ଓଡ଼ିଶାରେ ଜୁଲାଇ ୮ ଯାଏଁ ପ୍ରବଳ ବର୍ଷା ସମ୍ଭାବନା: ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ସକ୍ରିୟ ମୌସୁମୀ ପ୍ରଭାବରେ ବର୍ଷା ଲାଗି ରହିଛି। ରାଜ୍ୟର ଉତ୍ତରରୁ ଦକ୍ଷିଣ ଏବଂ ଉପକୂଳରୁ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେଉଛି। ଜୁଲାଇ ୮ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ରେ ତାଲିମ ପାଠ୍ୟକ୍ରମ: ଦେଶ ବିଦେଶରେ ଆକର୍ଷଣୀୟ କ୍ୟାରିୟର ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲିଫ୍ଟ, ଏସ୍କାଲେଟର ଓ ଟ୍ରାଭେଲେଟର ଆଦି ଉପରେ ବିଶେଷ ତାଲିମ
ଅନ୍ତର୍ଜାତୀୟ ମାନର ଲାବୋରେଟୋରି, ଶିଳ୍ପ ଉପଯୋଗୀ ତାଲିମ
୨୦୨୪-୨୫ ଶିକ୍ଷାବର୍ଷ ଲାଗି ଅନଲାଇନ ଆବେଦନର ଶେଷ ତାରିଖ ଅଗଷ୍ଟ ୩୦
(ଭୁବନେଶ୍ୱର): ବର୍ତ୍ତମାନ ସମୟରେ...
ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସେବା ଭବନରେ ଗୁରୁବାର ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟର ମୁକାବିଲା ପାଇଁ...
ମୟୂରଭଞ୍ଜ: ବୃଦ୍ଧାଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ଅଭିଯୋଗରେ ଯୁବକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ନିଜ ପଡ଼ୋଶୀ ବୃଦ୍ଧାଙ୍କୁ କୁରାଢ଼ିରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଯୁବକ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନିଶ୍ଚିତପୁର...
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି
ଡକ୍ଟର ବିଶ୍ୱରଞ୍ଜନ ଦାସ
ପବିତ୍ର ଦେବସ୍ନାନ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଦେବ ଓ ଦେବୀ ସୁଭଦ୍ରା ଜ୍ୱରରେ ପୀଡ଼ିତ ହୋଇଥାନ୍ତି ଓ ଏଥିଯୋଗୁଁ ଉପଚାର ଘେନୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ନାହିଁ।...
ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ‘ପ୍ରିସିସନ ଇଞ୍ଜିନିୟରିଂ’ ବିଷୟରେ ତାଲିମ ପାଠ୍ୟକ୍ରମ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ବିଦେଶରେ ‘ପ୍ରିସିସନ ଇଞ୍ଜିନିୟରିଂ’ କ୍ଷେତ୍ରରେ ରହିଛି ଆକର୍ଷଣୀୟ କ୍ୟାରିୟର ସୁଯୋଗ। ତେଣୁ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ଦିଆଯାଉଛି। ଏବେ...
ରଥଯାତ୍ରା ଉପଲକ୍ଷେ ଶୁଣନ୍ତୁ ଅକ୍ଷୟ ମହାନ୍ତିଙ୍କର ଲୋକପ୍ରିୟ ଭଜନ ‘ସେ ତ ଭକତ ଭାବରେ ବନ୍ଧା’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=f6DAkaUMvuA
ଓଡ଼ିଆ ସଙ୍ଗୀତ ଜଗତର ସମ୍ରାଟ ଥିଲେ ଅକ୍ଷୟ ମହାନ୍ତି। ଖୋକା ଭାଇ ନାଁରେ ସଭିଁଙ୍କ ପ୍ରିୟ ଅକ୍ଷୟ ମହାନ୍ତି ଓଡ଼ିଆ ସଙ୍ଗୀତକୁ ଦେଇଥିଲେ ନୂଆ ପରିଚୟ। ‘ଯା’ରେ ଭାସି ଭାସି ଯା’’ଠାରୁ...
ଲୋକସେବା ଭବନରେ କାର୍ଯ୍ୟ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନର ସ୍ଥାୟୀ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଗୁରୁବାର ସେ ମୁଣ୍ଡିଆ ମାରି ଲୋକସେବା ଭବନକୁ ପ୍ରବେଶ କରିଥିଲେ। ଏହାପରେ ସେ ଭବନର ତୃତୀୟ...
ସ୍ଵଦେଶ ଫେରିଲା ବିଶ୍ଵ ବିଜୟୀ ଟିମ୍ ଇଣ୍ଡିଆ: ନୂଆଦିଲ୍ଲୀରେ ଜୋରଦାର ସ୍ଵାଗତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାର୍ବାଡୋସରୁ ସ୍ଵଦେଶ ଫେରିଛି ବିଶ୍ଵ ବିଜୟୀ ଭାରତୀୟ କ୍ରିକେଟ ଦଳ। ଗୁରୁବାର ସକାଳେ ସେମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ହଜାର ହଜାର କ୍ରିକେଟପ୍ରେମୀ ଖେଳାଳିମାନଙ୍କୁ ଜୋରଦାର ସ୍ଵାଗତ କରିଥିଲେ।
ନୂଆଦିଲ୍ଲୀରେ ପାହାଞ୍ଚିବା ପରେ...
ରଥଯାତ୍ରାରେ ଲକ୍ଷ୍ମୀ-ନାରାୟଣ ଭେଟ ପରମ୍ପରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ଅନେକ ଅନନ୍ୟ ପରମ୍ପରା। ତା’ମଧ୍ୟରେ ମହାଲକ୍ଷ୍ମୀଙ୍କୁ ନେଇ ରହିଛି କେତୋଟି ନୀତି। ହେରାପଞ୍ଚମୀ ତିଥିରେ ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇଥାନ୍ତି। ଜଗନ୍ନାଥ ତାଙ୍କୁ...





















