ଫେରିଲେ ସୌମ୍ୟରଞ୍ଜନ, ‘ସମ୍ବାଦ’କୁ ଫେରିଲା ଅସ୍ମିତା!
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବାଦ ଗ୍ରୁପକୁ ପୁଣି ଫେରିଛନ୍ତି ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ଗୁରୁବାର ସେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୯ ମାସ ପରେ ସେ ପୁଣି ଏହି...
ଓଡ଼ିଶାରେ ଆଉ ଦୁଇଦିନ ପ୍ରବଳ ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଆଗାମୀ ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେତେକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ...
ଫୁସଫୁସ୍ କର୍କଟ: କେମିତି ଜାଣିବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=vQ1wXLshMuc
ଆଜି ହେଉଛି ‘ଓ୍ଵାର୍ଲ୍ଡ ଲଙ୍ଗ କ୍ୟାନ୍ସର ଡେ’ ବା ବିଶ୍ଵ ଫୁସଫୁସ୍ କର୍କଟ ଦିବସ। ଫୁସଫୁସ କର୍କଟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ...
କପ୍ତିପଦା ରେଞ୍ଜରୁ ୫ଟି ହାତୀ ଦାନ୍ତ ଜବତ, ୭ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ କର୍ମଚାରୀ କପ୍ତିପଦା ରେଞ୍ଜ ଅଞ୍ଚଳରୁ ୫ଟି ହାତୀ ଦାନ୍ତ ଜବତ କରିବା ସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ...
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ କର୍ମଶାଳା ‘କାର୍ଯ୍ୟକରମ’ ଉଦଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ କର୍ମଶାଳା ‘କାର୍ଯ୍ୟକରମ’ ଉଦଘାଟିତ ହୋଇଛି। ଏଲଟିଆଇମାଇଣ୍ଡଟ୍ରିର ସିଏସଆର କାର୍ଯ୍ୟକ୍ରମ ସହ ମିଳିତ ସହଭାଗିତାରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହାର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଏଲଟିଆଇମାଇଣ୍ଡଟ୍ରି ପୂର୍ବ...
କେରଳ ଭୂସ୍ଖଳନ: ମୃତକଙ୍କ ସଂଖ୍ୟା ୨୭୬ ଛୁଇଁଲା, ଏବେ ବି ଅନେକ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳର ୱାୟନାଡରେ ମଙ୍ଗଳବାର ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନ ଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୨୭୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ପ୍ରାୟ ୨୫୦...
ଜାଣନ୍ତୁ, କାହିଁକି ବଢ଼ୁଛି ଫୁସଫୁସ୍ କର୍କଟ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=mGdIwcHDzLU
ଆଜି ହେଉଛି ‘ଓ୍ଵାର୍ଲ୍ଡ ଲଙ୍ଗ କ୍ୟାନ୍ସର ଡେ’ ବା ବିଶ୍ଵ ଫୁସଫୁସ୍ କର୍କଟ ଦିବସ। ଫୁସଫୁସ କର୍କଟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୧ ତାରିଖରେ...
କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲା: ଭଦ୍ରକ କୋର୍ଟରେ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହଯୋଗୀଙ୍କ ସାକ୍ଷ୍ୟ ଗ୍ରହଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ଅପହରଣ ଓ ହତ୍ୟା ଘଟଣାର ପ୍ରାୟ ଅଢ଼େଇ ବର୍ଷ ପରେ ବି ଚାଲିଛି ଖୋଳତାଡ଼। ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହଯୋଗୀ...
ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଲେ ସାଂସଦ ମମତା ମହାନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି ବିଜେଡି ସାଂସଦ ମମତା ମହାନ୍ତ। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଢ଼ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି। ଏହାସହ ସେ ବିଜେଡିର ପ୍ରାଥମିକ ସଦସ୍ୟତାରୁ...
ପୂଜା ଖେଡକରଙ୍କ ବିରୋଧରେ ୟୁପିଏସସିର କାର୍ଯ୍ୟାନୁଷ୍ଠାନ: ହାତରୁ ଗଲା ଆଇଏଏସ୍ ପଦବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାଦ ଘେରରେ ଥିବା ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କ ବିରୋଧରେ ଭାରତୀୟ ଲୋକସେବା ଆୟୋଗ (ୟୁପିଏସସି) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୟୁପିଏସସି ପକ୍ଷରୁ ତାଙ୍କୁ ଚାକିରିରୁ ହଟାଇ ଦିଆଯାଇଛି।...





















