ଓଡ଼ିଶାରେ ଜୁଲାଇ ୨୧ ଯାଏଁ ପ୍ରବଳ ବର୍ଷିବ!

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଜୁଲାଇ ୨୧ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ...

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ ବିଜେଡିର ଆନ୍ଦୋଳନ, ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଓ ପ୍ରତିବାଦ ତୀବ୍ର ହେବାରେ ଲାଗିଛି। ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ...

ବାରିପଦାରୁ ୫୨ କିଜି ଗଞ୍ଜେଇ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ବାରିପଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରି ଜାତୀୟ ରାଜପଥର ବୁଢ଼ାମରା ଛକ ନିକଟରେ ଥିବା ଏକ ଫାର୍ମ ହାଉସରୁ ୫୨ କିଲୋଗ୍ରାମ ଗଞ୍ଜେଇ...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଟ୍ରେନିଂ ଅଫ୍‌ ଟ୍ରେନର୍ସ’ କାର୍ଯ୍ୟକ୍ରମ: ବିହାରର ବିଭିନ୍ନ ସରକାରୀ ଆଇଟିଆଇର ୩୪ ଜଣ ପ୍ରଶିକ୍ଷକଙ୍କୁ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱରଠାରେ ସ୍ଥାପିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ‘ଟ୍ରେନିଂ ଅଫ୍‌ ଟ୍ରେନର୍ସ (ଟିଓଟି) କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଶ୍ୱ ଦକ୍ଷତା କେନ୍ଦ୍ରର ଏକାଡେମୀ ପକ୍ଷରୁ ଆୟୋଜିତ ଏହି...

ପଞ୍ଚଭୂତରେ ଲୀନ ହେଲା ସୌମ୍ୟାଶ୍ରୀଙ୍କ ମରଶରୀର

ଓଡ଼ିଶାଲାଇଭ୍ ବ୍ୟୁରୋ ପଞ୍ଚଭୂତରେ ଲୀନ ହେଲା ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମରଶରୀର। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ସୁନାଧରଭସାଣ ପଞ୍ଚାୟତର ପଳାସିଆ ଗ୍ରାମରେ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର...

ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୀବନ-ମରଣ ସଂଗ୍ରାମରେ ହାରିଗଲେ ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ। ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ଘୋଷଣା...

ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି ଏଫଏମ କଲେଜ ଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ରାଜ୍ୟକୁ ସ୍ତବ୍ଧ କରିଛି ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଘଟଣା। ଆତ୍ମାହୁତି ଉଦ୍ୟମ ପରେ ଏବେ ଭୁବନେଶ୍ଵରସ୍ଥିତ ଏମ୍ସ ହସ୍ପିଟାଲରେ ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି ଛାତ୍ରୀ ଜଣକ। ଛାତ୍ରୀଙ୍କ ଶରୀରର...

ନାରାୟଣପାଟଣାରେ ପ୍ରେମ ପାଇଁ ଦଣ୍ଡ, ପ୍ରେମୀ ଯୋଡ଼ିଙ୍କ ବେକରେ ଯୁଆଳି ପକାଇଲେ ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଏଠି ପ୍ରେମ କରିବା ପାପ। ପ୍ରେମ କଲେ ମିଳିବ କଠୋର ଦଣ୍ଡ, ବସିବ କଙ୍ଗାରୁ କୋର୍ଟ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବୋରିଗି ପଞ୍ଚାୟତର...

ଓଡ଼ିଶାର ପ୍ରଥମ ମହିଳା ସରକାରୀ ଗାଡ଼ି ଡ୍ରାଇଭର – ସନ୍ଧ୍ୟାରାଣୀ ମାଝୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଘର ଚଳେଇବାଠାରୁ ଗାଡ଼ି ଚଲେଇବା, ସବୁକ୍ଷେତ୍ରରେ ପାରଙ୍ଗମ ଆଜିର ମହିଳା। ସେଇଥିପାଇଁ ସବୁକ୍ଷେତ୍ରରେ ମହିଳାଙ୍କୁ ମିଳୁଛି ସମାନ ଅଧିକାର। ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାରୀ ଗାଡ଼ିର ଡ୍ରାଇଭର ଭାବେ ନିଯୁକ୍ତ...

ହରିୟାଣାର ଟେନିସ ଖେଳାଳି ରାଧିକାଙ୍କୁ ମାରିଦେଲେ ବାପା!

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/bFGZObJ8TXs ହରିୟାଣାର ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳିକରି ହତ୍ୟା କରାଯାଇଛି। ୨୫ ବର୍ଷୀୟା ରାଧିକାଙ୍କୁ ତାଙ୍କ ବାପା ଦୀପକ ଯାଦବ ଗୁଳି ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ କରିଛି...