ପରଲୋକରେ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି। ଗୁରୁବାର ରାତିରେ ଗୁରଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଫେବ୍ରୁଆରି ପ୍ରଥମ ସପ୍ତାହରେ...

ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ପ୍ରହରାଜ ସତ୍ୟନାରାୟଣ ନନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ, ପ୍ରାବନ୍ଧିକ, କବି ତଥା ଅନୁବାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ। ବାଲେଶ୍ଵର ଜିଲ୍ଲାର ରାଜ ନୀଳଗିରି ସ୍ଥିତ ବାସଭବନରେ ବୁଧବାର ଦିନ ସେ...

ଦେଢ଼ ମାସ ପରେ ସରିଲା ମହାକୁମ୍ଭ: ଜାଣନ୍ତୁ କିପରି ଥିଲା ସମସ୍ତ ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହକୁମ୍ଭ ମେଳା। ଜାନୁଆରି ୧୩ରୁ ଆରମ୍ଭ ହେଇଥିବା ଏହି ମହାକୁମ୍ଭ ମେଳା ଫେବ୍ରୁଆରି ୨୬ ଯାଏଁ ଦେଢ଼ ମାସ ଧରି ଚାଲିଲା। ଏହି ମେଳାରେ ଧର୍ମ,...

ପିଜି ନାମଲେଖା ପାଇଁ ମାର୍ଚ୍ଚ ୧୩ରୁ ଏନଟିଏ-ସିୟୁଇଟି ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ମାର୍ଚ୍ଚ ୧୩ରୁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି) ଆରମ୍ଭ ହେବ। ୧୫୭ ବିଷୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏପ୍ରିଲ୍‌ ୧ ଯାଏଁ...

ମହଙ୍ଗା ପଡ଼ିଲା ପ୍ରେମରେ ଧୋକା: ଜେଲ ଗଲେ ରସିକିଆ ଥାନା ବାବୁ ତପନ ନାହାକ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା ହୋମଗାର୍ଡଙ୍କୁ ପ୍ରେମ କରି ଧୋକା ଦେବା ମହଙ୍ଗା ପଡ଼ିଲା। ଶେଷରେ ଗିରଫ ହୋଇ ଜେଲ ଗଲେ କୁଜଙ୍ଗର ପୂର୍ବତନ ଥାନା ଅଧିକାରୀ ତପନ ନାହାକ। ଗିରଫ ହେବା ପୂର୍ବରୁ ଇନ୍ସପେକ୍ଟର ତପନ...

ୱାକଫ୍ ଆଇନରେ ହେବ ସଂଶୋଧନ! ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୱାକଫ୍ ସଂଶୋଧନ ବିଧେୟକକୁ ନେଇ ଗଠିତ ଯୁଗ୍ମ ସଂସଦୀୟ କମିଟିର ରିପୋର୍ଟକୁ ଗୁରୁବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି। ଏହାକୁ ସଂସଦର ଚଳିତ ବଜେଟ୍ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟରେ ଆଗତ କରାଯିବାର...

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ ପି ନଡ୍ଡା। ସେ ଶୁକ୍ରବାର ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେବେ। ଏହାସହ ସେ ବିଜେପି...

ମାଲକାନଗିରି ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ରାଜ୍ୟକୁ ଲଜ୍ଜିତ କରିଛି ମାଲକାନଗିରି ଜିଲ୍ଲା ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଶାନ୍ତ ଖିଲଙ୍କୁ ଗିରଫ କରିଛି...

ନୟାଗଡ଼: ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଲା ଲଡ଼ୁବାବାଙ୍କ ପୀଠ, ମହା ଶିବରାତ୍ରୀରେ ଦୀପ ଜାଳିଲେ ଲକ୍ଷାଧିକ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଶରଣକୁଳରୁ ଦୀପକ କର ): ଶିବ ଉପାସନା ପାସନାର ମହାନ ପର୍ବ ମହାଶିବରାତ୍ରୀ। ଓଡ଼ିଶାର ଅଦ୍ଵିତୀୟ ଶୈବକ୍ଷେତ୍ର ନୟାଗଡ଼ ଜିଲ୍ଲା ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ମହାସମାରୋହରେ ପାଳିତ ହୋଇଯାଇଛି ମହାଶିବରାତ୍ରୀ। ଲଡୁବାବାଙ୍କ...

ଉନ୍ମୋଚିତ ହେଲା ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ପ୍ରବନ୍ଧ ପୁସ୍ତକ ‘ପ୍ରବନ୍ଧ ପ୍ରବାହ’

ଓଡ଼ିଶାଲାଇଭ୍ ବ୍ୟୁରୋଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ ଶାନ୍ତିକାନନଠାରେ ବର୍ଷିୟାନ ସାରସ୍ବତ ସାଧକ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତିଙ୍କ ୯୦ତମ ଜନ୍ମତିଥି ଅବସରରେ ତାଙ୍କ ରଚିତ ପ୍ରବନ୍ଧ...