ଛତିଶଗଡ଼: ନାରାୟଣପୁର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୫ ମାଓବାଦୀ ନିହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଆବୁଜମାଡ଼ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗତ ୨ ଦିନ ଧରି ଚାଲୁଥିବା ଏହି ଏନକାଉଣ୍ଟରରେ ୫ ଜଣ...
ବିରୋଧୀମାନେ ମିଛ କହି ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି – ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ମଙ୍ଗଳବାର ନିଜ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ନିଜ ବକ୍ତବ୍ୟରେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିରୋଧୀମାନେ ଦେଶବାସୀଙ୍କୁ ମିଛ କହି ଭ୍ରମିତ କରୁଛନ୍ତି ବୋଲି ସେ...
ଉତ୍ତରପ୍ରଦେଶର ହାଥରସରେ ସତସଙ୍ଗ ସମାରୋହରେ ଦଳାଚକଟା: ୧୨୧ ଜଣଙ୍କ ମୃତ୍ୟୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ମଙ୍ଗଳବାର ଏକ ବଡ଼ ଅଘଟଣ ଘଟିଛି। ଜିଲ୍ଲାର ରତିଭାନପୁର ଗାଁରେ ଏକ ସତସଙ୍ଗ ସମାରୋହରେ ଦଳାଚକଟା ହୋଇ ୧୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଏହାସହ ଅନେକ...
ରଥଯାତ୍ରା ଉପଲକ୍ଷେ ଶୁଣନ୍ତୁ ଶାନ୍ତିଲତା ବାରିକ ଛୋଟରାୟଙ୍କର ଲୋକପ୍ରିୟ ଭଜନ ‘ହେ ଚକାନୟନ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=1UoiZQIlSWo&list=PLKig8_kZBmDM4a3TsAQyRUpVzGG2pATtq
ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ...
ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ତିନି ମିଶ୍ର
ଭାସ୍କର ପରିଚ୍ଛା
ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ କଥା ବହୁ ବରିଷ୍ଠ ଓ ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସେ। ସେମାନଙ୍କ ମଧ୍ୟରୁ କେବଳ ଶ୍ୟାମାମଣୀ ଦେବୀ ହିଁ ଏବେ ଜୀବିତ ଅଛନ୍ତି। ତେବେ ଯେଉଁ...
ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ସମୟରେ ଶାସକ ଓ ବିରୋଧୀ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୋକସଭାରେ ସୋମବାର ଶାସକ ଓ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଅଭିଭାଷଣ ସମୟରେ ଜୋରଦାର ହଙ୍ଗାମା ହୋଇଛି। ଏହି ମଧ୍ୟରେ ରାହୁଲ ଗାନ୍ଧୀ...
ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ଆୟୁଷ ପ୍ରାୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଓ କର୍ମଶାଳା ଆୟୋଜିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟରେ ଆୟୁଷ ପ୍ରଯୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଓ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହାର ବିଷୟବସ୍ତୁ ଥିଲା ‘ଆଡଭାନ୍ସମେଣ୍ଟ ଇନ ଆନିମଲ ହାଣ୍ଡେଲିଂ ଆଣ୍ଡ ଜେନେରେଟିଭ୍ ଏଆଇ ଫର...
ଆଜିଠାରୁ ଭାରତରେ ସିମ୍ କାର୍ଡ ପୋର୍ଟିଂ ପାଇଁ ନୂଆ ନିୟମ ଲାଗୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ମୋବାଇଲ ସିମ୍ କାର୍ଡକୁ ନେଇ ସୋମବାରଠାରୁ ଲାଗୁ ହୋଇଛି ନୂଆ ନିୟମ। ସିମ୍ ପୋର୍ଟିଂ କ୍ଷେତ୍ରରେ ଏହି ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ଏନେଇ ଟେଲିକମ ରେଗୁଲେଟୋରି ଅଥରିଟି ଅଫ୍...
ବିଶାଖାପାଟଣାର ନୂଆ ପୋଲିସ କମିଶନର ଭାବେ ଦାୟିତ୍ଵ ନେଲେ ଡାକ୍ତର ଶଙ୍ଖବ୍ରତ ବାଗଚି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଶାଖାପାଟଣା ପୋଲିସର ନୂଆ କମିଶନର ଭାବେ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିସ୍ ଅଧିକାରୀ ଡାକ୍ତର ଶଙ୍ଖବ୍ରତ ବାଗଚି। ଏହି ଅବସରରେ ବିଶାଖାପାଟଣା ପୋଲିସ ପକ୍ଷରୁ...
ଆଜି ଜାତୀୟ ଡାକ୍ତର ଦିବସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ହେଉଛି ଜାତୀୟ ଡାକ୍ତର ଦିବସ। ଡାକ୍ତରମାନଙ୍କ ସେବାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଜୁଲାଇ ୧ ତାରିଖକୁ ସମଗ୍ର ଦେଶରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି।
ଡାକ୍ତରଙ୍କୁ ଲୋକେ ଦ୍ଵିତୀୟ ଭଗବାନ...





















