ଇତିହାସ ରଚିଲା ‘ବ୍ଲୁ ଘୋଷ୍ଟ’: ପ୍ରଥମ ଘରୋଇ ମହାକାଶ ଯାନ ଭାବେ ଚନ୍ଦ୍ରରେ ଅବତରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ଘରୋଇ ମହାକାଶ କମ୍ପାନି ଫାୟାରଫ୍ଲାଏ ଏରୋସ୍ପେସର 'ବ୍ଲୁ ଘୋଷ୍ଟ' ମିଶନ ଐତିହାସିକ ସଫଳତା ହାସଲ କରିଛି। ରବିବାର ଏହି ମିଶନରେ ଯାଇଥିବା ମହାକାଶ ଯାନ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ...

ଓଡ଼ିଶାରେ ଏପ୍ରିଲ ମାସରୁ ପାର୍ଟ ପ୍ଲଟ ପଞ୍ଜୀକରଣ – ରାଜସ୍ୱ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏପ୍ରିଲ ମାସରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇ ରାଜସ୍ୱ ବିଭାଗକୁ ଦିଆଯାଇଛି।...

ନବ ଦାସ ହତ୍ୟା ମମଲା: ଆଜି କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଦୀପାଳି ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ପୁଣି ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଏହି ମାମଲାକୁ ନେଇ ସ୍ଵର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଳ...

‘ଓଡ଼ିଆ ବିଭବ’ ଡିଜିଟାଲ ପାଠାଗାରରେ ୧୫ ହଜାର ବହି ସଂରକ୍ଷିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିର ସମୟରେ ଡିଜିଟାଇଜେସନ ଆଡ଼କୁ ଅଗ୍ରସର ହେଉଛି ଭାରତ। ଗୋଟିଏ କ୍ଲିକ୍‌ରେ ଦୁନିଆ ଯାକର ଖବର ମିଳିଯାଉଛି। ଏଭଳି ସମୟରେ ‘ଓଡ଼ିଆ ବିଭବ’ ୱେବ୍‌ସାଇଟ୍ ଡିଜିଟାଲ ପାଠାଗାର ଏକ ନୂଆ ସାଧନ...

ଭୁବନେଶ୍ୱରରେ ‘ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସ ୨୦୨୫’ର ଶୁଭାରମ୍ଭ  

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ‘ଓଡ଼ିଶା ଅପରେଟିଭ୍ ଆର୍ଥ୍ରୋସ୍କୋପି କୋର୍ସ ୨୦୨୫’ର (ଓଓଏସି) ଶୁଭାରମ୍ଭ ହୋଇଛି। ଓଡ଼ିଶା ଆର୍ଥ୍ରୋସ୍କୋପି ସୋସାଇଟି ଏବଂ କଳିଙ୍ଗ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ଏହାର ଆୟୋଜନ  କରାଯାଉଛି। ରବିବାର ଉପମୁଖ୍ୟମନ୍ତ୍ରୀ କନକ...

ଓଡ଼ିଶାରେ ବଢ଼ି ଚାଲିଛି ତାତି: ୩୭ ଡିଗ୍ରୀ ଉପରେ ୧୦ ସହର

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଓଡ଼ିଶାରେ ଏବେ ଉପରମୁହାଁ ହେବାରେ ଲାଗିଛି ପରାଦ। ଧୀରେ ଧୀରେ ତାତି ବଢ଼ିବାରେ ଲାଗିଛି। ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ରବିବାର ୧୦ ସହରର ତାପମାତ୍ରା...

ଆଇସିସି ଚାମ୍ପିୟନ୍ସ ଟ୍ରଫି: ଶେଷ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ। ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ଶେଷ ଲିଗ୍ ମ୍ୟାଚକୁ ଭାରତ ୪୪ ରନରେ...

ଆଇସିସି ଚାମ୍ପିୟନ୍ସ ଟ୍ରଫି: ଆଜି ଶେଷ ଲିଗ୍ ମ୍ୟାଚରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶେଷ ଲିଗ୍ ମ୍ୟାଚରେ ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର। ଉଭୟ ଦଳ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲକୁ ଯାଇ ସାରିଥିବାବେଳେ ଏବେ ଗ୍ରୁପରେ ପ୍ରଥମ ସ୍ଥାନ ହାସଲ ପାଇଁ ପ୍ରତିଦ୍ଵନ୍ଦ୍ଵିତା...

ଖୋଲିଲା ପୋର୍ଟାଲ: ରାସନ କାର୍ଡ ପାଇଁ ଆଜିଠୁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାସନ କାର୍ଡରୁ ବାଦ ପଡ଼ିଥିବା ହିତାଧିକାରୀଙ୍କ ପାଇଁ ଖୁସି ଖବର। ରାସନ କାର୍ଡ ଆବେଦନ ପାଇଁ ମାର୍ଚ୍ଚ ୧ ତାରିଖରୁ ଖୋଲିଲା ପୋର୍ଟାଲ। ନୂଆ ରାସନ କାର୍ଡରୁ ବାଦ ପଡ଼ିଥିବା ହିତାଧିକାରୀ...

ଭୁବନେଶ୍ଵରରେ ୟୁସିସିଆଇଏଲ୍ ପକ୍ଷରୁ ଆୟୋଜିତ ହେଲା ଫୁଡ୍ ଫେଷ୍ଟିଭାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍) ପକ୍ଷରୁ ଆୟୋଜିତ ହୋଇଯାଇଛି ଫୁଡ୍ ଫେଷ୍ଟିଭାଲ। ୟୁସିସିଆଇଏଲ୍ ନାରୀଶକ୍ତି କମିଟି ଏବଂ ଲେଡିଜ୍ ଫୋରମର ମିଳିତ ପ୍ରୟାସରେ ଶୁକ୍ରବାର ଦିନ...