ପୁରୀ: ଆରମ୍ଭ ହେଲା ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଦକ୍ଷିଣ ମୋଡ଼ ହେଲା ତିନି ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ହେରା ପଞ୍ଚମୀ ଦିନ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଆସି ନନ୍ଦିଘୋଷ ରଥର ଚକ ଭାଙ୍ଗିବାପରେ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା ଲାଗି ପ୍ରସ୍ତୁତି। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥର...
ଆଣ୍ଟିଲିଆରେ ବାଜିଲା ସାହାନାଇ: ସାତ ଜନମର ସାଥୀ ହେଲେ ରାଧିକା-ଅନନ୍ତ ଅମ୍ବାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅମ୍ବାନୀ ପରିବାରରେ ଖୁସିର ମାହୋଲ। ଆଣ୍ଟିଲିଆରେ ବାଜିଲା ସାହାନାଇ। ଶୁକ୍ରବାର ଦିନ ରାଧିକା ମର୍ଚ୍ଚାଣ୍ଟଙ୍କୁ ନିଜ ଜୀବନ ସାଥୀ କରିଛନ୍ତି ଅନନ୍ତ ଅମ୍ବାନୀ। ବିବାହରେ ଯୋଗ ଦେଇଛନ୍ତି ଦେଶ ବିଦେଶରୁ ଅନେକ...
ଅବକାରୀ ଦୁର୍ନୀତି ମାମଲା: ସୁପ୍ରିମକୋର୍ଟରୁ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲା ଅନ୍ତରୀଣ ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଅନ୍ତରୀଣ...
ମହାରାଷ୍ଟ୍ରର ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଯୋଗ୍ୟତାକୁ ନେଇ ଚର୍ଚ୍ଚା: ୟୁପିଏସସି ଚୟନ ପ୍ରକ୍ରିୟାରେ ରହିଛି କି କେଁ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦବୀ ସମ୍ଭାଳିବା ଆଗରୁ ବିବାଦରେ ଆଇଏଏସ୍ ପୂଜା ଖେଡକର। ତଦନ୍ତ ପାଇଁ କମିଟି ଗଠିତ।
ମହାରାଷ୍ଟ୍ରର ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକର୍ ନିଜ କାର୍ଯ୍ୟକଳାପ ନେଇ ବେଶ ଚର୍ଚ୍ଚାକୁ ଆସିଛନ୍ତି।...
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫: ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯାଇନପାରେ ଟିମ୍ ଇଣ୍ଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବାକୁ ଯାଉଛି। ହେଲେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯାଇନପାରେ ବୋଲି ଚର୍ଚ୍ଚା ହେଉଛି। ହାଇବ୍ରିଡ ମଡେଲରେ ପାକିସ୍ତାନ ବଦଳରେ...
ଆଜି ହେରାପଞ୍ଚମୀ – ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମହାଲକ୍ଷ୍ମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଶେଷ ହୋଇଥିବାବେଳେ ଆଜି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। କାଳିଆ ସାଆନ୍ତଙ୍କ ଉପରେ ଅଭିମାନ କରି ନନ୍ଦିଘୋଷ ରଥର ଚକା ଭାଙ୍ଗିବେ ମା’ ଲକ୍ଷ୍ମୀ।
ବଡ଼...
ଛାଡ଼ପତ୍ର ପରେ ସ୍ଵାମୀଙ୍କଠାରୁ ଭରଣପୋଷଣ ଖର୍ଚ୍ଚ ପାଇପାରିବେ ମୁସଲିମ୍ ମହିଳା – ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁସଲିମ ମହିଳାମାନଙ୍କ ଅଧିକାରକୁ ନେଇ ବୁଧବାର ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଏବେ ଛାଡ଼ପତ୍ର ପାଇଥିବା ମୁସଲିମ୍ ମହିଳା ସେମାନଙ୍କ ସ୍ଵାମୀଙ୍କଠାରୁ ଭରଣପୋଷଣ ପାଇଁ ଖର୍ଚ୍ଚ ପାଇପାରିବେ। ଏହି କ୍ଷେତ୍ରରେ କୌଣସି...
ଓଡ଼ିଶାରେ ଲାଗୁ ହେବ ପିଏମଶ୍ରୀ ଯୋଜନା: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଲାଗୁ ହେବ ପ୍ରଧାନମନ୍ତ୍ରୀ ସ୍କୁଲ ଫର ରାଇଜିଂ ଇଣ୍ଡିଆ (ପିଏମଶ୍ରୀ) ଯୋଜନା। ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ...
ବେଙ୍ଗାଳୁରୁର ଆଗରା ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବେଙ୍ଗାଳୁରୁ): ବେଙ୍ଗାଳୁରୁର ଆଗରାଠାରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଉତ୍ସାହର ସହ ପାଳନ ହୋଇଛି ବଡ଼ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ମଙ୍ଗଳବାର ଭୋରରୁ ମଙ୍ଗଳ ଆରତୀ, ଅବକାଶ, ମଇଲମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା...
ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ମହା ସମାରୋହରେ ରଥଯାତ୍ରା ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ରଥଯାତ୍ରା ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏଥିରେ ୫୦୦ରୁ ଅଧିକ ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତଙ୍କ ସମାଗମ ହୋଇଥିଲା। ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ପକ୍ଷରୁ ଏହି...





















