ବ୍ରିଟିଶ୍ ପାଇଲଟଙ୍କୁ ତାଲିମ ଦେବ ଭାରତୀୟ ବାୟୁସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/4NiXD3tqajc
ଭାରତୀୟ ବାୟୁସେନା ବିଶ୍ଵର ଶକ୍ତିଶାଳୀ ବାୟୁସେନା ମଧ୍ୟରୁ ଅନ୍ୟତମ। ଅପରେସନ ସିନ୍ଦୂର ସମୟରେ ଭାରତର ବାୟୁସେନାର ଶକ୍ତି ସମଗ୍ର ବିଶ୍ଵ ଦେଖିଥିଲା। ଏବେ ଭାରତୀୟ ବାୟୁସେନାର ସମ୍ମାନ ଆହୁରି ବଢ଼ିବାକୁ ଯାଉଛି।...
ମେକ୍ସିକୋରେ ଆୟୋଜିତ ବିଶ୍ଵ କବି ସମ୍ମିଳନୀରେ ଯୋଗଦେଲେ ଓଡ଼ିଆ କବୟିତ୍ରୀ ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ପାଞ୍ଚଦିନିଆ ବିଶ୍ଵ କବି ସମ୍ମିଳନୀରେ ଯୋଗ ଦେଇଛନ୍ତି ଓଡ଼ିଶାର ବିଶିଷ୍ଟ କବୟିତ୍ରୀ ଡକ୍ଟର ସୁଶ୍ରୀ ସଙ୍ଗୀତା ମିଶ୍ର। ୟୁନେସ୍କୋର ‘ଓ୍ଵାର୍ଲ୍ଡ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ...
ବନ୍ଦ ପଡ଼ିଥିବା ଆକାଉଣ୍ଟର ଟଙ୍କା କେମିତି ପାଇବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/RkuHNd0Tk8Y
ଆପଣ ନିଜ ପୁରୁଣା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ରଖି ଭୁଲିଯାଇଛନ୍ତି କି? ଏବେ ଆପଣ କିମ୍ବା ଆପଣଙ୍କର ଆଇନଗତ ଉତ୍ତରାଧିକାରୀଙ୍କୁ ସେହି ଟଙ୍କା ସୁବିଧାରେ ମିଳିପାରିବ। ଏଥିପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ...
ଭେନେଜୁଏଲାର ମାରିଆ କୋରିନା ମଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/I126X3PHi-4
ଭେନେଜୁଏଲାର ବିଶିଷ୍ଟ ରାଜନୀତିଜ୍ଞ ମାରିଆ କୋରିନା ମଚାଡ଼ୋଙ୍କୁ ୨୦୨୫ ପାଇଁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ। ସେ ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।
ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠା...
ସୁସ୍ଥ ରହିବା ପାଇଁ ଅଣ୍ଡାର ଫଣ୍ଡା
କପିଳାସ ଭୂୟାଁ
ଆଜି ବିଶ୍ଵ ଅଣ୍ଡା ଦିବସ। ପ୍ରତିବର୍ଷ ଅକ୍ଟୋବର ମାସର ଦ୍ଵିତୀୟ ଶୁକ୍ରବାର ଦିନ ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଏ।
ସମ୍ପୂର୍ଣ୍ଣ ଦ୍ଵିଧାମୁକ୍ତ ଭାବେ କୁହାଯାଇପାରେ ଯେ, ଅଣ୍ଡା ହେଉଛି ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କ...
ହଙ୍ଗେରିର ପ୍ରସିଦ୍ଧ ଲେଖକ ଲାଜଲୋ କ୍ରାଜନାହୋରକାଇଙ୍କୁ ସାହିତ୍ୟରେ ନୋବେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ହଙ୍ଗେରିର ପ୍ରସିଦ୍ଧ ଲେଖକ ଲାଜଲୋ କ୍ରାଜନାହୋରକାଇଙ୍କୁ ୨୦୨୫ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ଉପନ୍ୟାସ ‘ହର୍ସଟ ୦୭୭୬୯’ ଲାଗି ତାଙ୍କୁ ଏହି ପୁରସ୍କାର ମିଳିବ।
ଲାଜଲୋଙ୍କ ଲିଖିତ ଏହି ଉପନ୍ୟାସରେ...
ଅକ୍ଟୋବର ୧୩ ଯାଏଁ ଓଡ଼ିଶାରେ ବଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା!
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷାରେ ଭିଜୁଛି ଓଡ଼ିଶା। ଅକ୍ଟୋବର ୧୩ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି...
ମାଗଣାରେ ବଦଳିବ ଟ୍ରେନ୍ ଟିକେଟ୍ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/Z-2Z8A5Hyg0
ଟ୍ରେନ୍ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ସୁଗମ କରିବାକୁ ଯାଉଛି ଭାରତୀୟ ରେଳବାଇ। ଏବେ ଟ୍ରେନ୍ ଟିକେଟ୍ ବୁକ୍ କରିଥିବା ଯାତ୍ରୀ ନିଜ ଯାତ୍ରା ତାରିଖ ବଦଳାଇବା ପାଇଁ ସୁଯୋଗ ପାଇବେ। ଏଥିପାଇଁ...
ଏସବିଆଇ ଆଶା ସ୍କଲାରସିପ୍ ୨୦୨୫: କେମିତି କରିବେ ଆବେଦନ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/46L5OijsVWk
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ପ୍ଲାଟିନମ ଜୁବୁଲି ଆଶା ସ୍କଲାରସିପ୍ ପ୍ରୋଗ୍ରାମ ଆରମ୍ଭ ହୋଇଛି। ୨୦୨୫ରେ ଏସବିଆଇର ଏହି ଛାତ୍ରବୃତ୍ତିରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ୨୩ ହାଜରରୁ...
ରସାୟନ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/akjkkAqzCDI
ମେଡିସିନ ଓ ପଦାର୍ଥ ବିଜ୍ଞାନ ପରେ ୨୦୨୫ ପାଇଁ ରସାୟନ ବିଜ୍ଞାନରେ ନୋବେଲ ବିଜେତାଙ୍କ ନାଁ ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି କ୍ଷେତ୍ରରେ ତିନି ଜଣ ବୈଜ୍ଞାନିକଙ୍କୁ ନୋବେଲ କମିଟି...





















