Independence Day

ସରକାରୀ ବସରେ ମାଗଣା ଯାତ୍ରା କରିବେ ସ୍କୁଲପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ https://youtube.com/shorts/OO0-bXDIryI?si=8DIP3yiRbjGoMH5p ଏଣିକି ସରକାରୀ ବସରେ ମାଗଣାରେ ଯାତ୍ରା କରିପାରିବେ ସ୍କୁଲ ଛାତ୍ରଛାତ୍ରୀ। ଏଥିପାଇଁ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଆବଶ୍ୟକ। ସ୍କୁଲ ଆଇଡେଣ୍ଟିକାର୍ଡ ଦେଖାଇ ସରକାରୀ ବସରେ ମାଗଣାରେ ଯାତ୍ରା କରିପାରିବେ ଛାତ୍ରଛାତ୍ରୀ।...

ଡାକ୍ତର ହେବେ ଦିଦାୟୀ ସମ୍ପ୍ରଦାୟର ଝିଅ ଚମ୍ପା ରାସପେଦା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/gh5G1DFngL4 ଇତିହାସ ରଚିଛନ୍ତି ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳର ଝିଅ ଚମ୍ପା ରାସପେଦା। ଦିଦାୟୀ ସମ୍ପ୍ରଦାୟର ପ୍ରଥମ ଝିଅ ଭାବେ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଚମ୍ପା ରାସପେଦା। ଏମବିବିଏସ ପଢ଼ିବା ପାଇଁ ବାଲେଶ୍ଵରସ୍ଥିତ...

ଭାରତର ଗୁଇନ୍ଦା ବନିଥିଲେ ପାକିସ୍ତାନୀ ସେନା ମେଜର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/Yz8xPyDIuYw ରାଜସ୍ଥାନର ରବୀନ୍ଦ୍ର କୌଶିକ। ମାତ୍ର ୨୩ ବର୍ଷ ବୟସରେ ର’ ଏଜେଣ୍ଟ ହୋଇ ପାକିସ୍ତାନ ଚାଲି ଯାଇଥିଲେ। ଏପରି ଜଣେ ପାକିସ୍ତାନୀ ବନିଥିଲେ, ବର୍ଷ ବର୍ଷ ଧରି ସମସ୍ତଙ୍କ ଆଖି ଧୋକା...

ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭା ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବ। ଅଧିବେଶନରେ ମୋଟ ୭ଟି କାର୍ଯ୍ୟ...

ଟ୍ରମ୍ପଙ୍କ ଟାରିଫର ଭାରତ ପାଇଁ ବିକଳ୍ପ କ’ଣ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/shorts/71nUzDmkC38 ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ସମାଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହାଦ୍ଵାରା ଭାରତର ରପ୍ତାନୀ ଉପରେ ବଡ଼ ପ୍ରଭାବ ପଡ଼ିଛି। ତେବେ ଏହି ଟାରିଫରୁ...

ରାଜ୍ୟସ୍ତରୀୟ ହକି ଚାମ୍ପିୟନସିପରେ ମୟୂରଭଞ୍ଜ ସବଜୁନିୟର ବାଳିକା ଦଳର ସଫଳତା

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ହକି ଆସୋସିଏସନ ଅଫ ଓଡ଼ିଶା ଆନୁକୂଲ୍ୟରେ ରାଉରକେଲାଠାରେ ଅନୁଷ୍ଠିତ ଚତୁର୍ଥ ରାଜ୍ୟସ୍ତରୀୟ ସବଜୁନିୟର ବାଳିକା ହକି ଚାମ୍ପିୟନସିପରେ ମୟୂରଭଞ୍ଜ ଦଳ ସଫଳତା ହାସଲ କରିଛି। ଚିତ୍ତାକର୍ଷକ ଖେଳ...

ଭୁବନେଶ୍ୱର: ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ବୃକ୍ଷ ରୋପଣ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ସ୍ମାର୍ଟ ବୋର୍ଡ ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ପରିବେଶକୁ ସବୁଜ ସୁନ୍ଦର କରିବା ତଥା ଏହାର ସୁରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁସିସିଆଇଏଲ ଲେଡିଜ ଫୋରମ ପକ୍ଷରୁ ଗୁରୁବାର ଦିନ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ...

ଓଡ଼ିଶାରେ ଆହୁରି ୭ ଦିନ ପ୍ରବଳ ବର୍ଷା ସମ୍ଭାବନା, ସବୁ ଜିଲ୍ଲାକୁ ଚେତାବନୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷାରେ ଭିଜୁଛି ସାରା ଓଡ଼ିଶା। ଅଗଷ୍ଟ ୨୭ ତାରିଖ ଯାଏଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ...

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଉପରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ଇଣ୍ଡିଆ ବ୍ଲକର ପ୍ରାର୍ଥୀ ଜଷ୍ଟିସ ବି ସୁଦର୍ଶନ ରେଡ୍ଡୀ। ଗୁରୁବାର ଦିନ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ...

ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଟାଇଟଲ ଜିତିଲେ ରାଜସ୍ଥାନର ମନିକା ବିଶ୍ଵକର୍ମା

ଓଡ଼ିଶାଲାଇଭ୍ ବ୍ୟୁରୋ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଟାଇଟଲ ଜିତିଛନ୍ତି ରାଜସ୍ଥାନର ଝିଅ ମନିକା ବିଶ୍ୱକର୍ମା। ଜୟପୁରଠାରେ ଆୟୋଜିତ ଗ୍ରାଣ୍ଡ ଫିନାଲେରେ ମନିକାଙ୍କୁ ବିଜୟୀ ଘୋଷଣା କରାଯାଇଛି। ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ବିଜେତା...