Independence Day

ବାଲେଶ୍ଵରରେ ଜମି ଅଧିଗ୍ରହଣ ପ୍ରସଙ୍ଗ ଏବଂ ବିପର୍ଯ୍ୟୟ ପରିଚାଳନାର ସମୀକ୍ଷା କଲେ ମନ୍ତ୍ରୀ ସୁରେଶ ପୂଜାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦିନିକିଆ ବାଲେଶ୍ୱର ଗସ୍ତ। (ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ...

କେନ୍ଦୁଝରସ୍ଥିତ ‘ଓଡ଼ିଶା ସ୍କୁଲ ଅଫ୍ ମାଇନିଂ ଇଞ୍ଜିନିୟରିଂ’ର ଆଧୁନିକୀକରଣ: ଓମ୍ବାଡସି ସହାୟତାରେ ବିଭିନ୍ନ ଲାବୋରେଟୋରି ଓ ଲାଇବ୍ରେରିକୁ ଦିଆଯାଉଛି...

ଓଡ଼ିଶାଲାଇଭ୍ ବ୍ୟୁରୋ ଶିଳ୍ପ ଉପଯୋଗୀ ତାଲିମ ନେଇ ଦେଶ ବିଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି ଯୁବପିଢ଼ି (କେନ୍ଦୁଝର): ରାଜ୍ୟର ବିଭିନ୍ନ ଆଇଟିଆଇ ଓ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ...

ବାଲେଶ୍ଵର: ବସ୍ତା ନିର୍ବାଚନମଣ୍ଡଳୀର ୫୫ଟି ପଡ଼ାଗ୍ରାମକୁ ରାଜସ୍ଵ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ବିଧାୟିକା ସୁବାସିନୀ ଜେନାଙ୍କ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀର ମୋଟ ୫୫ଟି ପଡ଼ାଗ୍ରାମକୁ ରାଜସ୍ଵ ଗ୍ରାମର ମାନ୍ୟତା ପ୍ରଦାନ ଏବଂ ୧୪ଟି ସ୍ଥାନରେ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ବସ୍ତା...

ମନୋଜ କୁମାର ପରିଡ଼ା: ଓଡ଼ିଶାର ନୂଆ ମୁଖ୍ୟ ସୂଚନା କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ନୂଆ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ମନୋଜ କୁମାର ପରିଡ଼ା। ସେହିପରି ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ, ଅବସରପ୍ରାପ୍ତ...

ମୟୂରଭଞ୍ଜ: ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଓଡ଼ିଆ ପକ୍ଷ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରକ୍ତଦାନ ଶିବିରକୁ ଜିଲ୍ଲାପାଳ ହେମକାନ୍ତ ସାଏ ଉଦଘାଟନ...
RBI building

ରେପୋ ରେଟ୍‌ ୨୫ ବେସିସ୍ ପଏଣ୍ଟ ହ୍ରାସ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ‘ରେପୋ’ ରେଟ୍‌ ହ୍ରାସ କରାଯାଇଛି। ଏଥିରେ ୨୫ ବେସିସ୍ ପଏଣ୍ଟ କମ କରାଯାଇଛି। ଫଳରେ ରେପୋ ରେଟ୍‌ ଏବେ ୬.୨୫ ପ୍ରତିଶତରୁ କମି ୬ ପ୍ରତିଶତ...

ବାୟୋଟେକ ଷ୍ଟାର୍ଟଅପ ଏଲମେଣ୍ଟୋଜ ରିସର୍ଚ୍ଚକୁ ଷ୍ଟାର୍ଟଅପ୍ ମହାକୁମ୍ଭ ଗ୍ରାଣ୍ଡ ଚ୍ୟାଲେଞ୍ଜ ଆୱାର୍ଡ ୨୦୨୫

ଓଡ଼ିଶାଲାଇଭ୍ ବ୍ୟୁରୋ ବାୟୋଟେକ୍ ଷ୍ଟାର୍ଟଅପ୍ ଏଲମେଣ୍ଟୋଜ ରିସର୍ଚ୍ଚକୁ ମିଳିଲା ସମ୍ମାନଜନକ ଷ୍ଟାର୍ଟଅପ୍ ମହାକୁମ୍ଭ ଗ୍ରାଣ୍ଡ ଚ୍ୟାଲେଞ୍ଜ ଆୱାର୍ଡ ୨୦୨୫। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ପୁରସ୍କାର ପ୍ରଦାନ କରିଥିଲେ।...

ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୩ ତାରିଖ ସୁଦ୍ଧା କରନ୍ତୁ ଅନଲାଇନ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଦେଶ ବିଦେଶରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ର ଲାଗି ଦକ୍ଷ ଯୁବପିଢ଼ିଙ୍କର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ...

ବାଲେଶ୍ଵର: ଫକୀରମୋହନ ବିଶ୍ଵବିଦ୍ୟାଳୟରେ ସାହିତ୍ୟିକ ଚନ୍ଦ୍ରମୋହନ ମହାରଣାଙ୍କ ଜୟନ୍ତୀ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ଚନ୍ଦ୍ରମୋହନ ମହାରଣାଙ୍କ ୧୫୫ତମ ଜୟନ୍ତୀ ଉତ୍ସବ ଫକୀରମୋହନ ବିଶ୍ଵବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ : ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ଦିଲ୍ଲୀରେ ଅନୁଷ୍ଠିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ, ଦକ୍ଷତା ବିକାଶ...