ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ମଧ୍ୟ କରିପାରିବେ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ସୁଭଦ୍ରା’ ଯୋଜନା ଆବେଦନକୁ ନେଇ ପ୍ରତିଦିନ ଗୋଟିଏ ଗୋଟିଏ ଖବର ଆସିବାକୁ ଲାଗିଛି। ଏହି ଯୋଜନାକୁ ନେଇ ଆଉ ଏକ ଘୋଷଣା କରିଛନ୍ତି ରାଜ୍ୟ ସରକାର। ‘ସୁଭଦ୍ରା’ ଯୋଜନା ପାଇଁ ଆଶାକର୍ମୀ...
‘‘ପର୍ଯ୍ୟଟନ ଓ ଐତିହ୍ୟର ସୁରକ୍ଷା, ସଂରକ୍ଷଣ ଓ ପ୍ରସାର କ୍ଷେତ୍ରରେ ଗଣମାଧ୍ୟମ ଅଧିକ ଦାୟିତ୍ୱବାନ ହେବା ଆବଶ୍ୟକ’’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ଆଇଆଇଟିଟିଏମ୍ ଏବଂ ଇଣ୍ଟାକର ମିଳିତ ଆନୁକୂଲ୍ୟରେ ଐତିହ୍ୟ ଓ ପର୍ଯ୍ୟଟନ ଉପରେ ଦିନିକିଆ ମିଡିଆ ସଚେତନତା କର୍ମଶାଳା।
ପର୍ଯ୍ୟଟନ ଓ ଐତିହ୍ୟ ରାଜ୍ୟର ଅମୂଲ୍ୟ ସମ୍ପତ୍ତି। ଏହାର ସୁରକ୍ଷା ଓ ସଂରକ୍ଷଣ...
ପ୍ୟାରିସ ପାରା ଅଲିମ୍ପିକ୍ସ: ୧୦ ମିଟର ଏୟାର ରାଇଫଲରେ ଅଭନି ଲେଖରାଙ୍କୁ ସ୍ଵର୍ଣ୍ଣ ଏବଂ ମୋନା ଅଗ୍ରୱାଲଙ୍କୁ ବ୍ରୋଞ୍ଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପ୍ରଥମ ସ୍ଵର୍ଣ୍ଣ ପଦକ। ଭାରତୀୟ ସୁଟର ଅଭନି ଲେଖରା କମାଲ କରିଛନ୍ତି। ସେ ମହିଳା ୧୦ ମିଟର ଏୟାର ରାଇଫଲ (ଏସଏଚ-୧) ସୁଟିଂ...
ଆନ୍ଧ୍ରପ୍ରଦେଶ: ଲେଡିଜ ହଷ୍ଟେଲ ବାଥରୁମରେ ହିଡେନ କ୍ୟାମେରା, ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଲେଡିଜ ହଷ୍ଟେଲର ବାଥରୁମରେ ଲାଗିଥିଲା ହିଡେନ କ୍ୟାମେରା। ଏହି ଘଟଣା ଜଣାପଡ଼ିବା ପରେ ସଂପୃକ୍ତ କଲେଜ କ୍ୟାମ୍ପସ ପରିସରରେ...
ଗୃହ ଯୁଦ୍ଧ ଯୋଗୁଁ ସୁଦାନରେ ଭୟଙ୍କର ଦୁର୍ଭିକ୍ଷ: ଅନାହାରରେ ବିତୁଛି ଜୀବନ
ଅଭିଷେକ ରାୟ
ସୁଦାନରେ ଗୃହ ଯୁଦ୍ଧ ଯୋଗୁଁ ଦେଖାଦେଇଥିବା ଉତ୍କଟ ଖାଦ୍ୟ ସଙ୍କଟ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ସମସ୍ୟାର ସମାଧାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସହାୟତା ଲୋଡ଼ିଛି ଡବ୍ଲ୍ୟୁଏଫପି।
ଏକ ବର୍ଷରୁ ଅଧିକ ସମୟ...
ଭିଜିଲାନ୍ସ ଜାଲରେ ବାଲେଶ୍ଵର ଡିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲେଶ୍ଵର ଜିଲ୍ଲା ଡିଇଓ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପ୍ରଦୀପ କୁମାର ଦାସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ପ୍ରଦୀପ ଦାସଙ୍କ ଘର ସମେତ ୬ଟି ଠିକଣା...
ବଢ଼ୁଛି ଜଳସ୍ତର, ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଫଳରେ ଶୁକ୍ରବାର ଦିନ ହୀରାକୁଦର ଆଉ ୪ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ମୋଟ ୬ଟି ଗେଟ୍ ଦେଇ...
‘ନୂଆ-ଓ’ ଯୋଜନାକୁ ବନ୍ଦ କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଚାଲୁଥିବା ‘ନୂଆ-ଓ' ଯୋଜନାକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର। ଏହା ବଦଳରେ ‘ଫାଇନାନ୍ସିଆଲ ଆସିଷ୍ଟାନ୍ସ ଟୁ ୟୁଜି, ପିଜି ଷ୍ଟୁଡେଣ୍ଟସ’ ନାମରେ ଏକ ନୂଆ ଯୋଜନା...
ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନା ଆଉ ବର୍ଷେ ବଢ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନାର ଅବଧିକୁ ଆଉ ୧ ବର୍ଷ ବଢ଼ାଇଛନ୍ତି ରାଜ୍ୟ ସରକାର। ଯୋଜନା ଅନ୍ତର୍ଗତ ସାମ୍ବାଦିକଙ୍କ ୨୦୨୩ରେ ପଞ୍ଜୀକୃତ ହୋଇଥିବା ସ୍ୱାସ୍ଥ୍ୟବୀମା ଆଉ ବର୍ଷେ...
ବଙ୍ଗୋପସାଗରରେ ଲଘୁଚାପ: ପ୍ରବଳ ବର୍ଷା ପାଇଁ ଆଜି ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି। ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ମାତ୍ରା ବଢ଼ିବାର ସମ୍ଭାବନା ରହିଛି।...





















