଷ୍ଠରେ ମା’ ଜଗତଜନନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପବିତ୍ର ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଆଜି ଦିନର ରହିଛି ବିଶେଷ ମହତ୍ୱ ରହିଛି। ବିଜୟାଦଶମୀ ଅବସରରେ ମନ୍ତ୍ର...
ସ୍ଥଗିତ ହେଲା ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ଥଗିତ ହେଲା ଓଡ଼ିଶା ପୋଲିସ ଏସଆଇ ପରୀକ୍ଷା। ଲିଖିତ ପରୀକ୍ଷା ସ୍ଥଗିତ ହେବା ନେଇ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆରବି) ପକ୍ଷରୁ ସୂଚନା ଜାରି କରାଯାଇଛି। ଶୀଘ୍ର ପରବର୍ତ୍ତୀ ପରୀକ୍ଷା...




















