ଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ

ଓଡ଼ିଶାଲାଇଭ ବ୍ୟୁରୋ ଗିରଫ ହେଲେ ବାଲେଶ୍ଵର ଗ୍ରାମ୍ୟ ନିର୍ମାଣ ମଣ୍ଡଳ ମୁଖ୍ୟଯନ୍ତ୍ରୀ ଏନ ଭି ହରିହର ରାଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶନିବାର ଦିନ ହରିହର ରାଓଙ୍କୁ ଗିରଫ କରିଛି...

ଏୟାର ମାର୍ଶଲ ଅମର ପ୍ରିତ୍ ସିଂହ: ଭାରତୀୟ ବାୟୁସେନାର ନୂଆ ମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏୟାର ମାର୍ଶଲ ଅମର ପ୍ରିତ୍ ସିଂହ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ସେ ସେପ୍ଟେମ୍ବର ୩୦ରେ ଦାୟିତ୍ଵ ଗ୍ରହଣ କରିବେ। ବର୍ତ୍ତମାନ ସେ ବାୟୁସେନାର ଉପମୁଖ୍ୟ ବା ଭାଇସ୍...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଆତିଶି ମାର୍ଲେନା

ଓଡ଼ିଶାଲାଇଭ ବ୍ୟୁରୋ ଆମ୍ ଆଦମୀ ପାର୍ଟି (ଆପ) ର ବରିଷ୍ଠ ନେତ୍ରୀ ଆତିଶି ମାର୍ଲେନା ଶନିବାର ଦିନ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଇସ୍ତଫା ପରେ ଦିଲ୍ଲୀର ନେତୃତ୍ଵ...

୭୦ତମ ଓଡ଼ିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍ ଉଦ୍‌ଯାପିତ: କଟକ ଦଳ ଚାମ୍ପିୟନ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି ୭୦ତମ ଓଡ଼ିଶା ସିନିୟର ଆଥଲେଟିକ୍ସ ଚାମ୍ପିୟନସିପ୍। ଏହି ପ୍ରତିଯୋଗିତାରେ କଟକ ଦଳ ୩୧୨ ପଏଣ୍ଟ ସହ ଚାମ୍ପିୟନ୍‌ ହୋଇଥିବାବେଳେ ସୁନ୍ଦରଗଡ଼ ଟିମ୍ ୨୦୦ ପଏଣ୍ଟ ସହ ରନର୍ସଅପ୍...

ଆଜିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ: ଦିନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ। ଏହା ୨୩ ତାରିଖ ଯାଏଁ ୩ ଦିନ ଧରି ଚାଲିବ। ଏଥିପାଇଁ ବୁଧବାର ଦିନ ୧ଟାରୁ ନିରୀକ୍ଷଣ କାର୍ଯ୍ୟ ସରିବା...

ବିବାଦରେ ପୋଲାଭରମ: ରାଜନୀତିର ଚକ୍ରବ୍ୟୁହରେ ମାଲକାନଗିରିର ଭବିଷ୍ୟତ

 ମିନତି ମିଶ୍ର ରାଜନୈତିକ ଚକ୍ରବ୍ୟୁହରେ ପୋଲାଭରମ ପ୍ରକଳ୍ପ। ପୋଲାଭରମ ପ୍ରକଳ୍ପକୁ ନେଇ ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ରପ୍ରଦେଶ। ପୋଲାଭରମ ପାଇଁ ରାଜ୍ୟ ରାଜନୀତିରେ ବି ଉଠିଛି ଝଡ଼। ଏହି ପ୍ରକଳ୍ପକୁ ନେଇ ବୟାନବାଜିରେ ଲାଗିପଡ଼ିଛନ୍ତି ବିଜେପି-ବିଜେଡି। ପୋଲାଭରମକୁ ନେଇ...

ଭାରତ-ବାଂଲାଦେଶ ଟେଷ୍ଟ: ଦ୍ଵିତୀୟ ଇନିଂସରେ ୩୦୮ ରନରେ ଆଗୁଆ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଚେନ୍ନାଇରେ ଖେଳାଯାଉଛି। ଶୁକ୍ରବାର ଏହି ଟେଷ୍ଟର  ଭାରତ ମଜଭୁତ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଭାରତର ୩୭୬ ରନର ଜବାବରେ ବାଂଲାଦେଶ...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ: ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ ମୌସୁମୀ ସକ୍ରିୟ ରହିଥିବାବେଳେ ସେପ୍ଟେମ୍ବର ୨୩ ତାରିଖରେ ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ୨ରୁ ୩ ଦିନ...

ହରିୟାଣା ବିଧାନସଭା ନିର୍ବାଚନ: ଭୋଟରଙ୍କୁ ମନେଇବାରେ ଲାଗିଛନ୍ତି ବିଜେପି ଓ କଂଗ୍ରେସ

ମିନତି ମିଶ୍ର ହରିୟାଣାରେ ନିର୍ବାଚନୀ ମାହୋଲ ଏବେ ସରଗରମ। ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ରଣହୁଙ୍କାର ଦେଇ ଏବେ ନିର୍ବାଚନୀ ମଇଦାନରେ। ଆଗାମୀ ୫ ବର୍ଷ ପାଇଁ କିଏ ନେବ ହରିୟାଣା...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ରାସ୍ତାରେ ଦୁର୍ବ୍ୟବହାର କରିବା ଅଭିଯୋଗରେ ୭ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ରାସ୍ତାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୭ ଜଣଙ୍କୁ ଧରିଛି କମିଶନରେଟ ପୋଲିସ। ସିସିଟିଭି ଫୁଟେଜ ଆଧାରରେ ଘଟଣାର ୫ ଦିନ...