National

ଓଡ଼ିଶା ହାତରୁ ଖସିଯିବ କି ଜେଏସଡବ୍ଲ୍ୟୁ ଗ୍ରୁପର ମେଗା ଇଭି ଓ ବ୍ୟାଟେରୀ ପ୍ରକଳ୍ପ?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପ୍ରସ୍ତାବିତ ମେଗା ଇଭି ଓ ବ୍ୟାଟେରୀ ପ୍ରକଳ୍ପକୁ ଜେଏସଡବ୍ଲ୍ୟୁ ଗ୍ରୁପ୍ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏହି ୪୦ ହଜାର କୋଟି ଟଙ୍କାର...

ବିଶ୍ଵର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ୩ ଜଣ ଅଧ୍ୟାପକ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ଏଲସେଭିଆର ଜର୍ନାଲ ପକ୍ଷରୁ ବର୍ଷ ୨୦୨୪ ପାଇଁ ବିଶ୍ଵର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି।...

ସିଏପିଏଫରେ ୪୦ ହଜାର କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ସୁଯୋଗ: ଆବେଦନର ଶେଷ ତାରିଖ ଅକ୍ଟୋବର ୧୪

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ (ସିଏପିଏଫ) ଅନେକ ‘କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ସିଏପିଏଫର ବିଭିନ୍ନ ବିଭାଗରେ ଖାଲିଥିବା ପ୍ରାୟ...

ତିରୁପତି ବାଲାଜୀଙ୍କ ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ: ଆନ୍ଧ୍ରପ୍ରଦେଶରେ ରାଜନୈତିକ ଝଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ପ୍ରସ୍ତୁତ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଭକ୍ତଙ୍କ ଭାବାବେଗକୁ ଶକ୍ତ ଧକ୍କା...

ଆତିଶି ମାର୍ଲେନା ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ ବ୍ୟୁରୋ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶି ମାର୍ଲେନା। ଆମ୍ ଆଦମୀ ପାର୍ଟି (ଆପ) ର ବରିଷ୍ଠ ନେତ୍ରୀ ଆତିଶି ମାର୍ଲେନା ଶନିବାର ଦିନ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।...

ଏୟାର ମାର୍ଶଲ ଅମର ପ୍ରିତ୍ ସିଂହ: ଭାରତୀୟ ବାୟୁସେନାର ନୂଆ ମୁଖ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏୟାର ମାର୍ଶଲ ଅମର ପ୍ରିତ୍ ସିଂହ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ସେ ସେପ୍ଟେମ୍ବର ୩୦ରେ ଦାୟିତ୍ଵ ଗ୍ରହଣ କରିବେ। ବର୍ତ୍ତମାନ ସେ ବାୟୁସେନାର ଉପମୁଖ୍ୟ ବା ଭାଇସ୍...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଆତିଶି ମାର୍ଲେନା

ଓଡ଼ିଶାଲାଇଭ ବ୍ୟୁରୋ ଆମ୍ ଆଦମୀ ପାର୍ଟି (ଆପ) ର ବରିଷ୍ଠ ନେତ୍ରୀ ଆତିଶି ମାର୍ଲେନା ଶନିବାର ଦିନ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଇସ୍ତଫା ପରେ ଦିଲ୍ଲୀର ନେତୃତ୍ଵ...

ବିବାଦରେ ପୋଲାଭରମ: ରାଜନୀତିର ଚକ୍ରବ୍ୟୁହରେ ମାଲକାନଗିରିର ଭବିଷ୍ୟତ

 ମିନତି ମିଶ୍ର ରାଜନୈତିକ ଚକ୍ରବ୍ୟୁହରେ ପୋଲାଭରମ ପ୍ରକଳ୍ପ। ପୋଲାଭରମ ପ୍ରକଳ୍ପକୁ ନେଇ ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ରପ୍ରଦେଶ। ପୋଲାଭରମ ପାଇଁ ରାଜ୍ୟ ରାଜନୀତିରେ ବି ଉଠିଛି ଝଡ଼। ଏହି ପ୍ରକଳ୍ପକୁ ନେଇ ବୟାନବାଜିରେ ଲାଗିପଡ଼ିଛନ୍ତି ବିଜେପି-ବିଜେଡି। ପୋଲାଭରମକୁ ନେଇ...

ଭାରତ-ବାଂଲାଦେଶ ଟେଷ୍ଟ: ଦ୍ଵିତୀୟ ଇନିଂସରେ ୩୦୮ ରନରେ ଆଗୁଆ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଚେନ୍ନାଇରେ ଖେଳାଯାଉଛି। ଶୁକ୍ରବାର ଏହି ଟେଷ୍ଟର  ଭାରତ ମଜଭୁତ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଭାରତର ୩୭୬ ରନର ଜବାବରେ ବାଂଲାଦେଶ...

ହରିୟାଣା ବିଧାନସଭା ନିର୍ବାଚନ: ଭୋଟରଙ୍କୁ ମନେଇବାରେ ଲାଗିଛନ୍ତି ବିଜେପି ଓ କଂଗ୍ରେସ

ମିନତି ମିଶ୍ର ହରିୟାଣାରେ ନିର୍ବାଚନୀ ମାହୋଲ ଏବେ ସରଗରମ। ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ରଣହୁଙ୍କାର ଦେଇ ଏବେ ନିର୍ବାଚନୀ ମଇଦାନରେ। ଆଗାମୀ ୫ ବର୍ଷ ପାଇଁ କିଏ ନେବ ହରିୟାଣା...