Rath Yatra 2019

ସରିଲା ଲୀଳାଖେଳା: ଆଜି ନୀଳାଦ୍ରି ବିଜେ କରିବେ ବଡ଼ଠାକୁର

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଲୀଳାଖେଳା, ଆଜି ନୀଳାଦ୍ରି ବିଜେ କରିବେ ବଡ଼ଠାକୁର। ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହସନକୁ ଫେରିବେ। ୧୨ ଦିନ ପରେ ଆଜି ଶ୍ରୀମନ୍ଦିର ମଧ୍ୟକୁ ଗୋଟି ପହଣ୍ଡିରେ ପ୍ରବେଶ କରିବେ ଦାରୁଦିଅଁ। ବିଶ୍ଵ ପ୍ରସିଦ୍ଧ...

ପୁରୀ: ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ଜେପି ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା...

ସମ୍ପୂର୍ଣ୍ଣ ହେଲା ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ପୂର୍ଣ୍ଣ ହେଲା ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ। ଅଳଙ୍କାର ସ୍ଥାନରନ୍ତରଣ ପାଇଁ ଲାଗିଥିଲା ପ୍ରାୟ ସାଢ଼େ ୭ ଘଣ୍ଟା ସମୟ। ଗୁରୁବାର ସକାଳ ୯ଟା ୫୧ ମିନିଟ ଶୁଭ ବେଳାରେ...

ଉତ୍ତରପ୍ରଦେଶ: ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ଥ, ୪ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ଥ ହେବାରୁ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁବାର ଦିନ...

ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ଆଇଏଏସ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ୨୦୧୧ ବ୍ୟାଚର...

ଆଜି ବଡ଼ଠାକୁରଙ୍କ ଅଧରପଣା ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ମହଣ ମହଣ ସୁନାରେ ସଜେଇ ହୋଇ ବୁଧବାର ଦିନ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଇଥିଲେ ଦାରୁବ୍ରହ୍ମ। ବଡ଼ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଗୁରୁବାର ଦିନ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ...

ଶୁଭ ମୁହୂର୍ତ୍ତରେ ଖୋଲିଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁଭ ମୁହୂର୍ତ୍ତରେ ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଗୁରୁବାର ସକାଳ ୯ଟା ୫୧ ମିନିଟରେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଏସଓପି ଅନୁଯାୟୀ ୧୧ ଜଣିଆ ଅଧିକୃତ ଟିମ ଜିଲ୍ଲା ଟ୍ରେଜେରିରୁ...

ରାତି ୧୧ଟା ସୁଦ୍ଧା ସରିବ ବଡ଼ଠାକୁରଙ୍କ ସୁନାବେଶ ଦର୍ଶନ – ଡକ୍ଟର ଅରବିନ୍ଦ ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଦର୍ଶନ ଦେଉଛନ୍ତି ବଡ଼ଠାକୁର। ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବା ଲାଗି ପୁରୀ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ଦାରୁବ୍ରହ୍ମଙ୍କୁ ରାଜରାଜେଶ୍ୱର...

ପବିତ୍ର ରଥଯାତ୍ରା ଅବସରରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ମନ ଭ୍ରମରା ରେ…’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ClrSJPLxupQ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନେକ ସଂଗୀତ, ଭଜନ ଓ ଜଣାଣ ରଚନା କରାଯାଇଛି। ସେଥିମଧ୍ୟରୁ ‘ମନ ଭ୍ରମରା ରେ…’ ଓଡ଼ିଆ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ ଆଦ୍ରୁତି ଲାଭ କରିଛି। ପବିତ୍ର...

“ଉଚ୍ଚଶିକ୍ଷା ଓ ଉତ୍ତମ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଗରେ ରହିଛି ସୋଆ ବିଶ୍ଵବିଦ୍ୟାଳୟ”

ଓଡ଼ିଶାଲାଇଭ୍ ବ୍ୟୁରୋ “ଉଚ୍ଚ ଶିକ୍ଷା ଏବଂ ଉତ୍ତମ ସ୍ଵାସ୍ଥ୍ୟସେବା ସେବା ଯୋଗାଇବା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରିଛି ସୋଆ ବିଶ୍ଵବିଦ୍ୟାଳୟ”, ସୋଆ ବିଶ୍ଵ ବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟବକ୍ତ ଭାବେ...