ବିଜେପିରେ ବଡ଼ ଧରଣର ଅଦଳବଦଳ: ଅପରାଜିତା ଷଡ଼ଙ୍ଗୀ ଓ ସମ୍ବିତ ପାତ୍ରଙ୍କୁ ଗୁରୁ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର ଦିନ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଏବଂ ସହପ୍ରଭାରୀ ନିଯୁକ୍ତ କରିଛି। ଓଡ଼ିଶାର ବିଜେପି ପ୍ରଭାରୀ ଭାବେ ବିଜୟପାଳ ସିଂ ତୋମାରଙ୍କୁ ଦାୟିତ୍ଵ ମିଳିଥିବାବେଳେ...

ଶ୍ରୀମନ୍ଦିର ରତ୍ନଭଣ୍ଡାର ନୂଆ କମିଟିକୁ ନେଇ ତେଜୁଛି ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ସରକାର ଅମଳରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଠନ ହୋଇଥିବା କମିଟିକୁ ଭଙ୍ଗି ନୂଆ କମିଟି ଗଠନ କରିଛନ୍ତି ବିଜେପି ସରକାର। ନୂଆ କମିଟି ଗଠନକୁ ନେଇ ଏବେ ତେଜିବାରେ ଲାଗିଛି...

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା କର୍ପୋରେଟ ଫାଉଣ୍ଡେସନର ସମ୍ମିଳନୀ, ସମ୍ମାନିତ ହେବେ ମହିଳା ଉଦ୍ୟୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା କର୍ପୋରେଟ ଫାଉଣ୍ଡେସନର (ଓସିଏଫ୍) ସମ୍ମିଳନୀ। ଏଠାରେ ରାଜ୍ୟର ଅନେକ ମହିଳା ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯିବ। ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି କାର୍ଯ୍ୟକ୍ରମରେ...

ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର: ନୂଆ ସରକାର ଗଢ଼ିଲେ ନୂଆ କମିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥ।...

ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଣନ୍ତୁ ଶାନ୍ତିଲତା ବାରିକ ଛୋଟରାୟଙ୍କ ଲୋକପ୍ରିୟ ଭଜନ ‘ଭଜି ଭଜି ତୋ ନାମ ଚକାନୟନ…’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Wyyb7-mNjTQ&list=PLKig8_kZBmDO02Z3-RD5pxFkTHrW1ZicE ‘ହେ ଚକାନୟନ’, ‘ଭଜି ଭଜି ତୋ ନାମ ଚକାନୟନ’, ‘ମୋ ପ୍ରଭୁ ଜଗନ୍ନାଥ…’ ଏଭଳି ଭାବପୂର୍ଣ୍ଣ ଭଜନ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ। ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶାଲାଇଭ୍...

ବଲିଉଡ ସିନେମା ‘ରଜିଆ ସୁଲତାନ’ରେ ଧର୍ମେନ୍ଦ୍ରଙ୍କ ସହ ଅଭିନୟ କରିବାକୁ ସୁଯୋଗ ପାଇଥିଲି – ଡଲି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=X4djFA1pVyQ ପୁନେସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ଅଭିନୟରେ ପ୍ରଶିକ୍ଷଣ ଲାଭ କରିଥିବା ଏକମାତ୍ର ଓଡ଼ିଆ ଅଭିନେତ୍ରୀ ହେଉଛନ୍ତି ଡଲି ଜେନା। ‘ଆଶାର ଆକାଶ’, ‘ବାଟ ଅବାଟ’, ‘ହୀରା ନୀଳା’ ଓ ‘ଜଗା...

ବ୍ରିଟେନ ସାଧାରଣ ନିର୍ବାଚନରେ ଲେବର ପାର୍ଟିର ବଡ଼ ବିଜୟ: କ୍ଷମତା ହରାଇବେ ଋଷି ସୁନକ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଏଥର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ହାତରୁ କ୍ଷମତା ଯାଇଛି। ତାଙ୍କ ନେତୃତ୍ଵାଧୀନ କନଜରଭେଟିଭ ପାର୍ଟି ଏହି ନିର୍ବାଚନରେ ପରାସ୍ତ ହୋଇଛି। ୧୪...

ଓଡ଼ିଶାର ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ନାୟକଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ଭୁବନେଶ୍ଵରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩...

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ପରିବେଷଣ ହେବ ଶିଶୁ ଯୌନ ନିର୍ଯାତନାକୁ ନେଇ ବିଶେଷ ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଜି ସନ୍ଧ୍ୟା ୭ଟାରେ ପରିବେଷଣ ହେବାକୁ ଯାଉଛି ଶିଶୁ ଯୌନ ନିର୍ଯାତନା ଉପରେ ବିଶେଷ ନାଟକ ‘ସେପ୍ଟେମ୍ବରର ତିରିଶ ଦିନ’। ଯୌନ ପିପାସୁ କବଳରେ ପଡ଼ିଥିବା ଗୋଟିଏ...

ସାଧାରଣ ପ୍ରଶାସନ ବିଭାଗରେ ଅବସ୍ଥାପିତ ହେଲେ ସିଏମଓରେ କାର୍ଯ୍ୟରତ ୪ ଅଧିକାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରରେ ପୁଣି ଏକ ବଦଳି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ରେ କାର୍ଯ୍ୟତର ୪ ଜଣ ଅଧିକାରୀଙ୍କୁ ସାଧାରଣ ପ୍ରଶାସନ (ଜିଏ) ବିଭାଗରେ ଅବସ୍ଥାପିତ କରାଯାଇଛି। ବଦଳି...