ସୁରେଶ ପନ୍ତ: ଓଡ଼ିଶାର ନୂଆ ପିସିସିଏଫ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ଭାବେ ସୁରେଶ ପନ୍ତ ନିଯୁକ୍ତ ହୋଇଛନ୍ତି। ସେ ରାଜ୍ୟ ପିସିସିଏଫ୍‌ ଭାବେ ଦେବୀଦତ୍ତ ବିଶ୍ୱାଳଙ୍କ ସ୍ଥାନ ନେବେ। ଏନେଇ ଶନିବାର ରାଜ୍ୟ ସାଧାରଣ...

ନବ ଦାସ ହତ୍ୟା ମାମଲା: ଦୀପାଳି ଦାସ ଓ ବିଶାଳଙ୍କୁ କ୍ରାଇମବ୍ରାଞ୍ଚ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ମାମଲାରେ ପୁଣି ଖୋଳତାଡ଼ ଆରମ୍ଭ କରିବ କ୍ରାଇମବ୍ରାଞ୍ଚ। ମାର୍ଚ୍ଚ ପ୍ରଥମ ସପ୍ତାହରେ ହାଜର ହେବା ଲାଗି ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ...

ଇଟାଲୀରେ ସ୍ୱତନ୍ତ୍ର ଅଲିମ୍ପିକ୍ ବିଶ୍ଵ ଶୀତକାଳୀନ ପ୍ରତିଯୋଗିତା: ଯୋଗଦେବେ ‘ଏସଓବି’ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଟାଲୀର ତୁରିନ୍ ସହରରେ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହେଉଛି ସ୍ଵତନ୍ତ୍ର ଅଲିମ୍ପିକ୍ ବିଶ୍ଵ ଶୀତକାଳୀନ ପ୍ରତିଯୋଗିତା। ଏଥିରେ ‘ଏସଓବି’ ଓଡ଼ିଶାର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରକାଶ ରଥଙ୍କୁ ଟୁର୍ଣ୍ଣାମେଣ୍ଟର ଆୟୋଜନ କମିଟି...

ଛତିଶଗଡ଼: ସୁକମା ଜିଲ୍ଲା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ଜଣ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ସୁକମା ଜିଲ୍ଲାର ଜଙ୍ଗଲରେ ଶନିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ବନ୍ଧୁକ ଓ...

ହ୍ଵାଇଟ୍‌ ହାଉସରେ ଟ୍ରମ୍ପ‌-ଜେଲେନସ୍କି ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ତୃତୀୟ ବିଶ୍ଵଯୁଦ୍ଧକୁ ଉସୁକାଉଛି ୟୁକ୍ରେନ - ଡୋନାଲ୍ଡ ଟ୍ରମ୍ପ‌ ରୁଷ ସହ ଯୁଦ୍ଧ ବିରାମ କରିବାକୁ ଜେଲେନସ୍କିଙ୍କ ଉପରେ ଟ୍ରମ୍ପଙ୍କ ଚାପ ୟୁକ୍ରେନର ରାଷ୍ଟ୍ରପତି ଭୋଲଡୋମିର୍ ଜେଲେନସ୍କି ଆମେରିକା ଗସ୍ତରେ ଯାଇ ରାଷ୍ଟ୍ରପତି...

ଆଜି ଦହିବରା ଆଳୁଦମ୍ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଦହିବରା ଆଳୁଦମ୍ ଦିବସ। ମାର୍ଚ୍ଚ ୧ ତାରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳନ କରାଯାଉଛି। ଦହିବରା ଆଳୁଦମ୍‌ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ...

ଓଡ଼ିଶାରେ ସରକାରୀ ସ୍କୁଲର ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ୩ ହଜାର ଟଙ୍କାକୁ ବଢ଼ିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଭିନ୍ନ ସରକାରୀ ସ୍କୁଲରେ କାର୍ଯ୍ୟରତ ପାଚିକା ଓ ସହାୟିକାଙ୍କ ପାରିଶ୍ରମିକ ବଢ଼ାଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମାସିକ ପାରିଶ୍ରମିକ ୨ ହଜାରରୁ ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା...

ଓଡ଼ିଶାରେ ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ: ୨୬ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟର ୨୬ ଜଣ ଆଇପିଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ଏନେଇ ଶୁକ୍ରବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି...

ଓଡ଼ିଶାରେ ୪ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ରାସନକାର୍ଡ କଟାଯାଇଛି – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୪ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରାସନକାର୍ଡ ରହିଥିଲା। ସେମାନଙ୍କ ନାଁରେ ଚାଉଳ ନିଆଯାଉଥିଲା। ଏବେ ଜାରି ରହିଥିବା ଇ-କେୱାଇସି ଅପଡେଟ୍ ସମୟରେ ସେମାନଙ୍କ ରାସନକାର୍ଡ କଟା ଯାଇଛି।...

ବେଙ୍ଗାଳୁରୁ – ଭାରତରେ କର୍ମଜୀବୀ ମହିଳାଙ୍କ ପାଇଁ ଶ୍ରେଷ୍ଠ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ସିଲିକନ୍ ସିଟି କୁହାଯାଉଥିବା ବେଙ୍ଗାଳୁରୁ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅବତାର ଗ୍ରୁପ୍ ଦ୍ୱାରା କରାଯାଇଥିବା ୨୦୨୪ ‘ଟପ୍ ସିଟିଜ୍ ଫର୍ ୱାର୍କିଂ ୱିମେନ୍ ଇନ୍ ଇଣ୍ଡିଆ’ (ଟିସିଡବ୍ଲ୍ୟୁଆଇ)...