ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ନିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ଆଇଏଏସ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ୨୦୧୧ ବ୍ୟାଚର...

ଆଜି ବଡ଼ଠାକୁରଙ୍କ ଅଧରପଣା ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ମହଣ ମହଣ ସୁନାରେ ସଜେଇ ହୋଇ ବୁଧବାର ଦିନ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଇଥିଲେ ଦାରୁବ୍ରହ୍ମ। ବଡ଼ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହେବା ପରେ ଗୁରୁବାର ଦିନ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ...

ଶୁଭ ମୁହୂର୍ତ୍ତରେ ଖୋଲିଲା ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁଭ ମୁହୂର୍ତ୍ତରେ ପୁଣି ଖୋଲିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଗୁରୁବାର ସକାଳ ୯ଟା ୫୧ ମିନିଟରେ ଭିତର ରତ୍ନଭଣ୍ଡାର ଖୋଲାଯାଇଛି। ଏସଓପି ଅନୁଯାୟୀ ୧୧ ଜଣିଆ ଅଧିକୃତ ଟିମ ଜିଲ୍ଲା ଟ୍ରେଜେରିରୁ...

ରାତି ୧୧ଟା ସୁଦ୍ଧା ସରିବ ବଡ଼ଠାକୁରଙ୍କ ସୁନାବେଶ ଦର୍ଶନ – ଡକ୍ଟର ଅରବିନ୍ଦ ପାଢ଼ୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମହଣ ମହଣ ସୁନାରେ ସଜେଇ ହୋଇ ସୁନାବେଶରେ ଦର୍ଶନ ଦେଉଛନ୍ତି ବଡ଼ଠାକୁର। ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବା ଲାଗି ପୁରୀ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ଦାରୁବ୍ରହ୍ମଙ୍କୁ ରାଜରାଜେଶ୍ୱର...

ପବିତ୍ର ରଥଯାତ୍ରା ଅବସରରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ମନ ଭ୍ରମରା ରେ…’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ClrSJPLxupQ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନେକ ସଂଗୀତ, ଭଜନ ଓ ଜଣାଣ ରଚନା କରାଯାଇଛି। ସେଥିମଧ୍ୟରୁ ‘ମନ ଭ୍ରମରା ରେ…’ ଓଡ଼ିଆ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ ଆଦ୍ରୁତି ଲାଭ କରିଛି। ପବିତ୍ର...

“ଉଚ୍ଚଶିକ୍ଷା ଓ ଉତ୍ତମ ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ଆଗରେ ରହିଛି ସୋଆ ବିଶ୍ଵବିଦ୍ୟାଳୟ”

ଓଡ଼ିଶାଲାଇଭ୍ ବ୍ୟୁରୋ “ଉଚ୍ଚ ଶିକ୍ଷା ଏବଂ ଉତ୍ତମ ସ୍ଵାସ୍ଥ୍ୟସେବା ସେବା ଯୋଗାଇବା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରିଛି ସୋଆ ବିଶ୍ଵବିଦ୍ୟାଳୟ”, ସୋଆ ବିଶ୍ଵ ବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟବକ୍ତ ଭାବେ...

ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ଦାରୁବ୍ରହ୍ମ

ଓଡ଼ିଶାଲାଇଭ୍ ବ୍ୟୁରୋ ଜନ୍ମବେଦୀରେ ଲୀଳାଖେଳା ସାରି ଏବେ ଶ୍ରୀମନ୍ଦିର ସମ୍ମୁଖରେ ଦାରୁବ୍ରହ୍ମ। ଆରମ୍ଭ ହୋଇଛି ମହାପ୍ରଭୁଙ୍କର ସୁନାବେଶ ଦର୍ଶନ। ଆଜି ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ରାଜରାଜେଶ୍ୱର ବେଶରେ ଦର୍ଶନ...

ନବୀନଙ୍କ ନୂଆ ଫର୍ମୁଲା: ସରକାରଙ୍କ ବିଭିନ୍ନ ବିଭାଗକୁ ଜାଗିବେ ବିଜେଡି ବିଧାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମକୁ ଏବେ ଜାଗିବେ ବିରୋଧୀ ବିଧାୟକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେଡିର ସମସ୍ତ ବିଧାୟକଙ୍କ ମଧ୍ୟରେ ଏହି ଜଗିବା ଦାୟିତ୍ଵ ନେଇ ବିଭିନ୍ନ...

ପବିତ୍ର ରଥଯାତ୍ରା ଅବସରରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ସରିଗଲି ହେ ଜଗନ୍ନାଥ…’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=He7493k6rJM ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନେକ ସଂଗୀତ, ଭଜନ ଓ ଜଣାଣ ରଚନା କରାଯାଇଛି। ସେଥିମଧ୍ୟରୁ ‘ସରିଗଲି ହେ ଜଗନ୍ନାଥ....’ ଓଡ଼ିଆ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ ଆଦ୍ରୁତି ଲାଭ କରିଛି। ପବିତ୍ର...

ବଡ଼ବଡ଼ିଆ ଜବରଦଖଲକାରୀ ସାବଧାନ: ଓଡ଼ିଶାରେ ବି ଚାଲିବ ବୁଲଡୋଜର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସରକାରୀ ଜମି ଜବରଦଖଲ କରି ହୋଇଥିବା କୋଠା ଉପରେ ଚାଲିବ ବୁଲଡୋଜର। ଜବରଦଖଲ ଜମିରେ ନିର୍ମିତ ଘର ତଥା ଅନ୍ୟ ବ୍ୟବସାୟିକ ଅନୁଷ୍ଠାନ ଭଙ୍ଗା ଯିବ। ରାଜ୍ୟରେ ବଡ଼ବଡ଼ିଆ ଜବରଦଖଲକାରୀଙ୍କୁ...