National

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବଡ଼ଧରଣର ବନ୍ୟା: ମୃତକଙ୍କ ସଂଖ୍ୟା ୩୫ ଛୁଇଁଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଲଗାଣ ବର୍ଷାରେ ବେହାଲ ହୋଇଛି ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା। ଗତ ୩ ଦିନରୁ ପ୍ରବଳ ବର୍ଷା ଯୋଗୁଁ ଉଭୟ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଏ ଯାଏଁ ୩୫...

ଆଜିଠାରୁ ୩ ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ୩ ଦିନିଆ ବୃନେଇ ଓ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ସେ ବୃନେଇରେ ପହଞ୍ଚିବେ। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ବୃନେଇ ଗସ୍ତ। ଏହାପରେ...

ଲର୍ଡ ମାଉଣ୍ଟବ୍ୟାଟେନ: ଭାରତ ବିଭାଜନ ପଛର ପ୍ରମୁଖ ବ୍ୟକ୍ତିଙ୍କ ହତ୍ୟା ଏବେ ବି ରହସ୍ୟ ଘେରରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଲର୍ଡ ମାଉଣ୍ଟବ୍ୟାଟେନ, ଭାରତର ଶେଷ ଭାଇସରୟ। ଇଂଲଣ୍ଡର ରୟାଲ ନ୍ୟାଭିର ଜଣେ ଅଧିକାରୀ ଭାବେ ଜୀବନର ଦୀର୍ଘ ସମୟ ତାଙ୍କର ପାଣି ଭିତରେ ହିଁ କଟିଥିଲା। ନିଜ ଜୀବନର ବିଶେଷ ଅନୁଭୂତି...

ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନ ଇଡି ଦ୍ଵାରା ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀର ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଗିରଫ କରାଯାଇଛି। ୫ ଘଣ୍ଟାର ପଚରାଉଚରା ପରେ ଇଡି ତାଙ୍କୁ ଗିରଫ କରିଛି। ବେଆଇନ ନିଯୁକ୍ତି...

ପ୍ୟାରିସ ପାରା ଅଲିମ୍ପିକ୍ସ: ଆଥଲେଟିକ୍ସରେ ଭାରତକୁ ଆଉ ୨ଟି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ଆଉ ୨ଟି ପଦକ। ଟୁର୍ଣ୍ଣାମେଣ୍ଟର ଆଥଲେଟିକ୍ସ ପ୍ରତିଯୋଗିତାରେ ଭାରତକୁ ମିଳିଛି ଏହି ସଫଳତା। ଆଥଲେଟିକ୍ସର ପୁରୁଷ ହାଇଜମ୍ପ ଇଭେଣ୍ଟରେ ନିଶାଦ କୁମାର ରୌପ୍ୟ...

ଜାଣନ୍ତୁ କାହିଁକି ୭୦୦ରୁ ଅଧିକ ବନ୍ୟପ୍ରାଣୀଙ୍କୁ ହତ୍ୟା କରିବ ନାମ୍ବିଆ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଫ୍ରିକୀୟ ଦେଶ ନାମ୍ବିଆକୁ ଏବେ ଗ୍ରାସ କରିଛି ମରୁଡ଼ି। ଏଥିଯୋଗୁ ଦେଶରେ ବଡ଼ ଧରଣର ଖାଦ୍ୟାଭାବ ସୃଷ୍ଟି ହେବା ସହ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଦେଶବାସୀ। ଦେଶର ୧୪ ଲକ୍ଷ...

ଓଡ଼ିଶାରେ ଆରମ୍ଭ ହେଲା ‘ପିଏମ-ଉଷା’ ଯୋଜନା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଲାଗୁ ହୋଇଛି ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ-ଉଷା)। ଏନେଇ ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି।...

ପ୍ୟାରିସ ପାରା ଅଲିମ୍ପିକ୍ସ: ୧୦ ମିଟର ଏୟାର ରାଇଫଲରେ ଅଭନି ଲେଖରାଙ୍କୁ ସ୍ଵର୍ଣ୍ଣ ଏବଂ ମୋନା ଅଗ୍ରୱାଲଙ୍କୁ ବ୍ରୋଞ୍ଜ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପ୍ରଥମ ସ୍ଵର୍ଣ୍ଣ ପଦକ। ଭାରତୀୟ ସୁଟର ଅଭନି ଲେଖରା କମାଲ କରିଛନ୍ତି। ସେ  ମହିଳା ୧୦ ମିଟର ଏୟାର ରାଇଫଲ (ଏସଏଚ-୧) ସୁଟିଂ...

ଆନ୍ଧ୍ରପ୍ରଦେଶ: ଲେଡିଜ ହଷ୍ଟେଲ ବାଥରୁମରେ ହିଡେନ କ୍ୟାମେରା, ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଲେଡିଜ ହଷ୍ଟେଲର ବାଥରୁମରେ ଲାଗିଥିଲା ହିଡେନ କ୍ୟାମେରା। ଏହି ଘଟଣା ଜଣାପଡ଼ିବା ପରେ ସଂପୃକ୍ତ କଲେଜ କ୍ୟାମ୍ପସ ପରିସରରେ...

ଗୃହ ଯୁଦ୍ଧ ଯୋଗୁଁ ସୁଦାନରେ ଭୟଙ୍କର ଦୁର୍ଭିକ୍ଷ: ଅନାହାରରେ ବିତୁଛି ଜୀବନ

ଅଭିଷେକ ରାୟ ସୁଦାନରେ ଗୃହ ଯୁଦ୍ଧ ଯୋଗୁଁ ଦେଖାଦେଇଥିବା ଉତ୍କଟ ଖାଦ୍ୟ ସଙ୍କଟ ଲୋକଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି। ସମସ୍ୟାର ସମାଧାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସହାୟତା ଲୋଡ଼ିଛି ଡବ୍ଲ୍ୟୁଏଫପି। ଏକ ବର୍ଷରୁ ଅଧିକ ସମୟ...