କାହିଁକି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/ZXcZpU_J8AQ
ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜଗଦୀପ ଧନଖଡ଼। ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୦୨୭ରେ ଶେଷ...
ଚିରନିଦ୍ରାରେ ସାଉଦି ଆରବର ‘ସ୍ଲିପିଂ ପ୍ରିନ୍ସ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/Gfool9CFCOU
ଚିରନିଦ୍ରାରେ ସାଉଦି ଆରବର 'ସ୍ଲିପିଂ ପ୍ରିନ୍ସ' ପ୍ରିନ୍ସ ଅଲୱଲିଦ ବିନ୍ ଖାଲିଦ। ୨୦ ବର୍ଷ କୋମାରେ ରହିବା ପରେ ଜୁଲାଇ ୧୯ ତାରିଖରେ ତାଙ୍କର ଦେହାନ୍ତ ହୋଇଛି।
'ସ୍ଲିପିଂ ପ୍ରିନ୍ସ' ଭାବେ ଜଣାଶୁଣା...
ଡିଜିଟାଲ ପେମେଣ୍ଟରେ ଭାରତ ଏକ ନମ୍ବର
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/iC05IaJkoOI
ଡିଜିଟାଲ ପେମେଣ୍ଟରେ ଶୀର୍ଷରେ ରହିଛି ଭାରତ। ପ୍ରତି ମାସରେ ଭାରତରେ ୧,୮୦୦ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନ ୟୁପିଆଇ ଜରିଆରେ ହେଉଛି। ୨୦୨୫ ଜୁନ ମାସରେ ୨୪ ଲକ୍ଷ କୋଟିରୁ ଅଧିକ ଟଙ୍କାର...
ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡ଼ିତା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/-q3yL4PgFM0
ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁରୀ ଜିଲ୍ଲା ବଳଙ୍ଗାରେ ଘଟିଥିବା ଘଟଣା ଜଳୁଥିବା ନିଆଁରେ ଘିଅ ଢାଳିବା ଭଳି...
ଏଣିକି ଓଡ଼ିଶାରେ ବୋତଲରେ ମିଳିବନି ପେଟ୍ରୋଲ ଓ ଡିଜେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/ZfwV_Hq8q9U
ଏଣିକି ରାଜ୍ୟରେ ବୋତଲରେ ଆଉ ମିଳିବନି ପେଟ୍ରୋଲ କିମ୍ବା ଡିଜେଲ। କେବଳ ଗାଡ଼ିରେ ହିଁ ଭରାଯିବ। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ରାଜ୍ୟ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସ ପକ୍ଷରୁ ନିଆଯାଇଛି...
ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ ପ୍ରଧାନ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/shorts/yjzTWGaygbM
ଜଣେ ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହେଲେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଗିରଫ ପରେ ଉଦିତ ପ୍ରଧାନଙ୍କୁ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି...
ଏମ୍ପ୍ଲୟମେଣ୍ଟ ଲିଙ୍କଡ୍ ଇନସେଣ୍ଟିଭ ଯୋଜନା: ନୂଆ ଚାକିରିଆଙ୍କୁ ସରକାର ଦେବେ ୧୫ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=6wA9cPOTWdM&t=2s
ଭାରତରେ ଚାକିରି ତଥା ରୋଜଗାର କ୍ଷେତ୍ରରେ ନୂଆ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କ୍ୟାବିନେଟରେ ଏମ୍ପ୍ଲୟମେଣ୍ଟ ଲିଙ୍କଡ୍ ଇନସେଣ୍ଟିଭ (ଇଏଲଆଇ) ଯୋଜନାକୁ ଅନୁମୋଦନ କରାଯାଇଛି। ଏହି ଯୋଜନା ପାଇଁ ୧...
ପିପିଲି: ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୁରୀ ଜିଲ୍ଲା ପିପିଲି ବଳଙ୍ଗା ଥାନା ଅଞ୍ଚଳରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା।...
“ବିରୋଧୀ ଡାହାଣୀ ହୋଇ ଲାଗୁଛନ୍ତି, ଗୁଣିଆ ହେଇ ଝାଡ଼ୁଛନ୍ତି”
ଓଡ଼ିଶାଲାଇଭ୍ ବ୍ୟୁରୋ
“ବିରୋଧୀ ବିଜେଡି ଏବଂ କଂଗ୍ରେସ ଡାହଣୀ ହୋଇ ଲାଗୁଛନ୍ତି, ଗୁଣିଆ ହୋଇ ଝାଡ଼ୁଛନ୍ତି। ଅସ୍ତିତ୍ୱ ବଜାୟ ରଖିବା ଓ ଚର୍ଚ୍ଚାରେ ରହି ହେଉଛି ଉଭୟ ଦାଳର ପ୍ରକୃତ ଉଦ୍ଦେଶ୍ୟ। ନିଜ ନିଜ...
ସୌମ୍ୟାଶ୍ରୀ ମୃତ୍ୟୁ ମାମଲା: ଏଫଏମ କଲେଜରେ ତଦନ୍ତକାରୀ ଟିମ୍ର ତନାଘନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ଚାଲିଛି ତନାଘନା। ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ତଦନ୍ତକାରୀ ଟିମ କଲେଜରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।
ତଦନ୍ତକାରୀ ଟିମ୍ ଆଇସିସି...





















