Independence Day

ପରଲୋକରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ସେ ଲିଭର୍‌ ଓ କିଡନୀ...

ନୂଆଦିଲ୍ଲୀରେ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’: ‘ଓଡ଼ିଶା ମଣ୍ଡପ’ ପରିଦର୍ଶନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୂଆଦିଲ୍ଲୀ): ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ବିଶେଷ ଆକର୍ଷଣ ସାଜିଛି ‘ଓଡ଼ିଶା ମଣ୍ଡପ’। ସୋମବାର ଦିନ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ‘ଓଡ଼ିଶା ମଣ୍ଡପ’...

ସାହିତ୍ୟିକ ସୂର୍ଯ୍ୟସ୍ନାତ ତ୍ରିପାଠୀ ପାଇବେ ‘ସୋଆ ଯୁବ ସାହିତ୍ୟ ପୁରସ୍କାର’

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ଯୁବ ସାହିତ୍ୟିକ ସୂର୍ଯ୍ୟସ୍ନାତ ତ୍ରିପାଠୀ ପାଇବେ ପ୍ରଥମ ‘ସୋଆ ଯୁବ ସାହିତ୍ୟ ପୁରସ୍କାର’। ନଭେମ୍ବର ୩୦ ତାରିଖରେ ସୋଆ ବିଶ୍ଵବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ସୋଆ ସାହିତ୍ୟ...

ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା: ସାଉଦି ଆରବରେ ଜଳିଗଲେ ୪୨ ଭାରତୀୟ!

ଓଡ଼ିଶାଲାଇଭ୍ ବ୍ୟୁରୋ ତୀର୍ଥଯାତ୍ରା ହେଲା ଜୀବନର ଶେଷ ଯାତ୍ରା। ସାଉଦି ଆରବର ମୁଫ୍ରିହାତ ଅଞ୍ଚଳରେ ଏକ ବସ୍ ଦୁର୍ଘଟଣାରେ ୪୨ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି। ସମସ୍ତ ମୃତକ ଭାରତୀୟ ହୋଇଥିବା କୁହାଯାଉଛି। ମକ୍କାରୁ...

କଳାପାହାଡ଼ର କାଳା କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=MDtncV7cBs4&t=626s ‘ଆଇଲା କଳାପାହାଡ଼, ଭାଙ୍ଗିଲା ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହେଡ଼ା ପରଷିଲେ ମୁକୁନ୍ଦଦେବଙ୍କ ରାଣୀ।’ କଳାପାହାଡ଼ ନାଁ ଶୁଣିଲେ ଆଜି ବି ଓଡ଼ିଶାବାସୀଙ୍କ ମନରେ ଜଣେ କ୍ରୁର, ନିଷ୍ଠୁର...

ନୂଆଦିଲ୍ଲୀ: ୪୪ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ‘ଓଡ଼ିଶା ମଣ୍ଡପ’ ଉଦଘାଟିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ମଣ୍ଡପ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ନଭେମ୍ବର ୧୪ରୁ ୨୭ ଯାଏଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଭାରତ ମଣ୍ଡପମର ହଲ୍ ନମ୍ବର-୪ରେ ଝଟକୁଛି ‘ଓଡ଼ିଶା ମଣ୍ଡପ’ ମୁଖ୍ୟ ପ୍ରବେଶ ଦ୍ୱାରରେ ଶ୍ରୀମନ୍ଦିର...

ନୂଆପଡ଼ାରେ ବାଜି ମାରିଲା ବିଜେପି: ନୂଆ ନେତା ଜୟ ଢୋଲକିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆପଡ଼ାରେ ବାଜି ମାରିଲା ବିଜେପି। ବିଧାନସଭା ଉପନିର୍ବାଚନରେ ବିଜୟୀ ହେଲେ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ନିକଟତମ ପ୍ରତିଦ୍ଵନ୍ଦ୍ଵୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ...

ବିଦେଶ ମାଟିରେ ବୋଇତ ବନ୍ଦାଣ ଉତ୍ସବ ପାଳିଲେ ଏଲସବରୀ ଓଡ଼ିଆ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଦେଶ ମାଟିରେ ବୋଇତ ବନ୍ଦାଣ ଉତ୍ସବ ପାଳନ କଲେ ଏଲସବରି ଓଡ଼ିଆ ପରିବାର। ଇଂଲଣ୍ଡର ଏଲସବରୀଠାରେ ବସବାସ କରୁଥିବା ଓଡ଼ିଆ ପରିବାରଙ୍କୁ ନେଇ ଗଠିତ ସଂଗଠନ ଏଲସବରୀ ଓଡ଼ିଆ ପରିବାର ପକ୍ଷରୁ ପ୍ରଥମ...

ସାଉଦି ଆରବରେ ପ୍ରବାସୀ ଓଡ଼ିଆ ସଂଗଠନ ‘ଉତ୍କଳିକା’ର ବାର୍ଷିକ ଉତ୍ସବ

ଓଡ଼ିଶାଲାଇଭ୍ ବ୍ୟୁରୋ ସାଉଦି ଆରବର ଜୁବେଲଠାରେ ପ୍ରବାସୀ ଓଡ଼ିଆ ସଂଗଠନ ‘ଉତ୍କଳିକା’ ର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଉତ୍ସବରେ ଦୁଇଶହ ଓଡ଼ିଆ ପରିବାର ସମେତ ୪୦୦ରୁ ଅଧିକ ଓଡ଼ିଆ ସଦସ୍ୟ ସାମିଲ...

ଜୁଲାଇରେ ହୋଇଥିବା ଏଏସଓ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଧ: ଡିସେମ୍ବର ୭ରେ ଆଉ ଥରେ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଉଥରେ ହେବ ଅସିଷ୍ଟାଣ୍ଟ ସେକସନ ଅଫିସର (ଏଏସଓ) ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା। ଜୁଲାଇ ୧୩ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ। ଆସନ୍ତା ଡିସେମ୍ବର ୭...