ବାଲେଶ୍ୱର: ରତ୍ନୋତ୍ସବରେ ଯୁବ ସାମ୍ବାଦିକା ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ସମ୍ବର୍ଦ୍ଧିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲା ଶାନ୍ତିକାନନଠାରେ ଆୟୋଜିତ ରତ୍ନୋତ୍ସବ ସମାରୋହ ଉଦଯାପିତ ହୋଇଯାଇଛି। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ...
ବିକଶିତ ଓଡ଼ିଶାର ସାରଥି ହେବେ ଦକ୍ଷ ଯୁବ ଶକ୍ତି – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ୱାର୍ଲ୍ଡ ସ୍କିଲ୍ସ ପ୍ରତିଯୋଗିତାରେ ଭାଗ ନେଇଥିବା ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା।
ଫ୍ରାନ୍ସର ଲିଓନ୍ଠାରେ ଅନୁଷ୍ଠିତ ହୋଇଥିବା ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି...
ସେପ୍ଟେମ୍ବର ୨୭ ଯାଏଁ ଭିଜିବ ଓଡ଼ିଶା: ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ...
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହା ପ୍ରଭାବରେ ଓଡ଼ିଶାରେ ସେପ୍ଟେମ୍ବର ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି...
ଚେସ୍ ଅଲିମ୍ପିଆଡରେ ଭାରତକୁ ଅବିଶ୍ୱସନୀୟ ସଫଳତା
ଆଶିଷ କୁମାର ରାୟ
ଭାରତୀୟ କ୍ରୀଡ଼ା ଇତିହାସରେ ସେପ୍ଟେମ୍ବର ୨୨ ତାରିଖ ରବିବାର ଦିନଟି ଥିଲା ଏକ ସ୍ୱର୍ଣ୍ଣିମ ଦିବସ। ଏହି ଦିନ ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟଠାରେ ସମ୍ପନ୍ନ ହୋଇଥିବା ଚେସ୍ ଅଲିମ୍ପିଆଡରେ ଆମ...
ରୁକସାନା ବାନୋ ମୃତ୍ୟୁ ମାମଲା: ସମ୍ବଲପୁରୀ ଗାୟକ ରୁକୁ ସୁନାଙ୍କ ନାଁରେ ଏତଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରୀ କଳାକାର ରୁକସାନା ବାନୋଙ୍କ ମୃତ୍ୟୁକୁ ନେଇ ଗାୟକ ରୁକୁ ସୁନାଙ୍କ ଅଡ଼ୁଆ ବଢ଼ିଛି। ସମ୍ବଲପୁରର ଜଣାଶୁଣା ଗାୟକ ତଥା ଆଲବମ ଅଭିନେତା ରୁକୁ ସୁନାଙ୍କ ବିରୋଧରେ ଏତଲା ଦେଇଛନ୍ତି ମୃତକଙ୍କ...
ଓଡ଼ିଶା ହାତରୁ ଖସିଯିବ କି ଜେଏସଡବ୍ଲ୍ୟୁ ଗ୍ରୁପର ମେଗା ଇଭି ଓ ବ୍ୟାଟେରୀ ପ୍ରକଳ୍ପ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପ୍ରସ୍ତାବିତ ମେଗା ଇଭି ଓ ବ୍ୟାଟେରୀ ପ୍ରକଳ୍ପକୁ ଜେଏସଡବ୍ଲ୍ୟୁ ଗ୍ରୁପ୍ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହି ୪୦ ହଜାର କୋଟି ଟଙ୍କାର...
ଭରତପୁର ଥାନା ଘଟଣାକୁ ନେଇ ବଢୁଛି ରାଜନୀତି
ମିନତି ମିଶ୍ର
ବିବାଦୀୟ ମୋଡ଼ ନେଉଛି ଭରତପୁର ଘଟଣା। ମାମଲାକୁ ନେଇ ଦିନକୁ ଦିନ ବଢୁଛି ରାଜନୈତିକ ତୁମ୍ଭିତୋଫାନ। ଘଟଣାକୁ ନେଇ ବିରୋଧୀ ବିଜେଡି-କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏପଟେ ବିଜେପି ବି...
ବିଶ୍ଵର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୩ ଜଣ ଅଧ୍ୟାପକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ଏଲସେଭିଆର ଜର୍ନାଲ ପକ୍ଷରୁ ବର୍ଷ ୨୦୨୪ ପାଇଁ ବିଶ୍ଵର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି।...
ସିଏପିଏଫରେ ୪୦ ହଜାର କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ ଅକ୍ଟୋବର ୧୪
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ (ସିଏପିଏଫ) ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ସିଏପିଏଫର ବିଭିନ୍ନ ବିଭାଗରେ ଖାଲିଥିବା ପ୍ରାୟ...
ଭରତପୁର ଥାନା ଘଟଣାକୁ ନେଇ ଉଦବେଗ ପ୍ରକାଶ କଲେ ଓଡ଼ିଶା ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭରତପୁର ଥାନା ଘଟଣାକୁ ନେଇ ସୋମବାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି ହାଇକୋର୍ଟ। ଏଠାରେ ମାମଲାର ତଦନ୍ତରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ...





















