International

୧୮୦ ବର୍ଷରୁ ଆମେରିକାରେ ନଭେମ୍ବର ପ୍ରଥମ ମଙ୍ଗଳବାରରେ ହୋଇଆସୁଛି ରାଷ୍ଟ୍ରପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସୁଛି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ନଭେମ୍ବର ୫ ତାରିଖ ମଙ୍ଗଳବାର ଦିନ ଏଠାରେ ହେବ ମତଦାନ ହେବେ। ଆମେରିକାରେ ନଭେମ୍ବର ମାସର ପ୍ରଥମ ମଙ୍ଗଳବାର ହିଁ ରାଷ୍ଟ୍ରପତି ନିର୍ବାଚନ ପାଇଁ...

ଇସ୍ରାଏଲର ପ୍ରତିଶୋଧ: ଇରାନରେ ଘନ ଘନ ବୋମା ବର୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ନିଦରେ ଶୋଇ ଯାଇଥିଲା ସାରା ଇରାନ। ଇସ୍ରାଏଲ ପ୍ରସ୍ତୁତ କରୁଥିଲା ପ୍ରତିଶୋଧର ଯୋଜନା। ଶନିବାର ଭୋର ସମୟରେ ଇରାନର ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରିଛି ଇସ୍ରାଏଲର ବାୟୁସେନା। ଶତାଧିକ ଯୁଦ୍ଧ ବିମାନ...

ଥମୁନି ବିମାନରେ ବୋମା ଆତଙ୍କ: ଭୟଭୀତ ଯାତ୍ରୀ, କ୍ଷତି ସହୁଛି ବିମାନ କମ୍ପାନି  

ଓଡ଼ିଶାଲାଇଭ୍ ବ୍ୟୁରୋ ଥମୁନି ବିମାନରେ ବୋମା ଆତଙ୍କ। ଏକାଧିକ ଭାରତୀୟ ଏୟାରଲାଇନ୍ସର ବିମାନରେ ବୋମା ଆତଙ୍କ ଘଟଣା ଯାତ୍ରୀଙ୍କ ନିଦ ହଜାଇ ଦେଇଛି। ଗତ ସପ୍ତାହକ ମଧ୍ୟରେ ବିମାନରେ ବୋମା ଥିବା ନେଇ ପ୍ରାୟ...

ଓଡ଼ିଶାର ଆରାଧନା ଦାସଙ୍କୁ ମିସେସ୍ ଇଣ୍ଡିଆ ମିଡିଲ୍ଇଷ୍ଟ ଦ୍ୱିତୀୟ ରନରଅପ୍ ମୁକୁଟ

ଓଡ଼ିଶାଲାଇଭ୍ ବ୍ୟୁରୋ ମଧ୍ୟପ୍ରାଚ୍ୟରେ ବିବାହିତ ଭାରତୀୟ ମହିଳାଙ୍କ ମଧ୍ୟରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ମିସେସ୍ ଇଣ୍ଡିଆ ମିଡିଲ୍ଇଷ୍ଟ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଦୁବାଇରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର ଆରାଧନା ଦାସ ଦ୍ୱିତୀୟ ରନରଅପ୍...

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଦ୍ଵିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୪୬୨ ରନରେ ଅଲଆଉଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବେଙ୍ଗାଳୁରୁରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆ ପାଇଁ କଠିନ ପରିସ୍ଥିତି ଉପୁଜିଛି। ପ୍ରଥମ ଇନିଂସରେ ମାତ୍ର ୪୬ ରନରେ ଅଲଆଉଟ୍ ହୋଇଯାଇଥିବା ଭାରତ ନିଜର ଦ୍ଵିତୀୟ ଇନିଂସରେ...

ଯୁଦ୍ଧ ସଙ୍କଟବେଳେ ଭାରତ ଭରସା: କାହିଁକି ମୋଦୀଙ୍କୁ ଭେଟିବାକୁ ଚାହୁଁଛନ୍ତି ଇରାନ ରାଷ୍ଟ୍ରପତି?

ମିନତି ମିଶ୍ର ଇସ୍ରାଏଲ ଓ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ସମ୍ଭାବନା ମାଧ୍ୟପ୍ରାଚ୍ୟକୁ ବଡ଼ ବିପଦ ଆଡ଼କୁ ଟାଣି ନେଉଛି। ଏହି ଦୁଇ ଦେଶ ସିଧାସଳଖ ମୁହାଁମୁହିଁ ହେଲେ ଏହାର ପ୍ରଭାବ ସାରା ବିଶ୍ଵରେ...

ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହ୍ୟା ସିନୱାର ନିହତ: ଭାଇରାଲ ହେଉଛି ଶେଷ ସମୟର ଭିଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ ଗାଜାରେ ଗୁରୁବାର ଦିନ ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହ୍ୟା ସିନୱାର ନିହତ ହୋଇଛନ୍ତି। ଏହାସହ ଏହି ଆକ୍ରମଣରେ ଅନ୍ୟ ହମାସର ଅନ୍ୟ ୩ ଜଣ ବରିଷ୍ଠ ସଦସ୍ୟଙ୍କ ମୃତ୍ୟୁ...

ଏସସିଓ ସମ୍ମିଳନୀ: ଚୀନ ଓ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର

ମିନତି ମିଶ୍ର ଜାଣନ୍ତୁ ଏସସିଓ ସମ୍ମିଳନୀ କ’ଣ ଏବଂ ଭାରତ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ? ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ପାକିସ୍ତାନରେ ଆୟୋଜିତ ଏସସିଓ ସମ୍ମିଳନୀରେ ଯୋଗ ଦେଇ ଭାରତ ଫେରିଛନ୍ତି। ଉଭୟ...

ପାକିସ୍ତାନରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର: ୯ ବର୍ଷ ପରେ ପ୍ରଥମ ଗସ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବେ ଦୁଇ ଦିନଆ ଗସ୍ତରେ ପାକିସ୍ତାରେ ଅଛନ୍ତି। ବୁଧବାର ସେ ଏଠାରେ ସାଂଘାଇ କୋପରେଶନ ଅର୍ଗାନାଇଜେସନ (ଏସସିଓ) ସମ୍ମିଳନୀରେ ଯୋଗ ଦେଇଛନ୍ତି।...

ଆସନ୍ତାକାଲିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍, ବେଙ୍ଗାଳୁରୁରେ ମୁହାଁମୁହିଁ ହେବେ ଦୁଇ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଆରମ୍ଭ ହେଉଛି ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ୍। ଏଥିପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ଦଳ। ବେଙ୍ଗାଳୁରୁର ଏମ. ଚିନ୍ନାସ୍ଵାମୀ ଷ୍ଟାଡିୟମରେ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ। ସିରିଜ୍ ପାଇଁ ଭାରତୀୟ...