ଭୁବନେଶ୍ଵରର ଇତିହାସ ବଖାଣିବ ‘ବିବିଆଇ: ଭୁବନେଶ୍ଵର କମ୍ପ୍ଲିଟସ୍ ସେଭେଣ୍ଟି ଫାଇଭ୍ ଇୟର୍ସ’ ପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ଵର): ଓଡ଼ିଶାର ରାଜଧାନୀ ଭୁବନେଶ୍ଵରକୁ ପୂରିଛି ୭୫ ବର୍ଷ। ଏହି ଉପଲକ୍ଷେ ସୋମବାର ଦିନ ଭୁବନେଶ୍ଵରସ୍ଥିତ କ୍ରାଉନ ହୋଟେଲଠାରେ କେତକୀ ବୁକସ୍ ଏବଂ ମାଇଁ ସିଟି ଲିଙ୍କସ ପକ୍ଷରୁ ଏକ ସ୍ଵତନ୍ତ୍ର...
କୋଲକାତା ଲଜ୍ଜା: ଦିଲ୍ଲୀ ରାସ୍ତାରେ ମାଗଣା ଓପିଡି ସେବା ଯୋଗାଇ ପ୍ରତିବାଦ ଜଣାଇଲେ ଡାକ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ ନେଇ ଦେଶବ୍ୟାପୀ ଡାକ୍ତରମାନେ...
ଭୁବନେଶ୍ଵର: କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବିଶ୍ଵ ଫଟୋଗ୍ରାଫି ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବିଶ୍ଵ ଫଟୋଗ୍ରାଫି ଦିବସ। ଭୁବନେଶ୍ଵରରେ କେତକୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସିଲିକନ ବିଶ୍ଵବିଦ୍ୟାଳୟ ଓ ସିଲିକନ୍ ଫଟୋଗ୍ରାଫି କ୍ଲବର ମିଳିତ ସହଯୋଗରେ ଏହି ଦିବସ ପାଳନ କରାଯାଇଛି। ଏଥିରେ ବହୁ ବିଶିଷ୍ଟ...
କୋଲକାତା ଲଜ୍ଜା: ଅଟୋପ୍ସି ରିପୋର୍ଟ ବଖାଣୁଛି ପୀଡ଼ିତାଙ୍କ ବ୍ୟଥା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ମହିଳା ଟ୍ରେନିଂ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶକୁ ଲଜ୍ଜିତ କରିଛି। ଏହି ଅମାନୁସିକ ଘଟଣାକୁ ବିରୋଧ...
ରାଜ୍ୟ ଅତିଥି ଭବନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ: ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଲେ ମହିଳା ଓ ସ୍କୁଲ ଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଅନେକ ମହିଳା ଓ ସ୍କୁଲ...
ଶୀଘ୍ର ବାଂଲାଦେଶରୁ ରାଜ୍ୟକୁ ଫେରିବେ ଓଡ଼ିଆ ଶ୍ରମିକ – ଶ୍ରମ ମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶାନ୍ତ ହୋଇପଡ଼ିଥିବା ବାଂଲାଦେଶରେ ହିଂସାର ଶିକାର ହେଉଛନ୍ତି ପ୍ରବାସୀ ଶ୍ରମିକ। ବର୍ତ୍ତମାନ ବାଂଲାଦେଶରେ ଫସି ରହିଛନ୍ତି ଅନେକ ଓଡ଼ିଆ ଶ୍ରମିକ। ସେମାନଙ୍କୁ ଶୀଘ୍ର ଓଡ଼ିଶା ଫେରାଇ ଆଣିବାକୁ ତତ୍ପରତା ଦେଖାଇଛନ୍ତି ରାଜ୍ୟ...
ଓଡ଼ିଆ ଚଳଚ୍ଚିତ୍ରରେ ରକ୍ଷା ବନ୍ଧନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇ ଭଉଣୀଙ୍କ ସ୍ନେହ ଏବଂ ସମ୍ପର୍କର ଅତୁଟ ସମ୍ପର୍କର ପର୍ବ ରକ୍ଷା ବନ୍ଧନ କେବଳ ଆମ ପରମ୍ପରାରେ ସୀମିତ ହୋଇ ରହିନାହିଁ। ଏହି ପବିତ୍ର ସମ୍ପର୍କ ଉପରେ କେତୋଟି ଓଡ଼ିଆ ଚଳଚ୍ଚିତ୍ର...
କଥା କହିବା ବେଳେ ପାଟି ଲାଗୁଛି କି, ଜାଣନ୍ତୁ ଡାକ୍ତର କ’ଣ କହୁଛନ୍ତି?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=8s68Q9c0iBI
କଥା କହିଲା ବେଳେ କିଛି ଲୋକଙ୍କର ପାଟି ଲାଗିଥାଏ। ପାଟି ଲାଗିବା ବା ଖନେଇ ଖନେଇ କଥା ହେବା ଏକ ସମସ୍ୟା ବୋଲି ଡାକ୍ତର କୁହନ୍ତି।
କଥା କହିଲା ବେଳେ ପାଟି...
ଆଇଆଇଏମ୍ସି ଢେଙ୍କାନାଳର ୩୨ତମ ପ୍ରତିଷ୍ଠା ଦିବସ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳର ୩୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଶନିବାର ଏହି ଅବସରରେ ଅନୁଷ୍ଠାନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍...
ଆଜି ଶ୍ରାବଣର ଶେଷ ସୋମବାର: ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ଆଜିର ଦିନରେ ମହାଦେବଙ୍କୁ ଜଳଲାଗି କରିବା ପାଇଁ ରାଜ୍ୟର ସବୁ ଶୈବ ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ହଜାର ହଜାର ସଂଖ୍ୟାରେ କାଉଡ଼ିଆ...





















