ବାହାନଗା ଟ୍ରାଜେଡି: ପ୍ରଧାନମନ୍ତ୍ରୀଙ୍କ ସହ ଆହତମାନଙ୍କ ଚିକିତ୍ସା ବିଷୟରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି।  ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଯାତ୍ରୀମାନଙ୍କ ଜୀବନ ରକ୍ଷା...

ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ସମ୍ପର୍କରେ ଜାଣିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ହେଲ୍ପ ଲାଇନ୍ ନମ୍ବର-୧୯୨୯

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ଟ୍ରେନ୍‌ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ବିଏମସି ପକ୍ଷରୁ ହେଲ୍ପ ଲାଇନ ନମ୍ବର...

ବାହାନଗା ଟ୍ରାଜେଡି: ରେଳଧାରଣାର ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଚାଲିଗଲା ଶତାଧିକ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରେଳଧାରଣାର ବୈଦୁତିକ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଭୟଙ୍କର ଟ୍ରେନ ଟ୍ରାଜେଡି...

ବାହନଗା ଟ୍ରେନ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୧୭୦ ମୃତଦେହ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୮୮ ମୃତକମାନଙ୍କ ମଧ୍ୟରୁ ୧୭୦ ଜଣଙ୍କର ମୃତଦେହ ଭୁବନେଶ୍ୱର ଅଣାଯାଇଛି। ଏମ୍ସ ସମେତ ଭୁବନେଶ୍ୱରର ବିଭିନ୍ନ...

ଆଜି ଦେବସ୍ନାନ ପୂର୍ଣ୍ଣିମା: ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ମହାସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଜ୍ୟେଷ୍ଠମାସ ଶୁକ୍ଲପକ୍ଷ ପୂର୍ଣ୍ଣମୀ ତିଥିର ଏହି ଦିନକୁ ସମସ୍ତେ ଦେବସ୍ନାନ ପୂର୍ଣ୍ଣିମା ବୋଲି କହିଥାନ୍ତି। ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ...

ମୃତ୍ୟୁ ଏମିତି ବି ଆସେ: ବାହାନଗାରେ ଭୟଙ୍କର ଦୁର୍ଘଟଣା, ହୃଦୟ ବିଦାରକ ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ କିଏ ଭାବିଥିଲା ମୃତ୍ୟୁ ଏମିତି ଆସିବ, ଟ୍ରେନ ଯାତ୍ରା ଶ୍ମଶାନକୁ ବାଟ କଢ଼େଇବ? ଚାହୁଁ ଚାହୁଁ ସବୁକିଛି ଶେଷ ହୋଇଯିବ? ହସଖୁସିରେ କରମଣ୍ଡଳ ଏକ୍ସପ୍ରେସରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବା ମହଙ୍ଗା...

ବାହାନଗା ଟ୍ରେନ ଟ୍ରାଜେଡି: ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାହାନଗା ଗସ୍ତ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ...

ବାହାନଗା ଟ୍ରେନ ଟ୍ରାଜେଡି: ବାଲେଶ୍ଵର ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ବାହାନଗା ରେଳ ଦୁର୍ଘଟଣାର ଆହତ ହୋଇଥିବା ଯାତ୍ରୀମାନଙ୍କୁ ଭେଟିଛନ୍ତି। ସେ ବାଲେଶ୍ଵର ଡାକ୍ତରଖାନାକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି...

ବାହାନଗା ଟ୍ରେନ ଟ୍ରାଜେଡି: ଶୋକ ପ୍ରକାଶ କଲେ ବିଭିନ୍ନ ରାଷ୍ଟ୍ରମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଯୋଗୁଁ ଏବେ ସାରା ଦେଶରେ ଦୁଃଖର ବାତାବରଣ ଖେଳିଯାଇଛି। ଏହି ଟ୍ରେନ ଟ୍ରାଜେଡିକୁ ନେଇ ଏବେ ସାରା ବିଶ୍ୱରୁ ଶୋକର ବାର୍ତ୍ତା...

ବାହାନଗାରେ ଟ୍ରେନ୍ ଟ୍ରାଜେଡିର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ବାହାନଗାର ଦୁର୍ଘଟଣାସ୍ଥଳରେ...