ଅଲିମ୍ପିକ୍ ୨୦୨୪: ଘୋଷଣା ହେଲା ଭାରତୀୟ ପୁରୁଷ ହକି ଦଳ, ଓଡ଼ିଶାରୁ ଅମିତ୍ ରୋହିଦାସଙ୍କୁ ସୁଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଲିମ୍ପିକ୍ ୨୦୨୪ ପାଇଁ ଘୋଷଣା ହୋଇଛି ଭାରତୀୟ ପୁରୁଷ ହକି ଦଳ। ହରମନପ୍ରୀତ ସିଂହ ଦଳର ଅଧିନାୟକ ହୋଇଥିବାବେଳେ ହାର୍ଦ୍ଦିକ ସିଂହଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଛି। ବୁଧବାର ହକି ଇଣ୍ଡିଆ...
ବାହାରିନର ଭାରତୀୟ ଦୂତାବାସରେ ପ୍ରଦର୍ଶିତ ହେଉଛି ଓଡ଼ିଶାର କଳା କାରିଗରି
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନରେ ଥିବା ଭାରତୀୟ ଦୂତାବାସରେ ଓଡ଼ିଶାର ବିଭିନ୍ନ କଳା କାରିଗରିଗୁଡ଼ିକ ପ୍ରଦର୍ଶିତ ହେଉଛି। ଭାରତ ସରକାରଙ୍କ ‘ଏକ ଜିଲ୍ଲା ଏକ ଉତ୍ପାଦ’ କାର୍ଯ୍ୟକ୍ରମକୁ ବିଶ୍ଵବ୍ୟାପି ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ମଙ୍ଗଳବାରଠାରୁ...
ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନର ବିବିଧତା ତାଲିକାରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ଡକ୍ଟର ଧନଦା କାନ୍ତ ମିଶ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ହଂକଂର ପ୍ରସିଦ୍ଧ ଜୁବିନ୍ ଫାଉଣ୍ଡେସନ ପକ୍ଷରୁ ଉନ୍ମୋଚିତ ହୋଇଥିବା ଡାଇଭର୍ସିଟି ଲିଷ୍ଟ-୨୦୨୪ରେ ବିଶିଷ୍ଟ ଓଡ଼ିଆ ଇଞ୍ଜିନିୟର ତଥା ଶିକ୍ଷାବିତ ଡକ୍ଟର ଧନଦା କାନ୍ତ ମିଶ୍ରଙ୍କୁ ଅନ୍ତର୍ଭୁକ୍ତ କରି ସମ୍ମାନିତ କରାଯାଇଛି। ଏକ...
ବାହାରିନର ଇସ୍କନ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ସ୍ନାନ ପୂର୍ଣ୍ଣିମା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନର ମନାମା ସ୍ଥିତ ଇସ୍କନ ଜଗନ୍ନାଥ ମନ୍ଦିରରେ ପବିତ୍ର ସ୍ନାନ ପୂର୍ଣ୍ଣିମା ଧୂମଧାମରେ ପାଳିତ ହୋଇଯାଇଛି। ବାହାରିନ ଓଡ଼ିଆ ସମାଜର ସହଯୋଗରେ ଏଠାରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ସ୍ନାନ ଉତ୍ସବ...
ଚେନାବ ବ୍ରିଜ୍: ଭାରତରେ ନିର୍ମିତ ବିଶ୍ଵର ସର୍ବୋଚ୍ଚ ରେଳ ସେତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ନିର୍ମାଣ ହୋଇଛି ବିଶ୍ଵର ସର୍ବୋଚ୍ଚ ରେଳ ବ୍ରିଜ୍। ଜମ୍ମୁ କଶ୍ମୀରର ରିୟାସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଏହି ବ୍ରିଜର ଉଚ୍ଚତା ୩୫୯ ମିଟର ରହିଛି। ନିକଟରେ ଭାରତୀୟ...
ଆୟରଲ୍ୟାଣ୍ଡ ଓଡ଼ିଆ ଆସୋସିଏସନ ପାଳିଲା ରଜ ଉତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆୟରଲାଣ୍ଡର ରାଜଧାନୀ ଡବଲିନରେ ଆଇରିସ୍ ଓଡ଼ିଆ ଆସୋସିଏସନ୍ ପକ୍ଷରୁ ରଜ ଉତ୍ସବ ପାଳନ କରାଯାଇଛି। ରବିବାର ଆସୋସିଏସନର ସଦସ୍ୟମାନେ ଡବଲିନର ସେଣ୍ଟ କ୍ୟାଥେରିନ ପାର୍କରେ ଏକତ୍ରିତ ହୋଇ ରଜ ପାଳନ କରିଛନ୍ତି।...
୮ ବର୍ଷ ପରେ ପୁଣି ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଆରମ୍ଭ ହେବାକୁ ଯାଉଛି ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ୍)। ୮ ବର୍ଷର ଅପେକ୍ଷା ପରେ ଏହି ଲିଗ୍ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ଏଥିରେ ୮ଟି ପୁରୁଷ ଓ ୬ଟି ମହିଳା...
ଇଟାଲୀରେ ସରିଲା ଜି-୭ ସମ୍ମିଳନୀ: ବିଶ୍ଵ ନେତାଙ୍କୁ ଭେଟି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଟାଲୀର ଆପୁଲିଆ ସହରରେ ଅନୁଷ୍ଠିତ ହୋଇଥିବା ୫୦ତମ ଜି-୭ ଶିଖର ସମ୍ମିଳନୀ ଶେଷ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରି ଶନିବାର ଦିଲ୍ଲୀ ଫେରିଛନ୍ତି। ଏଠାରେ ସେ ଏକାଧିକ...
କୁଏତ୍ ଅଗ୍ନିକାଣ୍ଡ: ଭୁବନେଶ୍ୱରରେ ପହଞ୍ଚିଲା ଦୁଇ ଓଡ଼ିଆଙ୍କ ମୃତ ଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଏତରେ ହୋଇଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆଙ୍କ ମୃତ ଦେହ ଶନିବାର ସକାଳେ ଓଡ଼ିଶାରେ ପହଞ୍ଚିଛି। ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟର ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା...
କୁଏତ୍ ଅଗ୍ନିକାଣ୍ଡରେ ଓଡ଼ିଶାର ୨ ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
କୁଏତର ମଙ୍ଗଫ୍ ସହରର ଏକ କୋଠାରେ ହୋଇଥିବା ଅଗ୍ନିକାଣ୍ଡରେ ୪୫ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ମୃତକମାନଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ରହିଛନ୍ତି। ସେମାନେ ହେଲେ ସନ୍ତୋଷ କୁମାର ଗୌଡ଼...





















