ସରଳ ଏବଂ ଅମାୟିକ ବ୍ୟକ୍ତିତ୍ଵ ଥିଲେ ପ୍ରଦୀପ ସାର୍

ଶିଶିର ଭଟ୍ଟମିଶ୍ର ପ୍ରଦୀପ ସାର୍ (ଡକ୍ଟର ପ୍ରଦୀପ ମହାପାତ୍ର) କହିଲେ ''ତମେ କ’ଣ ସାମ୍ବାଦିକ ହେବ କି ହେ? ୟୁନିଭର୍ସିଟିରେ ଆଉ ଦି ବର୍ଷ ରହି ଇଲେକ୍ସନ ଫିଲେକ୍ସନରେ ମାତିବ ଆଉ ମଉଜ ମସ୍ତି...

ପୁଣି ହେବନି ନିଟ୍ ପରୀକ୍ଷା: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଉପରେ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଚଳିତ ବର୍ଷ ଦେଶରେ ପୁଣିଥରେ ନିଟ୍ ପରୀକ୍ଷା ହେବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ପୁନଃ ନିଟ୍...

ଓଡ଼ିଶାର ଆଳୁ ଅଭାବ ପୂରଣ କରିବ ଉତ୍ତରପ୍ରଦେଶ – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ପଶ୍ଚିମବଙ୍ଗ ନୁହେଁ, ଏଣିକି ଓଡ଼ିଶାର ଆଳୁ ଆବଶ୍ୟକତା ପୂରଣ କରିବ ଉତ୍ତରପ୍ରଦେଶ। ଧୀରେ ଧୀରେ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ବନ୍ଦ କରାଯିବ”, ଓଡ଼ିଶାରେ ଦେଖା ଦେଇଥିବା ଆଳୁ ସଙ୍କଟ ମଧ୍ୟରେ ଏଭଳି...

ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଡକ୍ଟର ପ୍ରଦୀପ ମହାପାତ୍ର

ଅଭିଷେକ ରାୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ସାମ୍ବାଦିକତା ସହ ବିଭିନ୍ନ ମହଲରେ ଶୋକର ଛାୟା...

ଜାଣନ୍ତି କି, କାହିଁକି ହୁଏ ପଲମୋନାରି ଫାଇବ୍ରୋସିସ୍?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=06tdr7iIF7I ପଲମୋନାରି ଫାଇବ୍ରୋସିସ୍‌ ହେଉଛି ଫୁସ୍‌ଫୁସ୍‌ ଜନିତ ସମସ୍ୟା। ଏଥିରେ ଫୁସ୍‌ଫୁସ୍‌ର ମାଂସପେଶୀ ଟାଣ ହୋଇଯାଏ। ଫଳରେ ଧଇଁସଇଁ ଲାଗିବା, ଅଳ୍ପ କାର୍ଯ୍ୟ କଲେ ଥକିଯିବା ଭଳି ଲକ୍ଷଣ ଦେଖାଦିଏ। ପଲମୋନାରି ଫାଇବ୍ରୋସିସ୍...

ଓଡ଼ିଶାର ବରିଷ୍ଠ ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବରିଷ୍ଠ ଗଣମାଧ୍ୟମ ଅଧ୍ୟାପକ ଡକ୍ଟର ପ୍ରଦୀପ ମହାପାତ୍ରଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ...

ଖୋଲିବ ଶ୍ରୀଧରଙ୍କ ଗୁମର, ପୋଲିସ ହାତରେ ଲାଗିଲା ସାମ୍ବାଦିକା ମଧୁମିତାଙ୍କ ଡାଏରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋଲିବ ଅଭିଯୁକ୍ତ ଶ୍ରୀଧର ଜେନାଙ୍କ ଗୁମର, ପୋଲିସ ହାତରେ ଲାଗିଛି ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ହାତଲେଖା ଡାଏରୀ। ମଧୁମିତା ରହୁଥିବା ଭଡ଼ା ଘରୁ ପୋଲିସକୁ ଏହି ଡାଏରୀ ମିଳିଛି। ଦାମ୍ପତ୍ୟ ଜୀବନରେ ଝଡ଼...

କାହିଁକି ହୁଏ ଫୁସଫୁସ୍ କର୍କଟ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=sMchuuxSceU ଆଜି ହେଉଛି ‘ଓ୍ଵାର୍ଲ୍ଡ ଲଙ୍ଗ କ୍ୟାନ୍ସର ଡେ’ ବା ବିଶ୍ଵ ଫୁସଫୁସ୍ କର୍କଟ ଦିବସ। ଫୁସଫୁସ କର୍କଟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ...

କାଲି ବିଜେଡିରୁ ଇସ୍ତଫା ଦେଇଥିଲେ, ଆଜି ବିଜେପିରେ ମିଶିଲେ ମମତା ମହାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଗତକାଲି, ବୁଧବାର ଦିନ ବିଜେଡିର ସାଂସଦ ପଦରୁ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ ମମତା ମହାନ୍ତ। ଗୁରୁବାର ଦିନ ସେ ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ମମତା...

୩ ମାସ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ୩ ମାସ ଧରି ବନ୍ଦ ରହିବା ପରେ ଗୁରୁବାରଠାରୁ ଖୋଲିଛି ଭିତରକନିକା। ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭରେ ମେ’ ମାସ ୧...