ବିଦାୟ ଉତ୍ତମ – ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶେଷ ବିଦାୟ ନେଲେ ଓଲିଉଡ ସିନେମା ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି। ଭୁବନେଶ୍ଵରସ୍ଥିତ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହେଲା ଅନ୍ତିମ ସଂସ୍କାର।
ଗୁରଗାଁଓରୁ ଉତ୍ତମ ମହାନ୍ତିଙ୍କ ପାର୍ଥିବ...
ଷ୍ଟାର୍ଟଅପ ଷ୍ଟୋରି: ଜାଣନ୍ତୁ ଓଡ଼ିଆ ମହିଳା ଉଦ୍ୟୋଗୀ ନୁସରତ୍ ସଂଘମିତ୍ରାଙ୍କ ସଫଳତାର କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=vg2xtJ8KOsM
ଓଡ଼ିଶାଲାଇଭ୍ ପ୍ରସ୍ତୁତ ‘ଷ୍ଟାର୍ଟଅପ୍ ଷ୍ଟୋରି’ ଭିଡିଓ ସିରିଜରେ ଓଡ଼ିଆ ମହିଳା ଉଦ୍ୟୋଗୀ ତଥା ବାୟୋଟେକ୍ ଷ୍ଟାର୍ଟଅପ୍ ‘ସାଇଜେନିକା’ର ପ୍ରତିଷ୍ଠାତା ଏବଂ ସିଇଓ ଡକ୍ଟର ନୁସରତ୍ ସଂଘମିତ୍ରାଙ୍କ ସହ ସୁବ୍ରତ ବାଗ୍ଚୀଙ୍କ ବାର୍ତ୍ତାଳାପ...
ମାର୍ଚ୍ଚ ୮ରେ କୋଟିଏ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଦ୍ଵିତୀୟ କିସ୍ତି ଟଙ୍କା – ଉପମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଭଦ୍ରା ଯୋଜନାକୁ ନେଇ ଆସିଲା ନୂଆ ଅପଡେଟ୍। ଆସନ୍ତା ମାର୍ଚ୍ଚ ୮ ତାରିଖରେ ହିତାଧିକାରୀମାନଙ୍କ ଖାତାକୁ ଯିବ ଦ୍ଵିତୀୟ କିସ୍ତି ଟଙ୍କା। ଏ ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ...
ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେ ‘ସେବି’ର ନୂଆ ଅଧ୍ୟକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ତୁହିନକାନ୍ତ ପାଣ୍ଡେଙ୍କୁ ମିଳିଛି ବଡ଼ ଦାୟିତ୍ଵ। ସେ ଏବେ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆର (ସେବି) ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।...
ଏପ୍ରିଲ ୧୯ରେ ଭୁବନେଶ୍ୱରରେ ଆଲେନ ୱାକରଙ୍କ ମ୍ୟୁଜିକ କନ୍ସର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ହେବାକୁ ଯାଉଛି ବିଶ୍ଵର ଲୋକପ୍ରିୟ ସଙ୍ଗୀତ ତାରକା ଆଲେନ ୱାକରଙ୍କ ମ୍ୟୁଜିକ କନ୍ସର୍ଟ। ଆସନ୍ତା ଏପ୍ରିଲ ୧୯ ତାରିଖରେ ଏହି କନ୍ସର୍ଟ ଅନୁଷ୍ଠିତ ହେବ। ‘ସନବର୍ଣ୍ଣ’ ଓ ‘ସ୍ପେସ ବାଉଣ୍ଡ’...
ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଫେରା ରାଇଜରେ ଓଡ଼ିଶାର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି। ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ।...
ପରଲୋକରେ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି। ଗୁରୁବାର ରାତିରେ ଗୁରଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।
ଫେବ୍ରୁଆରି ପ୍ରଥମ ସପ୍ତାହରେ...
ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ ପ୍ରହରାଜ ସତ୍ୟନାରାୟଣ ନନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୃଷ୍ଣ କୁମାର ମହାନ୍ତି): ଆଉ ନାହାନ୍ତି ବିଶିଷ୍ଟ ସାହିତ୍ୟିକ, ପ୍ରାବନ୍ଧିକ, କବି ତଥା ଅନୁବାଦକ ପ୍ରହରାଜ ସତ୍ୟନାରାୟଣ ନନ୍ଦ। ବାଲେଶ୍ଵର ଜିଲ୍ଲାର ରାଜ ନୀଳଗିରି ସ୍ଥିତ ବାସଭବନରେ ବୁଧବାର ଦିନ ସେ...
ଦେଢ଼ ମାସ ପରେ ସରିଲା ମହାକୁମ୍ଭ: ଜାଣନ୍ତୁ କିପରି ଥିଲା ସମସ୍ତ ବ୍ୟବସ୍ଥା
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିଲା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହକୁମ୍ଭ ମେଳା। ଜାନୁଆରି ୧୩ରୁ ଆରମ୍ଭ ହେଇଥିବା ଏହି ମହାକୁମ୍ଭ ମେଳା ଫେବ୍ରୁଆରି ୨୬ ଯାଏଁ ଦେଢ଼ ମାସ ଧରି ଚାଲିଲା। ଏହି ମେଳାରେ ଧର୍ମ,...
ପିଜି ନାମଲେଖା ପାଇଁ ମାର୍ଚ୍ଚ ୧୩ରୁ ଏନଟିଏ-ସିୟୁଇଟି ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ସ୍ନାତକୋତ୍ତର (ପିଜି) ନାମଲେଖା ପାଇଁ ମାର୍ଚ୍ଚ ୧୩ରୁ ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି) ଆରମ୍ଭ ହେବ। ୧୫୭ ବିଷୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏପ୍ରିଲ୍ ୧ ଯାଏଁ...




















