ବେଙ୍ଗାଳୁରୁର ଆଗରା ଶ୍ରୀଜଗନ୍ନାଥ ମନ୍ଦିରରେ ପାଳନ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବେଙ୍ଗାଳୁରୁ): ବେଙ୍ଗାଳୁରୁର ଆଗରାଠାରେ ଅବସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଉତ୍ସାହର ସହ ପାଳନ ହୋଇଛି ବଡ଼ଠାକୁରଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ମଙ୍ଗଳବାର ଭୋରରୁ ମଙ୍ଗଳ ଆରତୀ, ଅବକାଶ, ମଇଲମ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା...
ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ମହା ସମାରୋହରେ ରଥଯାତ୍ରା ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡର ମାଞ୍ଚେଷ୍ଟର ସହରରେ ରଥଯାତ୍ରା ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ଏଥିରେ ୫୦୦ରୁ ଅଧିକ ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତଙ୍କ ସମାଗମ ହୋଇଥିଲା। ନର୍ଥୱେଷ୍ଟ ଓଡ଼ିଶା ସୋସାଇଟି ପକ୍ଷରୁ ଏହି...
ବାହାରିନରେ ବହୁ ଆଡ଼ମ୍ବରରେ ପାଳିତ ହେଲା ରଥଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=6J0tmk3EMDQ
ବାହାରିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମାନାମାସ୍ଥିତ ୨୦୦ ବର୍ଷ ପୁରୁଣା ପ୍ରତିଷ୍ଠିତ ଶ୍ରୀନାଥଜୀ ମନ୍ଦିରରେ ଏହି ରଥଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଥିଲା।...
ଗୌତମ ଗମ୍ଭୀର: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍ ହୋଇଛନ୍ତି। ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପର ତାଙ୍କ ସ୍ଥାନରେ ଗୌତମଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ନିଯୁକ୍ତ...
ଆଡ଼ପ ପହଣ୍ଡି ସମୟରେ ଅଘଟଣ: ପ୍ରଭୁ ବଳଭଦ୍ର ଚାରମାଳ ଉପରେ ପଡ଼ିଯିବାରୁ ୭ ସେବାୟତ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶରଧାବାଲିରେ ମଙ୍ଗଳବାର ଆଡ଼ପ ପହଣ୍ଡି ସମୟରେ ଅଘଟଣ ଘଟିଛି। ପହଣ୍ଡି ବିଜେ ସମୟରେ ବଡ଼ଠାକୁର ପ୍ରଭୁ ବଳଭଦ୍ର ଚାରମାଳ ଉପରେ ପଡ଼ିଯାଇଛନ୍ତି। ଫଳରେ ୭ ଜଣ ସେବାୟତ ଆହତ ଥିବା...
ମାନହାନି ମାମଲାରେ ଏକା ଛନ୍ଦି ହୋଇଗଲେ ସାମ୍ବାଦିକ, ହାତ ଛାଡ଼ିଦେଲା ଖବରକାଗଜ ସଂସ୍ଥା ‘ଦ ହିନ୍ଦୁ’
ଅଭିଷେକ ରାୟ
ବରିଷ୍ଠ ସାମ୍ବାଦିକ ରାହୁଲ ପଣ୍ଡିତଙ୍କ ବିରୋଧରେ ମାନହାନି ମାମଲାରେ ପଞ୍ଜାବର ମୋହାଲିସ୍ଥିତ ଏକ ଅଦାଲତ ତାଙ୍କୁ ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୪ରେ ସେ 'ଦ...
ଉତ୍ତରପ୍ରଦେଶ: ନୋଏଡାରେ ଅନୁଷ୍ଠିତ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ରାଜ୍ୟର ନୋଏଡା ସେକ୍ଟର ୧୨୧ସ୍ଥିତ ଗଢ଼ିଚୌଖଣ୍ଡି ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପାଳନ ହୋଇଛି ଶ୍ରୀଗୁଣ୍ଡିଚା ଯାତ୍ରା। ସୋମବାର ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହୋଇଥିଲା ରଥଟଣା କାର୍ଯ୍ୟ। ରଥ ଦଉଡ଼ି ଟାଣିବାକୁ...
ଏଏନଆଇ ପକ୍ଷରୁ ଉଇକିପିଡ଼ିଆ ବିରୋଧରେ ୨ କୋଟି ଟଙ୍କାର ମାନହାନି ମୋକଦ୍ଦମା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ଉଇକିପିଡ଼ିଆ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମୋକଦ୍ଦମା ଦାଏର କରାଯାଇଛି। ଉଇକିପିଡ଼ିଆ ନିଜ ପେଜରେ ଏଏନଆଇ ବିଷୟରେ ଅପମାନଜନକ କଥା ପ୍ରକାଶ କରିବା ଅଭିଯୋଗରେ...
ନୂଆଦିଲ୍ଲୀ: ହାଉଜଖାସସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଲା ରଥଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀର ହାଉଜଖାସସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ୪୬ତମ ରଥଯାତ୍ରା ଉତ୍ସବ ପାଳନ କରାଯାଇଛି। ଏଥିରେ ୫୦ ହଜାରରୁ ଅଧିକ ଭକ୍ତ ସାମିଲ ହୋଇ ଆନନ୍ଦ ଉଲ୍ଲାସର ସହ ରଥ ଟାଣି ଥିଲେ। କେନ୍ଦ୍ର...
ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଲାଗିଛି ଶ୍ରୀଜିଉଙ୍କ ତିନି ରଥ। ରଥ ଉପରେ ରହି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ମଙ୍ଗଳବାର ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ...





















