ନିଉଜ ରୁମର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେଲା ‘ଡିଭାଇନ ପୁରୀ କନକ୍ଲେଭ’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ଵର): ‘ନିଉଜ ରୁମ୍’ ଡିଜିଟାଲ ପ୍ଲାଟଫର୍ମର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ଵରସ୍ଥିତ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ‘ଡିଭାଇନ ପୁରୀ କନକ୍ଲେଭ’। ନିଉଜରୁମ ପ୍ରତିଷ୍ଠାତା ସମ୍ପାଦକ ମନୋରଞ୍ଜନ ମିଶ୍ର...

ବଦଳିଲା ୟୁଟ୍ୟୁବ ମନିଟାଇଜେସନ ପଲିସି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/PqqT_Wib1xc ୟୁଟ୍ୟୁବ ମନିଟାଇଜେସନ ପଲିସିରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ମାସ-ପ୍ରୋଡ୍ୟୁସଡ୍ ଏବଂ ରିପିଟେଟିଭ୍ ଭିଡିଓରେ ଆଉ ରୋଜଗାର କରିପାରିବେନି କ୍ରିଏଟର୍ସ। ଜୁଲାଇ ୧୫ଠାରୁ ଏହି ନିୟମ ଲାଗୁ କରିଛି ୟୁଟ୍ୟୁବ। ୟୁଟ୍ୟୁବ ପାର୍ଟନର...

ମୟୂରଭଞ୍ଜ ଜିଲ୍ଲାରେ ଓଡ଼ିଶା ବନ୍ଦର ପ୍ରଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଓ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ପକ୍ଷରୁ...

ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ଆଜି ସାରା ଓଡ଼ିଶା ବନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଓ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ପକ୍ଷରୁ ଓଡ଼ିଶାରେ ଆଜି ୧୨...

ମୟୂରଭଞ୍ଜ: ୩ କଲରାପତରିଆ ବାଘ ଚମଡ଼ା ସହ ୭ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ବାରିପଦା ବନଖଣ୍ଡ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ମିଳିତ ଭାବେ ଚଢ଼ଉ କରାଯାଇ ୩ଟି କଲରାପତରିଆ ବାଘ ଛାଲ ଜବତ କରାଯିବା...

ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନ ବିଭାଗର ଅନ୍ତର୍ଜାତୀୟ ସେମିନାର ଅନୁଷ୍ଠିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ‘ପରିବର୍ତ୍ତନଶୀଳ ବିଶ୍ୱରେ ମନୋବିଜ୍ଞାନର ପ୍ରୟୋଗ: ବୁଝାମଣା, କାର୍ଯ୍ୟାନ୍ୱୟନ ଓ ପରିବର୍ତ୍ତନ’ ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ ସେମିନାର ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗ ପକ୍ଷରୁ...

ଓଡ଼ିଶାରେ ଜୁଲାଇ ୨୧ ଯାଏଁ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଜୁଲାଇ ୨୧ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ...

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେଡିର ଆନ୍ଦୋଳନ, ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଓ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ...

ବାରିପଦାରୁ ୫୨ କିଜି ଗଞ୍ଜେଇ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ଜାତୀୟ ରାଜପଥର ବୁଢ଼ାମରା ଛକ ନିକଟରେ ଥିବା ଏକ ଫାର୍ମ ହାଉସରୁ ୫୨ କିଲୋଗ୍ରାମ ଗଞ୍ଜେଇ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଟ୍ରେନିଂ ଅଫ୍‌ ଟ୍ରେନର୍ସ’ କାର୍ଯ୍ୟକ୍ରମ: ବିହାରର ବିଭିନ୍ନ ସରକାରୀ ଆଇଟିଆଇର ୩୪ ଜଣ ପ୍ରଶିକ୍ଷକଙ୍କୁ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଟ୍ରେନିଂ ଅଫ୍‌ ଟ୍ରେନର୍ସ (ଟିଓଟି) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ଏକାଡେମୀ ପକ୍ଷରୁ ଆୟୋଜିତ ଏହି...