Independence Day

ପ୍ରଦୀପ କୁମାର ଜେନା: ‘ଓଇଆରସି’ର ନୂଆ ଅଧ୍ୟକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି ରାଜ୍ୟ ସରକାର। ତାଙ୍କୁ ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ (ଓଇଆରସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଏବେଠୁ କଲବଲ କଲାଣି ଖରା, ଆଗକୁ ଆହୁରି ବଢ଼ିବ

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେଠୁ ରାଜ୍ୟବାସୀଙ୍କୁ କଲବଲ କଲାଣି ଖରା। ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ହିଟ୍ ଓ୍ଵେଭ ପାଇଁ ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲାକୁ ଶୁକ୍ରବାର...

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି: ୨ ପ୍ରତିଶତ ବଢ଼ିଲା କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାରତ ସରକାର। ସେମାନଙ୍କୁ ମିଳୁଥିବା ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରାଯାଇଛି। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ...

୨ଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମିଆଁମାର ଓ ଥାଇଲାଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଇ ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ମିଆଁମାର ଓ ଥାଇଲାଣ୍ଡ। ଶୁକ୍ରବାର ରିକ୍ଟର ସ୍କେଲରେ ୭.୭ ଓ ୬.୮ ତୀବ୍ରତାର ଏହି ଭୂମିକମ୍ପରେ ଉଭୟ ଦେଶରେ ବଡ଼ ଧରଣ କ୍ଷୟକ୍ଷତି ହୋଇଛି।...

ଓଡ଼ିଶାର ଆଉ ୮ଟି ସହରରେ ଚାଲିବ ‘ଆମ ବସ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଆଉ ୮ଟି ସହରରେ ଚାଲିବ ‘ଆମ ବସ୍’। ‘ଆମ ବସ୍’ ସେବା ସହ ଯୋଡ଼ି ହେବାକୁ ଯାଉଥିବା ସହରଗୁଡ଼ିକ ହେଲା ଅନୁଗୁଳ, ଝାରସୁଗୁଡ଼ା, ଯାଜପୁର, ବାଲେଶ୍ଵର, ବାରିପଦା, କେନ୍ଦୁଝର, ରାୟଗଡ଼ା...

କିଟ୍‌ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କଲା ଏନଏଚଆରସି

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ମୋଡ଼ ନେଲା କିଟ୍‌ କ୍ୟାମ୍ପସରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା। ଏହି ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) କିଟ୍‌ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ବିଶ୍ୱବିଦ୍ୟାଳୟ ଆଇଆରଓ, ଶୃଙ୍ଖଳାଗତ...

ସାବାଡ଼ ହେବେ ଅସାଧୁ ବିଲ୍ଡର: ଏଣିକି ରିଅଲ୍‌ ଇଷ୍ଟେଟ୍‌ କାରବାର ଉପରେ ‘ଓରେରା’ ରଖିବ ନଜର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଅସାଧୁ ବିଲ୍ଡରଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ଓରେରା)। ଏଣିକି ରାଜ୍ୟରେ ଚାଲିଥିବା ରିଅଲ୍‌ ଇଷ୍ଟେଟ୍‌ କାରବାର ଉପରେ ନଜର ରଖାଯିବ। ଏନେଇ ଓରେରା...

ଓଡ଼ିଶାରେ ୯୧ ପ୍ରତିଶତ ରାସନକାର୍ଡ ଇ-କେୱାଇସି ଅପଡେଟ୍ ସରିଛି – ଖାଦ୍ୟ ଯୋଗାଣ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୯୧ ପ୍ରତିଶତରୁ ଅଧିକ ବ୍ୟକ୍ତି ରାସନକାର୍ଡ ଇ-କେୱାଇସି ଅପଡେଟ୍ କରିଛନ୍ତି। ଏହି ସମୟରେ ୪ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ଥିବା ରାସନକାର୍ଡ କଟା ଯାଇଛି।...

ଓଡ଼ିଶାରେ କାଲିଠୁ ବଢ଼ିବ ତାତି: ହିଟ୍ ଓ୍ଵେଭ୍ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆସନ୍ତାକାଲିଠାରୁ ବଢ଼ିବ ତାତି। ହିଟ୍‌ ଓ୍ଵେଭ୍ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର...

ରାଜଧାନୀ ଭୁବନେଶ୍ଵରରେ ତାତିଲା କଂଗ୍ରେସ: ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ରଣହୁଙ୍କାର ଦେଇଛି କଂଗ୍ରେସ। ରାଜ୍ୟ ସରକାରଙ୍କ ବିରୋଧରେ ରାଜଧାନୀରେ ଏକାଠି ହୋଇଛନ୍ତି ହଜାର ହଜାର କଂଗ୍ରେସ ନେତା ଓ କର୍ମୀ। ପୋଲିସର ଲାଠିମାଡ଼ ପରେ...