ଇତିହାସ ପାଲଟିଯିବ ଲଢୁଆ ବିମାନ ମିଗ୍‌-୨୧

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/kxITBuPD8o4 ଦୀର୍ଘ ୬୨ ବର୍ଷର ସେବା ପରେ ଭାରତୀୟ ବାୟୁସେନାରୁ ଅବସର ନେବାକୁ ଯାଉଛି ଲଢୁଆ ବିମାନ ମିଗ୍‌-୨୧। ଆସନ୍ତା ସେପ୍ଟେମ୍ବର ୧୯ରେ ଚଣ୍ଡିଗଡ଼ ଏୟାରବେସରେ ଏହି ବିମାନକୁ ଆନୁଷ୍ଠାନିକ ଭାବେ ବିଦାୟ...

ଉତ୍ତର ପ୍ରଦେଶ: ସ୍ୱାମୀଙ୍କୁ ପିଠିରେ ବୋହି ୧୫୦ କିଲୋମିଟର ଚାଲିଲେ ସ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/UZVxjkAtL5M ଚାଲିଛି ଆସ୍ଥା ଓ ଭକ୍ତିର ମହାଯାତ୍ରା 'କାଉଡ଼ିଆ ଯାତ୍ରା'। ମହାଦେବଙ୍କୁ ଜଳଲାଗି କରିବାକୁ ଦୂର ଦୂରାନ୍ତରୁ ବିଭିନ୍ନ ଶୈବପୀଠକୁ ଯାତ୍ରା କରୁଛନ୍ତି ଭକ୍ତ। ଏହାରି ଭିତରେ ସାମ୍ନାକୁ ଆସିଛି ଏପରି ଏକ...

ଓଡ଼ିଶାରେ ଏକାଥରକେ ୪୭ ଆଇଏଏସ୍ ଅଧିକାରୀଙ୍କ ବଦଳି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/nTeAMVRgJps ଓଡ଼ିଶାରେ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ଏକାଥରକେ ୪୭ ଜଣ ଆଇଏଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ଖୋର୍ଦ୍ଧା, ପୁରୀ, ଗଞ୍ଜାମ ସମେତ ୧୬ଟି ଜିଲ୍ଲାରେ ନୂଆ...

ଯୁବପିଢ଼ିଙ୍କ କ୍ୟାରିୟର ସ୍ୱପ୍ନ ପୂରଣ କରିବାରେ ସହାୟକ ହେଉଛି ବିଶ୍ୱ ଦକ୍ଷତା କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ର ଅଞ୍ଜୁଲତା, କେନ୍ଦୁଝରର ପ୍ରୀତି, ଗଞ୍ଜାମର ଆଫ୍ରିନ ଏବଂ କୋରାପୁଟର ଯସ୍ମିନଙ୍କ ସଂଘର୍ଷ କାହାଣୀ ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା (ଭୁବନେଶ୍ୱର): ‘‘ବିଦେଶରେ ଚାକିରି କରିବି ବୋଲି ମୁଁ କେବେ ଭାବି ନଥିଲି।...

କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/ZXcZpU_J8AQ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼। ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ...

ଚିରନିଦ୍ରାରେ ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Gfool9CFCOU ଚିରନିଦ୍ରାରେ ସାଉଦି ଆରବର 'ସ୍ଲିପିଂ ପ୍ରିନ୍ସ' ପ୍ରିନ୍ସ ଅଲୱଲିଦ ବିନ୍ ଖାଲିଦ। ୨୦ ବର୍ଷ କୋମାରେ ରହିବା ପରେ ଜୁଲାଇ ୧୯ ତାରିଖରେ ତାଙ୍କର ଦେହାନ୍ତ ହୋଇଛି। 'ସ୍ଲିପିଂ ପ୍ରିନ୍ସ' ଭାବେ ଜଣାଶୁଣା...

ଡିଜିଟାଲ ପେମେଣ୍ଟରେ ଭାରତ ଏକ ନମ୍ବର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/iC05IaJkoOI ଡିଜିଟାଲ ପେମେଣ୍ଟରେ ଶୀର୍ଷରେ ରହିଛି ଭାରତ। ପ୍ରତି ମାସରେ ଭାରତରେ ୧,୮୦୦ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ ୟୁପିଆଇ ଜରିଆରେ ହେଉଛି। ୨୦୨୫ ଜୁନ ମାସରେ ୨୪ ଲକ୍ଷ କୋଟିରୁ ଅଧିକ ଟଙ୍କାର...

ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡ଼ିତା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/-q3yL4PgFM0 ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁରୀ ଜିଲ୍ଲା ବଳଙ୍ଗାରେ ଘଟିଥିବା ଘଟଣା ଜଳୁଥିବା ନିଆଁରେ ଘିଅ ଢାଳିବା ଭଳି...

ଏଣିକି ଓଡ଼ିଶାରେ ବୋତଲରେ ମିଳିବନି ପେଟ୍ରୋଲ ଓ ଡିଜେଲ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/ZfwV_Hq8q9U ଏଣିକି ରାଜ୍ୟରେ ବୋତଲରେ ଆଉ ମିଳିବନି ପେଟ୍ରୋଲ କିମ୍ବା ଡିଜେଲ। କେବଳ ଗାଡ଼ିରେ ହିଁ ଭରାଯିବ। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ରାଜ୍ୟ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସ ପକ୍ଷରୁ ନିଆଯାଇଛି...

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ ପ୍ରଧାନ ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/yjzTWGaygbM ଜଣେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେଲେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଗିରଫ ପରେ ଉଦିତ ପ୍ରଧାନଙ୍କୁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି...