ଆଜି ସଂସଦରେ ଆଗତ ହେବ ବଜେଟ୍ ୨୦୨୪-୨୫
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ସଂସଦରେ ଆଗତ ହେବ ବର୍ଷ ୨୦୨୪-୨୫ର ପୂର୍ଣ୍ଣାଙ୍ଗ ବଜେଟ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟା ସମୟରେ ବଜେଟ୍ ଉପସ୍ଥାପନ କରିବେ। ଚଳିତ ବର୍ଷ କେନ୍ଦ୍ରରେ ଏନଡିଏ ସରକାର...
ଏସଏସସି ‘ସିଜିଏଲ୍’ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଜୁଲାଇ ୨୪ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୭,୭୨୭ଟି ଗ୍ରୁପ୍ ‘ବି’ ଓ ଗ୍ରୁପ୍ ‘ସି’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଷ୍ଟାଫ୍ ସିଲେକ୍ସନ କମିସନ (ଏସଏସସି) ପକ୍ଷରୁ ଏହି ପଦବୀ...
ପୁରୀ: ଏକବିଂଶତମ ଜାତୀୟ ପ୍ରାଣୀଧନ ଗଣନା ପାଇଁ ଆଞ୍ଚଳିକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀରେ ଶନିବାର ଏକବିଂଶତମ ଜାତୀୟ ପ୍ରାଣୀଧନ ଗଣନା ପାଇଁ ଆଞ୍ଚଳିକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଡାଇରୀ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଏସ ପି ସିଂହ ବଘେଲ...
ପ୍ୟାରିସ ଅଲିମ୍ପିକ୍ସରେ ଖେଳିବେ କିଟ୍ ବିଶ୍ଵବିଦ୍ୟାଳୟର ୧୧ ଖେଳାଳି, ପ୍ରତ୍ୟେକଙ୍କ ପାଇଁ ୭ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି...
ଓଡ଼ିଶାଲାଇଭ୍ ବ୍ୟୁରୋ
ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଜୁଲାଇ ୨୬ ତାରିଖରୁ ଆରମ୍ଭ ହେଉଛି ଅଲିମ୍ପିକ୍ସ ୨୦୨୪। ଏଥିରେ କିଟ୍ ବିଶ୍ଵବିଦ୍ୟାଳୟର ୧୧ ଜଣ ଖେଳାଳି ଭାରତର ପ୍ରତିନିଧିନତ୍ଵ କରିବେ। କିଟ୍ ପକ୍ଷରୁ ପ୍ରତି ଖେଳାଳିଙ୍କ...
ଆଉଥରେ ପ୍ରକାଶ ପାଇଲା ନିଟ୍-୨୦୨୪ ପରୀକ୍ଷା ଫଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉଥରେ ପ୍ରକାଶ ପାଇଛି ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-୨୦୨୪ ରେଜଲ୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର ଓ ସହର କ୍ରମରେ ନିଟ୍ ୟୁଜି ରେଜଲ୍ଟ ପୁଣି ବାହାରିଛି।...
କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବେ କିପରି?
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=ke_nKofFmLU
ରକ୍ତରେ ଖରାପ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଗଲେ ତାହାକୁଉଚ୍ଚ କୋଲେଷ୍ଟ୍ରୋଲ କୁହାଯାଏ। ଉଚ୍ଚ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରିବା ଜରୁରୀ କାରଣ ଏହା ହୃଦ୍ ରୋଗ ଏବଂ ଷ୍ଟ୍ରୋକ୍ ଭଳି ଆଶଙ୍କାକୁ ବଢ଼ାଇଥାଏ।
ଉଚ୍ଚ...
ବିଶ୍ଵବ୍ୟାପୀ ମାଇକ୍ରୋସଫ୍ଟ ସର୍ଭର ଠପ୍: ଭାରତ ସମେତ ବିଭିନ୍ନ ଦେଶରେ ବ୍ୟାଙ୍କିଂ ଓ ବିମାନ ସେବା ପ୍ରଭାବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାରା ବିଶ୍ଵରେ ମାଇକ୍ରୋସଫ୍ଟ କମ୍ପାନିର ସର୍ଭର ଠପ୍ ହୋଇ ଯାଇଛି। ଭାରତ ସମେତ ଅଷ୍ଟ୍ରେଲିଆ, ଜର୍ମାନୀ, ଆମେରିକା ଓ ବ୍ରିଟେନ ଭଳି ଅଧିକାଂଶ ଦେଶରେ ଏହାର ପ୍ରଭାବ ପଡ଼ିଛି। ମାଇକ୍ରୋସଫ୍ଟର ୱିଣ୍ଡୋଜ୍...
ଉତ୍ତରପ୍ରଦେଶ: ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ଥ, ୪ ଜଣଙ୍କର ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ଥ ହେବାରୁ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି।
ଗୁରୁବାର ଦିନ...
ପବିତ୍ର ରଥଯାତ୍ରା ଅବସରରେ ସଂଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ କଣ୍ଠରେ ଶୁଣନ୍ତୁ ‘ସରିଗଲି ହେ ଜଗନ୍ନାଥ…’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=He7493k6rJM
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଅନେକ ସଂଗୀତ, ଭଜନ ଓ ଜଣାଣ ରଚନା କରାଯାଇଛି। ସେଥିମଧ୍ୟରୁ ‘ସରିଗଲି ହେ ଜଗନ୍ନାଥ....’ ଓଡ଼ିଆ ଲୋକପ୍ରିୟ ସଂଗୀତ ଶ୍ରୋତାଙ୍କ ମଧ୍ୟରେ ବେଶ ଆଦ୍ରୁତି ଲାଭ କରିଛି।
ପବିତ୍ର...
ଓମାନ ଉପକୂଳରେ ବୁଡ଼ିଗଲା ତୈଳବାହୀ ଜାହାଜ: ୧୩ ଭାରତୀୟଙ୍କ ସମେତ ୧୬ ନାବିକ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓମାନ ଉପକୂଳରେ ଏକ ତୈଳବାହୀ ଜାହାଜ ବୁଡ଼ି ଯାଇଛି। ଏଥିରେ ଥିବା ୧୩ ଜଣ ଭାରତୀୟଙ୍କ ସମେତ ୧୬ ଜଣ ନାବିକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ...





















