ଏଥର ଟେରାକୋଟା କାରୁକାର୍ଯ୍ୟରେ ଝଲସିବ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=yry4a2xwA0U ଚଳିତ ଥର ଟେରାକୋଟା କାରୁକାର୍ଯ୍ୟରେ ଝଲସିବ ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡମ। ଅନ୍ତିମ ପର୍ଯ୍ୟାୟରେ ଦୁର୍ଗାପୂଜାର ପ୍ରସ୍ତୁତି। ସୁଉଚ୍ଚ ତୋରଣ ସାଙ୍ଗକୁ ଚିକ୍ ମିକ୍ ଆଲୋକ ମାଳାରେ ସଜ୍ଜେଇ ହେବ ମଣ୍ଡପ। ଧରାବତରଣ କରିଛନ୍ତି...

ମେଡିସିନ କ୍ଷେତ୍ରରେ ଦୁଇ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷ ୨୦୨୪ ପାଇଁ ବିଶ୍ୱର ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୁଇ ଆମେରିକୀୟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ସେମାନେ...

ପତ୍ନୀଙ୍କ ବିୟୋଗ ପରେ ସ୍ମୃତିରେ ଏମିତି କଲେ ସ୍ଵାମୀ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ (ବ୍ରହ୍ମପୁରରୁ ସୁନିଲ ପଟ୍ଟନାୟକ): ଦାମ୍ପତ୍ୟ ପ୍ରେମର ଅତୁଟ ବନ୍ଧନ। ଶରୀର ସିନା ପଞ୍ଚଭୂତରେ ଲୀନ ହୋଇଯାଏ, ହେଲେ ବିଚ୍ଛେଦ ହୁଏନି ସମ୍ପର୍କର ନିବିଡ଼ତା। ଆମ ସମାଜରେ ପତ୍ନୀଙ୍କ ବିୟୋଗରେ ଅନେକ ସ୍ଵାମୀ...

ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ରୋହିତ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାର ଲିଫ୍ଟିଂ ଚାମ୍ପିୟନସିପରେ ସଫଳତା ହାସଲ କରିଛନ୍ତି କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ର ରୋହିତ ପାତ୍ର। ରୋହିତ ୧୨୦ +...

ସୁଭଦ୍ରା ଯୋଜନା: ଆଜି ଆସିଲା ଟଙ୍କାଟିଏ, ଅକ୍ଟୋବର ୯ରେ ମିଳିବ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁଭଦ୍ରା ଯୋଜନାରେ ସୋମବାର ଦିନ ପରୀକ୍ଷାମୂଳ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କାଟିଏ। ଅକ୍ଟୋବର ୯ ତାରିଖରେ ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ। ସୋମବାର ଦିନ ଯେଉଁ ହିତାଧିକାରୀଙ୍କ...

ଶିକ୍ଷା, ସ୍ୱାସ୍ଥ୍ୟ, ଆଇଟି ଓ କ୍ରୀଡ଼ାର ହବ୍: ଭୁବନେଶ୍ୱର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=PmJqSHz2_CE&t=503s ୧୯୩୬ ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାପରେ ଏହାର ନୂଆ ରାଜଧାନୀକୁ ନେଇ ଜୋର ସୋରରେ ଚର୍ଚ୍ଚା ଚାଲିଥିଲା। ଦୀର୍ଘଦିନର ପ୍ରଶାସନିକ କସରତ...

ଓଏସଏସଏସସି ପରୀକ୍ଷା ବାତିଲ କରିବାକୁ ଦାବି: ରାଜରାସ୍ତାକୁ ଓହ୍ଲାଇଲେ ହଜାର ହଜାର ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଏସଏସଏସସି ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ। ଓଏସଏସଏସସି ପରୀକ୍ଷାଗୁଡ଼ିକରେ ଅନିୟମିତତା ଅଭିଯୋଗରେ ସେମାନେ ଭୁବନେଶ୍ଵର ଲୋୟର ପିଏମଜି ଛକରେ ଧାରଣାରେ ବସିଛନ୍ତି। ଓଏସଏସଏସସି ଦ୍ଵାରା ପରିଚାଳିତ ଆରଆଇ, ଏଆରଆଇ,...

ହରିଆଣା ଓ ଜମ୍ମୁ କଶ୍ମୀର ଏଗଜିଟ୍ ପୋଲ: କଂଗ୍ରେସ ପଲା ଭାରି

ଓଡ଼ିଶାଲାଇଭ୍ ବ୍ୟୁରୋ ହରିଆଣା ଓ ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଆସନ୍ତା ୯ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ଏଗଜିଟ୍‌ ପୋଲରେ...

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହେବନି ବସ୍ ଧର୍ମଘଟ: ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହେବନି ବସ୍ ଧର୍ମଘଟ। ସୋମବାର ସନ୍ଧ୍ୟାରୁ ପ୍ରସ୍ତାବିତ ଧର୍ମଘଟକୁ ପ୍ରତ୍ୟାହାର କଲା ଘରୋଇ ବସ୍ ମାଲିକ ସଂଘ। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି...

ଆଜି ନବରାତ୍ରିର ପଞ୍ଚମ ଦିନ: ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ନବରାତ୍ରିର ପଞ୍ଚମ ଦିନ। ଆଜିର ଦିନରେ ସ୍କନ୍ଦମାତା ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା। ମା’ଙ୍କ ଏହି ସ୍ୱରୂପକୁ ଦର୍ଶନ କରିବା ଲାଗି ବିଭିନ୍ନ ଶକ୍ତିପୀଠ ଓ...