ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ପରୀକ୍ଷାରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସଫଳତା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ନିଯୁକ୍ତି ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ‘ସ୍କୁଲ ଅଫ ପରାମେଡିକ୍ସ ଆଣ୍ଡ ଆଲ୍ଲାଏଡ୍ ହେଲଥ ସାଇନ୍ସେସ’ ଅଧୀନ ରେଡିଓଲୋଜି ବିଭାଗର ୧୭...

‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାଁ ବଦଳିଲା: ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଭାବେ ହେଲା ନାମିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳିଛି। ଏହି କ୍ରୀଡ଼ା ପୁରସ୍କାରକୁ ଏବେ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଭାବେ ନାମିତ କରିଛନ୍ତି ରାଜ୍ୟ...

କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବେ କିପରି?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=ke_nKofFmLU ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ ତାହାକୁଉଚ୍ଚ କୋଲେଷ୍ଟ୍ରୋଲ କୁହାଯାଏ। ଉଚ୍ଚ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ଜରୁରୀ କାରଣ ଏହା ହୃଦ୍ ରୋଗ ଏବଂ ଷ୍ଟ୍ରୋକ୍ ଭଳି ଆଶଙ୍କାକୁ ବଢ଼ାଇଥାଏ। ଉଚ୍ଚ...

ପରଲୋକରେ ପଦ୍ମଶ୍ରୀ କମଳା ପୂଜାରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ହେବ ଶେଷକୃତ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶନିବାର ସକାଳେ ପରଲୋକ ଘଟିଛି। କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ପଦ୍ମଶ୍ରୀ...

ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବ ବିଜେପିର ଡବଲ ଇଞ୍ଜିନ ସରକାର – ଜେପି ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବୈଠକରେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମଥର...

ବିଶ୍ଵବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଠପ୍: ଭାରତ ସମେତ ବିଭିନ୍ନ ଦେଶରେ ବ୍ୟାଙ୍କିଂ ଓ ବିମାନ ସେବା ପ୍ରଭାବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ବିଶ୍ଵରେ ମାଇକ୍ରୋସଫ୍ଟ କମ୍ପାନିର ସର୍ଭର ଠପ୍ ହୋଇ ଯାଇଛି। ଭାରତ ସମେତ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା ଓ ବ୍ରିଟେନ ଭଳି ଅଧିକାଂଶ ଦେଶରେ ଏହାର ପ୍ରଭାବ ପଡ଼ିଛି। ମାଇକ୍ରୋସଫ୍ଟର ୱିଣ୍ଡୋଜ୍...
Rath Yatra 2019

ସରିଲା ଲୀଳାଖେଳା: ଆଜି ନୀଳାଦ୍ରି ବିଜେ କରିବେ ବଡ଼ଠାକୁର

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଲୀଳାଖେଳା, ଆଜି ନୀଳାଦ୍ରି ବିଜେ କରିବେ ବଡ଼ଠାକୁର। ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହସନକୁ ଫେରିବେ। ୧୨ ଦିନ ପରେ ଆଜି ଶ୍ରୀମନ୍ଦିର ମଧ୍ୟକୁ ଗୋଟି ପହଣ୍ଡିରେ ପ୍ରବେଶ କରିବେ ଦାରୁଦିଅଁ। ବିଶ୍ଵ ପ୍ରସିଦ୍ଧ...

ପୁରୀ: ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଯୋଗଦେବେ ଜେପି ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା...

ସମ୍ପୂର୍ଣ୍ଣ ହେଲା ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣ କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସମ୍ପୂର୍ଣ୍ଣ ହେଲା ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର କାର୍ଯ୍ୟ। ଅଳଙ୍କାର ସ୍ଥାନରନ୍ତରଣ ପାଇଁ ଲାଗିଥିଲା ପ୍ରାୟ ସାଢ଼େ ୭ ଘଣ୍ଟା ସମୟ। ଗୁରୁବାର ସକାଳ ୯ଟା ୫୧ ମିନିଟ ଶୁଭ ବେଳାରେ...

ଉତ୍ତରପ୍ରଦେଶ: ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ଥ, ୪ ଜଣଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ଥ ହେବାରୁ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁବାର ଦିନ...