ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ଛତିଶା ନିଯୋଗ ସଦସ୍ୟଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ପୁରୀ ଛତିଶା ନିଯୋଗର ସଦସ୍ୟମାନଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଗୁରୁବାର...
ଭୁବନେଶ୍ଵରର ମୁକୁଳା ଡ୍ରେନରେ ଭାସି ନାବାଳକର ମୃତ୍ୟୁ ଘଟଣା: ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଲା ବିଏମସି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ଵରର ମୁକୁଳା ଡ୍ରେନରେ ଭାସି ନାବାଳକ ମୃତ୍ୟୁ ଘଟଣାକୁ ନେଇ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ଭୁବନେଶ୍ଵର ମହାନଗର ନିଗମ (ବିଏମସି)।
ଜୁନ ୧୮ ତାରିଖରେ ୟୁନିଟ-୩ ମସଜିଦ କଲୋନୀର ୧୦...
ବାରବାଟୀକୁ ଫେରିବ ଅନ୍ତର୍ଜାତୀୟ କ୍ରିକେଟ୍: ୨୦୨୫ ଫେବ୍ରୁଆରିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ ବାରବାଟୀ ଷ୍ଟାଡିୟମକୁ ଫେରିବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ୨୦୨୫ ଫେବ୍ରୁଆରି ୯ ତାରିଖରେ ଏଠାରେ ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ। ଦୀର୍ଘ ୫ ବର୍ଷର ଅପେକ୍ଷା ପରେ...
ଶିଶୁ ଯୌନ ନିର୍ଯାତନାକୁ ନେଇ ଏକ ଭିନ୍ନ ନାଟକ – ‘ସେପ୍ଟେମ୍ବରର ତିରିଶ ଦିନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ଦୁନିଆରେ ଅନେକ କୋମଳମତି ଶିଶୁ ବିଶେଷ କରି କନ୍ୟାମାନେ ନିଜ ପରିବାର ଭିତରେ ବି ସୁରକ୍ଷିତ ନାହାନ୍ତି। ସେମାନେ ପରିବାରର ନିକଟ ସମ୍ପର୍କୀୟଙ୍କ ଦ୍ଵାରା ବିଭିନ୍ନ ସମୟରେ ଯୌନ ନିର୍ଯାତନାର...
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୂର୍ବପ୍ରସ୍ତୁତି: ଆଜି ରାତି ୧୨ଟାରୁ ୧୧ଘଣ୍ଟା ଯାଏଁ ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ଗୁରୁବାର ରାତି ୧୨ଟାରୁ ଶୁକ୍ରବାର ସକାଳ ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦେବସ୍ନାନ ପୂର୍ଣ୍ଣିମା...
ସୂଚନା ଓ ଲୋକସମ୍ପର୍କ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସମୀକ୍ଷା କରିଛନ୍ତି। ଏନେଇ ରାଜ୍ୟ ଅତିଥି ଭବନରେ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର...
ଆସନ୍ତାକାଲି ଓଡ଼ିଶାରେ ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ଜୁନ ୨୧ ତାରିଖରେ ଓଡ଼ିଶାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ ଖୋଲା...
ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ହକି ଶିବିର: ଭାରତୀୟ ପୁରୁଷ ଦଳର ୨୭ ଜଣ ଖେଳାଳିଙ୍କ ନାଁ ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ଅଲିମ୍ପିକ୍ସ ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଜାତୀୟ ହକି ଶିବିର। ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆର(ସାଇ) ବେଙ୍ଗାଳୁରୁସ୍ଥିତ ଏକାଡେମୀରେ ୨୧ ଜୁନରୁ ୮ ଜୁଲାଇ ପର୍ଯ୍ୟନ୍ତ...
ହାଣ୍ଡିଶାଳ ଚିନ୍ତା: ଧାଇଁ ଧାଇଁ ବଢ଼ୁଛି ପରିବା ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବା ଦର ଶୁଣି ଛାନିଆ ହେଉଛନ୍ତି ଲୋକେ। ଦିନକୁ ଦିନ ପରିବା ଦର ବଢ଼ୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଖାଉଟି।
ପ୍ରାୟ ଗୋଟିଏ ସପ୍ତାହ ହେଲା ବଢ଼ି ଚାଲିଛି ପରିବା ଦର। ସପ୍ତାହକ ପୂର୍ବରୁ...
ଭାରତରେ ବିଜ୍ଞାପନ ପ୍ରକାଶନ ଓ ପ୍ରସାରଣ ପାଇଁ ସ୍ୱ-ଘୋଷଣା ପ୍ରମାଣପତ୍ର ବାଧ୍ୟତାମୂଳକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏବେ ବିଜ୍ଞାପନକୁ ନେଇ ନୂଆ ନିୟମ ଲାଗୁ ହୋଇଛି। କୌଣସି ବିଜ୍ଞାପନର ପ୍ରକାଶନ କିମ୍ବା ପ୍ରସାରଣ ପୂର୍ବରୁ ବିଜ୍ଞାପନଦାତା ଓ ବିଜ୍ଞାପନ ଏଜେନ୍ସି ସ୍ୱ-ଘୋଷଣା (ସେଲ୍ଫ ଡିକ୍ଲାରେସନ୍) ପ୍ରମାଣପତ୍ର ଦାଖଲ...





















