କୋଲକାତା ଲଜ୍ଜା: ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମଙ୍ଗଳବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶୁଣାଣିବେଳେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।...

ଭୁବନେଶ୍ଵର ଓ କଟକରୁ ସିମ୍ ବକ୍ସ ମିଳିବା ମାମଲାରେ ପୋଲିସର ତଦନ୍ତ ଜାରି: ଆତଙ୍କବାଦୀ ଲିଙ୍କ ସନ୍ଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ଓ କଟକରୁ ସିମ୍ ବକ୍ସ ମିଳିବା ଘଟଣାରେ ତଦନ୍ତକୁ ଜୋରଦାର କରିଛି କମିଶନରେଟ୍ ପୋଲିସ୍। ଏହି ମାମଲାରେ ଆତଙ୍କବାଦୀ ଗତିବିଧିକୁ ନେଇ ଛାନଭିନ କରାଯାଉଛି। ପୋଲିସ ପକ୍ଷରୁ ଗିରଫ ଅଭିଯୁକ୍ତ...

ଡାଏବେଟିସ୍‌କୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=LjesRrWiw4o ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଏବେ ବିଭିନ୍ନ ରୋଗର କାରଣ ପାଲଟିଛି। ଏହା ମଧ୍ୟରେ ସବୁଠାରୁ ଆଗରେ ରହିଛି ଡାଏବେଟିସ୍। ବର୍ତ୍ତମାନ ଘରେ ଘରେ କାହାକୁ ନା କାହାକୁ...

ଆଜିଠାରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ: ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏନେଇ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଗୃହକୁ...

ଭୁବନେଶ୍ଵରର ଇତିହାସ ବଖାଣିବ ‘ବିବିଆଇ: ଭୁବନେଶ୍ଵର କମ୍ପ୍ଲିଟସ୍ ସେଭେଣ୍ଟି ଫାଇଭ୍ ଇୟର୍ସ’ ପୁସ୍ତକ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ଓଡ଼ିଶାର ରାଜଧାନୀ ଭୁବନେଶ୍ଵରକୁ ପୂରିଛି ୭୫ ବର୍ଷ। ଏହି ଉପଲକ୍ଷେ ସୋମବାର ଦିନ ଭୁବନେଶ୍ଵରସ୍ଥିତ କ୍ରାଉନ ହୋଟେଲଠାରେ କେତକୀ ବୁକସ୍ ଏବଂ ମାଇଁ ସିଟି ଲିଙ୍କସ ପକ୍ଷରୁ ଏକ ସ୍ଵତନ୍ତ୍ର...

କୋଲକାତା ଲଜ୍ଜା: ଦିଲ୍ଲୀ ରାସ୍ତାରେ ମାଗଣା ଓପିଡି ସେବା ଯୋଗାଇ ପ୍ରତିବାଦ ଜଣାଇଲେ ଡାକ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତରମାନେ...

ଭୁବନେଶ୍ଵର: କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଶ୍ଵ ଫଟୋଗ୍ରାଫି ଦିବସ। ଭୁବନେଶ୍ଵରରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସିଲିକନ ବିଶ୍ଵବିଦ୍ୟାଳୟ ଓ ସିଲିକନ୍ ଫଟୋଗ୍ରାଫି କ୍ଲବର ମିଳିତ ସହଯୋଗରେ ଏହି ଦିବସ ପାଳନ କରାଯାଇଛି। ଏଥିରେ ବହୁ ବିଶିଷ୍ଟ...

କୋଲକାତା ଲଜ୍ଜା: ଅଟୋପ୍ସି ରିପୋର୍ଟ ବଖାଣୁଛି ପୀଡ଼ିତାଙ୍କ ବ୍ୟଥା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ମହିଳା ଟ୍ରେନିଂ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଲଜ୍ଜିତ କରିଛି। ଏହି ଅମାନୁସିକ ଘଟଣାକୁ ବିରୋଧ...

ରାଜ୍ୟ ଅତିଥି ଭବନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ମହିଳା ଓ ସ୍କୁଲ ଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଅନେକ ମହିଳା ଓ ସ୍କୁଲ...

ଶୀଘ୍ର ବାଂଲାଦେଶରୁ ରାଜ୍ୟକୁ ଫେରିବେ ଓଡ଼ିଆ ଶ୍ରମିକ – ଶ୍ରମ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଶାନ୍ତ ହୋଇପଡ଼ିଥିବା ବାଂଲାଦେଶରେ ହିଂସାର ଶିକାର ହେଉଛନ୍ତି ପ୍ରବାସୀ ଶ୍ରମିକ। ବର୍ତ୍ତମାନ ବାଂଲାଦେଶରେ ଫସି ରହିଛନ୍ତି ଅନେକ ଓଡ଼ିଆ ଶ୍ରମିକ। ସେମାନଙ୍କୁ ଶୀଘ୍ର ଓଡ଼ିଶା ଫେରାଇ ଆଣିବାକୁ ତତ୍ପରତା ଦେଖାଇଛନ୍ତି ରାଜ୍ୟ...