ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ରାଜ୍ୟସଭା ପ୍ରାର୍ଥୀ ପାଇଁ ମମତାଙ୍କ ନାଁରେ ମୋହର ମାରିଛି ଦଳ। ମଙ୍ଗଳବାର ଦିନ ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ମୁଖ୍ୟାଳୟ ପ୍ରଭାରୀ ଅରୁଣ...
କେମିତି ଦୂର ହେବ ପିଲାଙ୍କ କୋଷ୍ଠକାଠିନ୍ୟ ସମସ୍ୟା?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=NzwV78hW5ys&t=235s
କେବଳ ବଡ଼ ନୁହନ୍ତି, ଶିଶୁଙ୍କଠାରେ ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଇଥାଏ। ପିଲାଙ୍କଠାରେ କୋଷ୍ଠକାଠିନ୍ୟ ଲକ୍ଷଣକୁ ଠିକ ସମୟରେ ଚିହ୍ନି ଚିକିତ୍ସା କରାଗଲେ ଏଥିଯୋଗୁଁ ସୃଷ୍ଟି ହେଉଥିବା ଜଟିଳତାକୁ ଏଡ଼ାଇ...
ଆସନ୍ତାକାଲି ଓଡ଼ିଶା ଆସିବେ ଭାରତୀୟ ପୁରୁଷ ହକି ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳ ବୁଧବାର ଓଡ଼ିଶା ଆସିବେ। ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦଳର ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏନେଇ ସୂଚନା ଦେଇଛନ୍ତି...
କ୍ୟାପିଟାଲ ହସ୍ପିଟାଲ ଓ ବକୁଳ ଫାଉଣ୍ଡେସନ ପକ୍ଷରୁ ‘ଯାଆଁଳା ଗଛ’ ଅଭିଯାନର ଶୁଭାରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ କ୍ୟାପିଟାଲ ହସ୍ପିଟାଲ ଏବଂ ବକୁଳ ଫାଉଣ୍ଡେସନ ପକ୍ଷରୁ ହସ୍ପିଟାଲ ପରିସରରେ ‘ଯାଆଁଳା ଗଛ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନର ଲକ୍ଷ୍ୟ ରହିଛି ପ୍ରତ୍ୟେକ ଦିନ...
ବାହାରିନ ଅନ୍ତର୍ଜାତୀୟ ଯୁବ ମହୋତ୍ସବରେ ଚମକିଲା ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନର କିଙ୍ଗ ହାମାଦ ବିଶ୍ୱ ପ୍ରଦର୍ଶନୀ କେନ୍ଦ୍ରରେ ଅନ୍ତର୍ଜାତୀୟ ଯୁବ ମହୋତ୍ସବ ଆୟୋଜିତ ହୋଇଛି। ଏଠାରେ ଭାରତୀୟ ଦୂତାବାସ ବାହାରିନ ଓଡ଼ିଆ ସମାଜ ସହଯୋଗରେ ଓଡ଼ିଶାର କଳା, ସଂସ୍କୃତି, ଉତ୍ପାଦ ଏବଂ...
ଗଞ୍ଜାମରେ ବିଷାକ୍ତ ମଦ ପିଇ ୨୦ ଜଣ ଅସୁସ୍ଥ, ୫ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଷାକ୍ତ ମଦ ପିଇ ୨୦ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି। ଏହି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଚିକିଟି ଏନଏସି ଅନ୍ତର୍ଗତ କରବାଲୁଆ ଓ ଜେନାପୁର ଗାଁର। ଅସୁସ୍ଥ ବ୍ୟକ୍ତିମାନଙ୍କୁ...
କୋଲକାତା ଲଜ୍ଜା: ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ମଙ୍ଗଳବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଶୁଣାଣିବେଳେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ।...
ଭୁବନେଶ୍ଵର ଓ କଟକରୁ ସିମ୍ ବକ୍ସ ମିଳିବା ମାମଲାରେ ପୋଲିସର ତଦନ୍ତ ଜାରି: ଆତଙ୍କବାଦୀ ଲିଙ୍କ ସନ୍ଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵର ଓ କଟକରୁ ସିମ୍ ବକ୍ସ ମିଳିବା ଘଟଣାରେ ତଦନ୍ତକୁ ଜୋରଦାର କରିଛି କମିଶନରେଟ୍ ପୋଲିସ୍। ଏହି ମାମଲାରେ ଆତଙ୍କବାଦୀ ଗତିବିଧିକୁ ନେଇ ଛାନଭିନ କରାଯାଉଛି। ପୋଲିସ ପକ୍ଷରୁ ଗିରଫ ଅଭିଯୁକ୍ତ...
ଡାଏବେଟିସ୍କୁ କେମିତି ଚିହ୍ନିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=LjesRrWiw4o
ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଖାଦ୍ୟପେୟରେ ଅନିୟମିତତା ଏବେ ବିଭିନ୍ନ ରୋଗର କାରଣ ପାଲଟିଛି। ଏହା ମଧ୍ୟରେ ସବୁଠାରୁ ଆଗରେ ରହିଛି ଡାଏବେଟିସ୍। ବର୍ତ୍ତମାନ ଘରେ ଘରେ କାହାକୁ ନା କାହାକୁ...
ଆଜିଠାରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ: ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରୁ ହିଁ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏନେଇ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଗୃହକୁ...





















