ଭୁବନେଶ୍ୱର-ଏକାମ୍ର ଆସନରେ ପଦ୍ମ ଫୁଟିଲା, ଆସିଲେ ବାବୁ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଭୁବନେଶ୍ୱର-ଏକାମ୍ର ନିର୍ବାଚନମଣ୍ଡଳୀରୁ ଆସିଛି ବଡ଼ ଜନାଦେଶ। ଏହି ଆସନରେ ପଦ୍ମ ଫୁଟିଛି। ବିଜେଡି ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ବାବୁ ସିଂ ବିଜୟୀ ହୋଇଛନ୍ତି। ୨୦୦୦...

ଲୋକସଭା ନିର୍ବାଚନ ଫଳାଫଳ: ୨୯୪ ଆସନରେ ଆଗୁଆ ଏନଡିଏ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ସପକ୍ଷରେ ପୁଣିଥରେ ଜନମତ ଆସୁଛି। ଅପରାହ୍ଣ ୩ଟା ସୁଦ୍ଧା ଏନଡିଏ ୨୯୪ଟି ଆସନରେ ଆଗୁଆ ରହିଛି। ସେହିପରି ଇଣ୍ଡି ମେଣ୍ଟ  ୨୩୨ଟି...

ନିର୍ବାଚନ ୨୦୨୪: ଜାଣନ୍ତୁ କିଏ ଜିତିଲେ, କିଏ ହାରିଲେ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସରୁଛି ଭୋଟ ଗଣତି, ଆସିବାକୁ ଲାଗିଛି ୨୦୨୪ ନିର୍ବାଚନ ଫଳାଫଳ। ଏଥର ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି ଅଦ୍ଭୁଦ ସ୍ଥିତି। ଓଡ଼ିଶାରେ ପଲିଟିକାଲ ମହାଲଢ଼େଇର ଚିତ୍ର ଧୀରେ ଧୀରେ ସ୍ପଷ୍ଟ...

ଓଡ଼ିଶା ନିର୍ବାଚନ ଫଳାଫଳ: ଆଗରେ ଅଭିନେତା ସିଦ୍ଧାନ୍ତ ଓ ଆକାଶ, ପଛରେ ଅରିନ୍ଦମ, ବର୍ଷା ଓ ମନୋଜ ମିଶ୍ର

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୨୪ ନିର୍ବାଚନୀ ମହାସମରରେ ଏଥର ୫ ଜଣ ଓଲିଉଡ୍ ଅଭିନେତା ଓ ଅଭିନେତ୍ରୀ ନିଜର ରାଜନୈତିକ ଭାଗ୍ୟ ଭବିଷ୍ୟତ ପରୀକ୍ଷା କରିଛନ୍ତି। ସେମାନେ ହେଲେ ବିଜେପିର ସିଦ୍ଧାନ୍ତ ମହାପାତ୍ର, ଆକାଶ...

ପୁରୀ ଓ କାକଟପୁରରେ କଡ଼ା ଟକ୍କର: ପିପିଲି, ବ୍ରହ୍ମଗିରି, ସତ୍ୟବାଦୀ ଓ ନିମାପଡ଼ାରେ ବିଜେପି ଆଗରେ

(ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ) ଉପକୂଳ ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା ପୁରୀ। ଏହା ଅଧୀନରେ ଥିବା ବିଭିନ୍ନ ବିଧାନସଭା କ୍ଷେତ୍ରରୁ ପୁରୀ ଓ କାକଟପୁର ଆସନରେ ଶାସକ ବିଜେଡି କଡ଼ା ଟକ୍କରର ମୁକାବିଲା କରୁଛି।...

ଓଡ଼ିଶା ବିଧାନସଭା ଫଳାଫଳ: ୭୪ଟି ଆସନରେ ବିଜେପି ଆଗୁଆ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ଅପରାହ୍ଣ ସାଢ଼େ ୧ଟା ସୁଦ୍ଧା ବିଭିନ୍ନ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଆଗୁଆ ରହିଥିବା ଜଣାପଡ଼ିଛି। ୧୪୭ଟି ଆସନରୁ ବିଜେପି ୭୪ଟି ଆସନରେ...

ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନ: ଆଗରେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ଉପରେ ଅଟକିଛି ସାରା ରାଜ୍ୟର ନଜର। ଚଳିତ ଥର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇଟି ଆସନରେ ନିର୍ବାଚନ ଲଢ଼ୁଥିବାବେଳେ ସମସ୍ତଙ୍କ ନଜର ତାଙ୍କରି...

ଲୋକସଭା: ନବରଙ୍ଗପୁର, କଳାହାଣ୍ଡି ଓ ବରଗଡ଼ ଆସନରେ ବିଜେପି ଆଗରେ, କନ୍ଧମାଳରେ ବିଜେଡି, କୋରାପୁଟରେ କଂଗ୍ରେସ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକସଭା ଆସନରେ ମୁଖ୍ୟତଃ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ସକାଳ ୧୧ଟା ୧୫ ସୁଦ୍ଧା ଭାରତୀୟ ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରୁ ମିଳିଥିବା ତଥ୍ୟ...

ଲୋକସଭା: ସୁନ୍ଦରଗଡ଼, ବ୍ରହ୍ମପୁର ଓ ବଲାଙ୍ଗୀରରେ ଆଗରେ ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଓଡ଼ିଶାରେ ଲୋକସଭା ଆସନର ଫଳାଫଳ ବିଜେପି ଆଡ଼କୁ ଢଳିବା ଭଳି ସୂଚନା ମିଳିଛି। ପ୍ରାଥମିକ ପର୍ଯ୍ୟାୟରେ ଆସିଥିବା ଭୋଟ ଗଣତି ଫଳାଫଳ ଅନୁଯାୟୀ ବିଭିନ୍ନ ଆସନରେ ଆସିଥିବା ବିଜେପି ପ୍ରାର୍ଥୀମାନେ...

ସମ୍ବଲପୁର, ପୁରୀ, ବାଲେଶ୍ୱର ଲୋକସଭା ଆସନରେ ବିଜେପି ଆଗରେ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ଲୋକସଭା ଫଳାଫଳ ବିଜେପି ମୁହାଁ ମନେହେଉଛି। ସକାଳ ୧୦ଟା ୪୫ ସୁଦ୍ଧା ବିଜେପି ୧୭ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି ଓ କଂଗ୍ରେସ ପ୍ରତ୍ୟେକ ୨ଟି ଆସନରେ...