ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ: ଜଣେ ନାବାଳକ ନିଖୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡରେ ବିପର୍ଯ୍ୟୟ ଆଣିଛି ମୌସୁମୀ। ଗୁରବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ଏହି ପାହାଡ଼ିଆ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି ଏବଂ...

ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା? ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦ ଛାଡ଼ିବା ପରେ ଏହିଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଆସନ ପାଇଁ ବିଭିନ୍ନ ନେତାଙ୍କ ନାଁକୁ ଏବେ ଆଲୋଚନା...

ପ୍ୟାରିସ ଅଲିମ୍ପିକ୍ସ: ହକିରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ଅଲିମ୍ପିକ୍ସର ହକି ପ୍ରତିଯୋଗିତାରେ ଶୁକ୍ରବାର ଦମଦାର ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ନିଜର ଶେଷ ଗ୍ରୁପ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଛି ଟିମ୍...

ଅଗଷ୍ଟ ୭ରୁ ୯ ଯାଏଁ ଓଡ଼ିଶା ସରକାରଙ୍କ ନିବେଶକ ସମ୍ମିଳନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଗଷ୍ଟ ୭ ତାରିଖରୁ ୯ ତାରିଖ ଯାଏଁ ଆୟୋଜିତ ହେବ ଓଡ଼ିଶା ସରକାରଙ୍କ ନିବେଶକ ସମ୍ମିଳନୀ। ରାଜ୍ୟରେ ଶିଳ୍ପ କ୍ଷେତ୍ରରେ ନିବେଶ ପାଇଁ ଉଦ୍ୟୋଗୀ ଓ ନିବେଶକମାନଙ୍କ ସହ ଆଲୋଚନା କରିବେ...

ସରଳ ଏବଂ ଅମାୟିକ ବ୍ୟକ୍ତିତ୍ଵ ଥିଲେ ପ୍ରଦୀପ ସାର୍

ଶିଶିର ଭଟ୍ଟମିଶ୍ର ପ୍ରଦୀପ ସାର୍ (ଡକ୍ଟର ପ୍ରଦୀପ ମହାପାତ୍ର) କହିଲେ ''ତମେ କ’ଣ ସାମ୍ବାଦିକ ହେବ କି ହେ? ୟୁନିଭର୍ସିଟିରେ ଆଉ ଦି ବର୍ଷ ରହି ଇଲେକ୍ସନ ଫିଲେକ୍ସନରେ ମାତିବ ଆଉ ମଉଜ ମସ୍ତି...

ପୁଣି ହେବନି ନିଟ୍ ପରୀକ୍ଷା: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଉପରେ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଚଳିତ ବର୍ଷ ଦେଶରେ ପୁଣିଥରେ ନିଟ୍ ପରୀକ୍ଷା ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ପୁନଃ ନିଟ୍...

ଓଡ଼ିଶାର ଆଳୁ ଅଭାବ ପୂରଣ କରିବ ଉତ୍ତରପ୍ରଦେଶ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ପଶ୍ଚିମବଙ୍ଗ ନୁହେଁ, ଏଣିକି ଓଡ଼ିଶାର ଆଳୁ ଆବଶ୍ୟକତା ପୂରଣ କରିବ ଉତ୍ତରପ୍ରଦେଶ। ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯିବ”, ଓଡ଼ିଶାରେ ଦେଖା ଦେଇଥିବା ଆଳୁ ସଙ୍କଟ ମଧ୍ୟରେ ଏଭଳି...

ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡକ୍ଟର ପ୍ରଦୀପ ମହାପାତ୍ର

ଅଭିଷେକ ରାୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସାମ୍ବାଦିକତା ସହ ବିଭିନ୍ନ ମହଲରେ ଶୋକର ଛାୟା...

ଜାଣନ୍ତି କି, କାହିଁକି ହୁଏ ପଲମୋନାରି ଫାଇବ୍ରୋସିସ୍?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=06tdr7iIF7I ପଲମୋନାରି ଫାଇବ୍ରୋସିସ୍‌ ହେଉଛି ଫୁସ୍‌ଫୁସ୍‌ ଜନିତ ସମସ୍ୟା। ଏଥିରେ ଫୁସ୍‌ଫୁସ୍‌ର ମାଂସପେଶୀ ଟାଣ ହୋଇଯାଏ। ଫଳରେ ଧଇଁସଇଁ ଲାଗିବା, ଅଳ୍ପ କାର୍ଯ୍ୟ କଲେ ଥକିଯିବା ଭଳି ଲକ୍ଷଣ ଦେଖାଦିଏ। ପଲମୋନାରି ଫାଇବ୍ରୋସିସ୍...

ଓଡ଼ିଶାର ବରିଷ୍ଠ ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବରିଷ୍ଠ ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ...