ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୂର୍ବପ୍ରସ୍ତୁତି: ଆଜି ରାତି ୧୨ଟାରୁ ୧୧ଘଣ୍ଟା ଯାଏଁ ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ଗୁରୁବାର ରାତି ୧୨ଟାରୁ ଶୁକ୍ରବାର ସକାଳ ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦେବସ୍ନାନ ପୂର୍ଣ୍ଣିମା...
ସୂଚନା ଓ ଲୋକସମ୍ପର୍କ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସମୀକ୍ଷା କରିଛନ୍ତି। ଏନେଇ ରାଜ୍ୟ ଅତିଥି ଭବନରେ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର...
ଆସନ୍ତାକାଲି ଓଡ଼ିଶାରେ ସକାଳ ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି, ଜୁନ ୨୧ ତାରିଖରେ ଓଡ଼ିଶାର ସମସ୍ତ ସରକାରୀ, ବେସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ଯାଏଁ ଖୋଲା...
ଅଲିମ୍ପିକ୍ସ ପୂର୍ବରୁ ଜାତୀୟ ହକି ଶିବିର: ଭାରତୀୟ ପୁରୁଷ ଦଳର ୨୭ ଜଣ ଖେଳାଳିଙ୍କ ନାଁ ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ଅଲିମ୍ପିକ୍ସ ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ହେବାକୁ ଯାଉଛି ଜାତୀୟ ହକି ଶିବିର। ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆର(ସାଇ) ବେଙ୍ଗାଳୁରୁସ୍ଥିତ ଏକାଡେମୀରେ ୨୧ ଜୁନରୁ ୮ ଜୁଲାଇ ପର୍ଯ୍ୟନ୍ତ...
ହାଣ୍ଡିଶାଳ ଚିନ୍ତା: ଧାଇଁ ଧାଇଁ ବଢ଼ୁଛି ପରିବା ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ପରିବା ଦର ଶୁଣି ଛାନିଆ ହେଉଛନ୍ତି ଲୋକେ। ଦିନକୁ ଦିନ ପରିବା ଦର ବଢ଼ୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଖାଉଟି।
ପ୍ରାୟ ଗୋଟିଏ ସପ୍ତାହ ହେଲା ବଢ଼ି ଚାଲିଛି ପରିବା ଦର। ସପ୍ତାହକ ପୂର୍ବରୁ...
ଭାରତରେ ବିଜ୍ଞାପନ ପ୍ରକାଶନ ଓ ପ୍ରସାରଣ ପାଇଁ ସ୍ୱ-ଘୋଷଣା ପ୍ରମାଣପତ୍ର ବାଧ୍ୟତାମୂଳକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଏବେ ବିଜ୍ଞାପନକୁ ନେଇ ନୂଆ ନିୟମ ଲାଗୁ ହୋଇଛି। କୌଣସି ବିଜ୍ଞାପନର ପ୍ରକାଶନ କିମ୍ବା ପ୍ରସାରଣ ପୂର୍ବରୁ ବିଜ୍ଞାପନଦାତା ଓ ବିଜ୍ଞାପନ ଏଜେନ୍ସି ସ୍ୱ-ଘୋଷଣା (ସେଲ୍ଫ ଡିକ୍ଲାରେସନ୍) ପ୍ରମାଣପତ୍ର ଦାଖଲ...
ୟୁଜିସି-ନେଟ୍ ପରୀକ୍ଷା ବାତିଲ: ଏନଟିଏର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ନାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ଵାରା ପରିଚାଳିତ ୟୁଜିସି-ନେଟ୍ ପରୀକ୍ଷାକୁ ବାତିଲ କରାଯାଇଛି। ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ସହକାରୀ ପ୍ରଫେସର ପଦବୀ ଏବଂ ଜୁନିୟର...
ସୁରମା ପାଢ଼ୀ: ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପିର ବରିଷ୍ଠ ବିଧାୟିକା ସୁରମା ପାଢ଼ୀ। ଗୁରୁବାର ସେ ନିର୍ଦ୍ଵନ୍ଦ୍ଵରେ ବାଚସ୍ପତି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ବିଧାନସଭାରେ ସବୁ ଦଳର...
ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇନି – ଆଇନ ମନ୍ତ୍ରୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆସନ୍ତା ଜୁଲାଇ ୮ ତାରିଖରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ବୁଧବାର ସନ୍ଧ୍ୟାରେ କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। କେବେ ରତ୍ନଭଣ୍ଡାର...
କେମିତି ଭଲ ହେବ ଫ୍ୟାଟି ଲିଭର?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=0xQBMEVwshs
ଲିଭର ବା ଯକୃତ ଆମ ଶରୀରର ଏକ ଅବିଚ୍ଛିନ୍ନ ଅଙ୍ଗ। ଖାଦ୍ୟ ହଜମ ହେବାଠାରୁ ଆରମ୍ଭ କରି ଖାଦ୍ୟରେ ଥିବା ବିଷାକ୍ତ ପଦାର୍ଥକୁ ବିଶୁଦ୍ଧ କରିବା, ଲିଭରର ମୁଖ୍ୟ କାର୍ଯ୍ୟ।...




















