National

ସଉନାମରା: ହକି ପାଇଁ ସମର୍ପିତ ଗାଁ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=YnvpX042JZ8 ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ସଉନାମରା ଗାଁ। ହକି ସହିତ ଏ ଗାଁର ନାଁ ଏମିତି ଯୋଡ଼ି ହୋଇଯାଇଛି ଯେ, ଏଠାକାର ପିଲାଠାରୁ ବୁଢ଼ା ସଭିଁଙ୍କ ହାତରେ ଦେଖିବାକୁ ମିଳେ ହକି...

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ‘ପାୱର୍ ୱିଦିନ୍: ଦ ଲିଡରସିପ୍ ଲେଗାସି ଅଫ୍ ନରେନ୍ଦ୍ର ମୋଦୀ’ ପୁସ୍ତକ ଉନ୍ମୋଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ‘ପାୱର୍ ୱିଦିନ୍: ଦ ଲିଡରସିପ୍ ଲେଗାସି ଅଫ୍ ନରେନ୍ଦ୍ର ମୋଦୀ’ ପୁସ୍ତକ ଉନ୍ମୋଚିତ ହୋଇଛି। ବୁଧବାର ଏସଆରବି କନସଲଟେନ୍ସିର ମିଳିତ...

ଆଜି ଜାତୀୟ କ୍ରୀଡ଼ା ଦିବସ: ମନେ ପଡ଼ନ୍ତି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦ 

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଜାତୀୟ ଖେଳ ‘ହକି’ର ଯାଦୁଗର ହେଉଛନ୍ତି ମେଜର ଧ୍ୟାନଚାନ୍ଦ। ତାଙ୍କ ଜନ୍ମଦିନକୁ ଦେଶରେ ‘ଜାତୀୟ କ୍ରୀଡା ଦିବସ’ ଭାବେ ପାଳନ କରାଯାଏ। ଆସନ୍ତୁ ଜାଣିବା ଧ୍ୟାନଚାନ୍ଦଙ୍କ ବିଷୟରେ କିଛି ଅଜଣା କଥା। ଭାରତରେ ଆଜି ପାଳିତ...

ଅଗଷ୍ଟ ୩୦ରୁ ଭୁବନେଶ୍ୱରରେ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଣ୍ଟ ଓଡ଼ିଶା-୨୦୨୪’

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ପକ୍ଷରୁ ଆୟୋଜିତ ହେବ ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଣ୍ଟ ଓଡ଼ିଶା-୨୦୨୪’। ଭୁବନେଶ୍ୱରର ଜନତା ମଇଦାନରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ...

ଜୟ ଶାହ: ଆଇସିସିର ନୂଆ ଅଧ୍ୟକ୍ଷ ନିର୍ବାଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ବିସିସିଆଇର ସମ୍ପାଦକ ଜୟ ଶାହ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର (ଆଇସିସି) ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ଆଇସିସି ପରିଚାଳନା କମିଟି ବୈଠକରେ ସେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଥିଲେ। ସେ ଡିସେମ୍ବର...

ରାଜ୍ୟସଭା ଉପନିର୍ବାଚନ: ସମସ୍ତ ୧୨ଟି ଆସନରେ ନିର୍ଦ୍ଵନ୍ଦ୍ଵରେ ପ୍ରାର୍ଥୀ ନିର୍ବାଚିତ, ପୁଣି ଏନଡିଏକୁ ବହୁମତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହୋଇଛି। ସବୁ ସିଟରେ ପ୍ରାର୍ଥୀମାନେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି। ଉପନିର୍ବାଚନ ପରେ ଏବେ ରାଜ୍ୟସଭାରେ ଏନଡିଏ ପୁଣି ସଂଖ୍ୟା ଗରିଷ୍ଠତା...

୨୦୨୪ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ: ୧୫ ଜଣିଆ ଭାରତୀୟ ଦଳ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ହରମନପ୍ରିତ କୌର ଦଳର ଅଧିନାୟକ ଦାୟିତ୍ଵ ତୁଲାଇବେ। ସେହିପରି ସ୍ମୃତି...

କୋଲକାତା ଲଜ୍ଜା: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀଙ୍କ ଜୋରଦାର ଆନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତାର ଆରଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ତୀବ୍ର ଆନ୍ଦୋଳନ ଜାରି ରଖିଛନ୍ତି ପଶ୍ଚିମବଙ୍ଗର ବିଭିନ୍ନ ଛାତ୍ର ସଂଗଠନ। ମଙ୍ଗଳବାର ହଜାର...

ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶାରୁ ମମତା ମହାନ୍ତ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟସଭା ଉପନିର୍ବାଚନ ପୂର୍ବରୁ ଓଡ଼ିଶାରୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ ମମତା ମହାନ୍ତ। ବିଜେପି ନେତା ଜଗନ୍ନାଥ ପ୍ରଧାନ ମଙ୍ଗଳବାର ଦିନ ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବା ପରେ ଏହି...

ଜାଣନ୍ତୁ ୟୁନିଫାଏଡ୍ ପେନସନ୍ ସ୍କିମ୍ ଓ ନାସନାଲ ପେନସନ୍ ସ୍କିମ ମଧ୍ୟରେ ଫରକ କ’ଣ?  

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ଆର୍ଥିକ ବର୍ଷରୁ ଭାରତରେ ଲାଗୁ ହେବାକୁ ଯାଉଛି ୟୁନିଫାଏଡ୍ ପେନସନ୍ ସ୍କିମ୍ (ୟୁପିଏସ)। ଏହାକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ଏହାଦ୍ଵାରା ଦେଶର ୨୩ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ...